Movie prime

ବିଜେଡ଼ି ରୁ ବିରକ୍ତି ହେଇଗଲେଣି ଜନତା...ନବୀନ ଙ୍କ ସଭା ରେ ଗୋଟେ କେହି ବି ଆସିଲେନି..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ନେଇ ବର୍ତ୍ତମାନ୍ ସମୟରେ ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ମଇଦାନ ମଧ୍ୟ ସେତେ ମାତ୍ରାରେ ଏବେ ସରଗରମ ହେବାରେ ଲାଗିଛି। ଏହାକୁ ନେଇ ବର୍ତ୍ତମାନ୍ ସମୟରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
Hh
ସୋସିଆଲ ମିଡିଆରେ ରାଜନୀତି କୁ ନେଇ ଅନେକ ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଜ୍ଞା ହଁ ଏହି ଭିଡିଓ ମାନଙ୍କୁ ମଧ୍ୟରୁ ଆମେ ଆପଣଙ୍କୁ ଏକ ଭିଡିଓ ଏବେ ଦେଖାଇବାକୁ ଯାଉଛୁ।
ଯାହାକୁ ଦେଖି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ବର୍ତ୍ତମାନ୍ ଏହା ଦେଖିବାକୁ ମିଳିଛି କି ମୂଖ୍ୟମନ୍ତ୍ରୀ ତାଙ୍କର ଦଳୀୟ ପ୍ରାର୍ଥୀ ର ପ୍ରଚାର କରିବା ପାଇଁ ଦେବଗଡ଼ ବଡ଼ ବଗିଚା କୁ ଯାଇଥିଲେ।
ଦେବଗଡ଼ ବଡ଼ ବଗିଚା ରେ ଅନୁଷ୍ଠିତ ହେଉଥିବା ଏକ ଜନସଭା ରେ ଯୋଗ ଦେଇଥିଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ସେ ତାଙ୍କର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଖୁବ୍ ପ୍ରଚାର ମଧ୍ୟ କରିଥିଲେ।
Hh
କିନ୍ତୁ ସଭାରେ ଅଧାରୁ ଅଧିକ ଚେୟାର ଫାଙ୍କା ପଡିଥିବା ଦେଖିବାକୁ ମିଳିଥିଲା। ଆଉ ଏହି ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।କାରଣ ବିଜେଡ଼ି ସଭା ରେ,
ଏଭଳି ଭାବରେ ଚେୟାର ଫାଙ୍କା ପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଏହାକୁ ନେଇ ଅନେକ ଲୋକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।ସେମାନେ ଏହାକୁ ନେଇ ମଧ୍ୟ ବିଭିନ୍ନ କଥା କହିଛନ୍ତି।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ? ବିଜେଡି ପ୍ରତି କଣ ଲୋକ ମାନଙ୍କ ଲୋକପ୍ରିୟତା କଣ କମି ଗଲାଣି? ଏହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।