Movie prime

ଶେଷରେ ବିବାହ ବିଚ୍ଛେଦ କୁ ନେଇ ଏମିତି କିଛି କହିଦେଲେ ବର୍ଷା ପ୍ରିୟଦର୍ଶିନୀ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଓଲିଉଡ, ବଲିଉଡ୍ ଏବଂ ସିନେମା ଜଗତକୁ ନେଇ ଆସିଥିବା ଖବର ସବୁ ଆପଣମାନେ ପାଇପାରିବେ । ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିଛି କଥା କହିଛନ୍ତି । ସେ କହିଛନ୍ତି ଅନେକ କିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । ଆଉ ସେ କିଛି ବର୍ଷ ଏକାଠି ରହିବା ପରେ ଏବେ ଅଲଗା ହୋଇ ଯାଇଛନ୍ତି । ଏବେ ତାଙ୍କର ଛାଡ଼ପତ୍ର ହୋଇଯାଇଛି ଆଉ ଏହି ବିଷୟରେ କିଛି କଥା ସାମ୍ନାକୁ ଆସୁଛି । 
Hb
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ସମସ୍ତ କଳାକାରଙ୍କୁ ଭଲ ପାଆନ୍ତୁ । ଆଉ ଏବେ ୱାଇଫ ଚଳଚ୍ଚିତ୍ର ସାମ୍ନାକୁ ଆସିଛି । ଆଉ ଏହି ୱାଇଫ୍ ଚଳଚ୍ଚିତ୍ର ଦେଖିବାକୁ ସମସ୍ତଙ୍କୁ କୁହାଯାଇଛି । ଏହି ଚଳଚ୍ଚିତ୍ରରେ ଅନେକ କିଛି ଜିନିଷ ରହିଛି । ଏହି ଚଳଚ୍ଚିତ୍ରରେ ସ୍ତ୍ରୀର ଭୂମିକା କଣ ଆଉ ସ୍ତ୍ରୀର କାମ କଣ ଏବଂ ସବୁ ପ୍ରକାରର କାମ ସେ କହିଛନ୍ତି । ଏହି ଫିଲ୍ମରେ ଏହି ସବୁ ଦୃଶ୍ୟ ସେ କରିଛନ୍ତି । ଏବେ ଏହି ଫିଲ୍ମ ଦେଖିବାକୁ ସେ କହିଛନ୍ତି । ଗୋଟିଏ ସ୍ତ୍ରୀର ତ୍ୟାଗ , ତପସ୍ୟା ଏବଂ ସବୁକିଛି ଏହି ଫିଲ୍ମରେ ଆପଣମାନେ ଦେଖିପାରିବେ । 
Bf
ସ୍ତ୍ରୀଟିଏ ଯେଉଁ କଷ୍ଟ ପାଏ ତାର ସାକ୍ଷୀ ଚାରିକାନ୍ଥ ଆଉ ଭଗବାନ । ଏହି ସିନେମାରେ ଅନେକ କିଛି ଶିକ୍ଷଣୀୟ ତଥ୍ୟ ରହିଛି । ଏହି ଫିଲ୍ମ ଦେଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ହିନ୍ଦୁ ଧର୍ମ ଆଉ ଶାସ୍ତ୍ରରେ ବୈବାହିକ ସମ୍ପର୍କର ମହତ୍ତ୍ଵ ଆଉ ଗୁରୁତ୍ଵ କଣ ରହିଛି ତାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଏହି ଫିଲ୍ମ ପୁରା ଦେଖିଲେ ଆପଣମାନେ ସବୁ କିଛି ଜାଣିବା ସହ ଅନେକ କିଛି କଥା ବିଷୟରେ ଜାଣିପାରିବେ । ଏହାସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନେକ କିଛି କଥା କହିଛନ୍ତି ।
ସେ କହିଛନ୍ତି, କେବଳ ତାଙ୍କ ଫିଲ୍ମ ନୁହେଁ ବରଂ ଓଡ଼ିଆର ସବୁ ଫିଲ୍ମ ଦେଖନ୍ତୁ ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି । ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଫିଲ୍ମକୁ ନେଇ ସେ ଅନେକ କିଛି କଥା କହିବା ସହ ଆଜିକାଲି ଦୁନିଆରେ ଯେଉଁ ଛାଡ଼ପତ୍ର ହେଉଛି ତାର କାରଣ ଅନେକ ରହିଛି କିନ୍ତୁ ଏହା ଆଜିକା ଯୁଗରେ ଏହା ଠିକ୍ ନୁହେଁ ଆଉ ଏହା ଆମ ଜଗନ୍ନାଥ ସଂସ୍କୃତିରେ ନାହିଁ । ଏବେ ଏହିସବୁ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିବା ସହ ଅନେକ ବିଷୟରେ ସୂଚନା ପାଇପାରିଲେ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.