Movie prime

ପାଣିପାଗ ବିଭାଗର ବଡ଼ ସୂଚନା ବଙ୍ଗୋପସାଗରରେ ଘୂର୍ଣବଳୟ ସକ୍ରିୟ

 
Gv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ଜାଣିବା ସହ ପାଣିପାଗ ବିଷୟରେ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ମାଡ଼ି ଆସୁଛି ବାତ୍ୟା କିନ୍ତୁ ଏହି ବାତ୍ୟାରେ ଓଡ଼ିଶା ରାଜ୍ୟରେ କିଛି ବିପଦ ହେବ ନାହିଁ ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ । ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । 
Hg
ଆସନ୍ତା ୨୬ ତାରିଖରୁ ପାଣିପାଗରେ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତା ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଛି । ଟ୍ରପ ଲାଇନ ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘୂର୍ଣ୍ଣିଭୂତ ହେଉଛି । ଆସନ୍ତା କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସୂଚନା ମିଳିଛି । ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୫ ତାରିଖରେ ଅବପାତର ରୂପ ନେବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଅବପାତ ପଣ୍ଡିଚେରୀ ନିକଟରେ ସୃଷ୍ଟି ହୋଇଛି ।
Gg
ବର୍ତ୍ତମାନ ସମୟରେ ପାଣିପାଗ ବିଭାଗ ସୂଚନା ଦେଇଛି କି ଭୟଭୀତ ହେବାର ନାହିଁ କି ପାଣିପାଗ ନେଇ ଭୟଭୀତ ହୁଅନ୍ତୁ ନାହିଁ । ବର୍ତ୍ତମାନ ସମୟରେ ଏବେ ନେଇ ଆସିଛି କିଛି ଖବର । ବାତ୍ୟା ନେଇ ଆସୁଥିବା ଗୁଜବକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଓଡ଼ିଶାରେ ଏହି ଚାଷୀମାନେ ଧାନ କାଟିବା ସମୟ ଏବଂ ଧାନ ମଣ୍ଡିରେ ଦେବା ସମୟ । ଆଉ ଏହି ସମୟରେ ଏଭଳି ଗୁଜବ ନେଇ ଚାଷୀମାନେ ଭୟଭୀତ ହୋଇ ଯାଇଛନ୍ତି । ଏବେ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ । 
ଏହି ଲଘୁଚାପ ତାମିଲନାଡୁ, ପଣ୍ଡିଚେରୀ ଏବଂ ଶ୍ରୀଲଙ୍କା ଉପରେ ପଡ଼ିବ ବୋଲି ସୂଚନା ମିଳିଛି । ଏହି ବାତ୍ୟା ଦୁର୍ବଳ ହୋଇପାରେ । ଏହାର ପ୍ରଭାବରେ ଦିନର ତାପମାତ୍ରା କମିବ ଆଉ ଓଡ଼ିଶାରେ ଶୀତ ଅଧିକ ଅନୁଭୂତ ହେବ । ବାତ୍ୟା ପେଙ୍ଗଲ ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ । ଆସନ୍ତା ୨୬ ଏବଂ ୨୭ ତାରିଖରେ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଆଉ ଏଥିନେଇ ଭୟଭୀତ ନ ହେବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଏହି ବିଷୟରେ ଅଧିକ ସୂଚନା ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ ।

Around The Web