Movie prime

ବର୍ଷା ପ୍ରିୟଦର୍ଶିନୀଙ୍କୁ ଶାରୀରିକ ଏବଂ ମାନସିକ ନି-ର୍ଯା-ତ-ନା ମାମଲାରେ ଜେ-ଲ ଯିବେ ଅନୁଭବ ମହାନ୍ତି!! ଦେଖନ୍ତୁ ଆସିଲା ବଡ ଖବର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ରାଜନୀତିରେ ଅମନା ସାମ୍ନା ହେଇଛନ୍ତି ବର୍ଷା-ଅନୁଭବ। ବିବାହ ବିଚ୍ଛେଦ ପରେ ଏବେ ରାଜନୀତିରେ ଆମନା ସାମ୍ନା ଉଭୟ। କିଛିଦିନ ତଳେ ଅନୁଭଵ ବିଜେପିରେ ଯୋଗଦେଇଥିବା ବେଳେ ଏବେ ବର୍ଷା ବିଜେଡ଼ିରେ ଯୋଗଦେଇଛନ୍ତି
ଯାହାପରେ ପାରିବାରିକ ସମ୍ପର୍କ ଛିନ୍ନ ପରେ ରାଜନୈତିକ ବିରୋଧୀ ହୋଇଛନ୍ତି ଓଲିଉଡର ଦୁଇ ସୁପରଷ୍ଟାର। ପୁଣି ଚର୍ଚ୍ଚାରେ ବର୍ଷା ଓ ଅନୁଭବ। ପାରିବାରିକ ବିଚ୍ଛେଦ ପରେ ରାଜନୀତିରେ ବିରୋଧୀ। ରାଜ୍ୟ ରାଜନୀତିରେ ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ବିଜେପିରେ ଏବେ ଓଲିଉଡର ଦୁଇ ସୁପରଷ୍ଟାର। 
Bb
ବିଜେଡିରେ ବର୍ଷା-ବିଜେପିରେ ଅନୁଭବ ରୋଚକ ହେଉଛି ଓଡ଼ିଶାର ରାଜନୀତି। ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି।
କିଛିଦିନ ତଳେ ବର୍ଷାଙ୍କର ପୂର୍ବତନ ସ୍ୱାମୀ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବଡ଼କଥା ହେଲା ଅନୁଭବ ବିଜେଡିରୁ ରାଜ୍ୟସଭା ଯାଇଥିଲେ ପରେ ୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇ ଯାଇଥିଲେ।
କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ, ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି ହୋଇଛି। ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗ ଆଧାରରେ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ଜେଏମ୍‌‌ଏଫସି କୋର୍ଟ।
Bh
ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲ୍ୟୁ ଜାରି କଲେ ଜେଏମ୍‌‌ଏଫସି କୋର୍ଟ। ଚାର୍ଜଫ୍ରେମ୍‌‌ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ ମହାନ୍ତି। ଏନେଇ ସରକାରୀ ଓକିଲ ଆଫ୍ରୋଜ୍‌‌ ଅହମ୍ମଦ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ୨୦୨୦ ମସିହାରେ ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ଏତଲା ଦେଇଥିଲେ।
ପୋଲିସ ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଅନୁଭବ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତଦନ୍ତ ପରେ ଅନୁଭବ ଓ ଅନ୍ୟମାନଙ୍କ ବିରୋଧରେ ୨୦୨୩ ମସିହା ଡିସେମ୍ବର ୧୮ ତାରିଖରେ ପୋଲିସ ପ୍ରଥମେ ଚାର୍ଜସିଟ୍ ଦାଖଲ କରିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.