Movie prime

ପେଟରେ ୨ ମାସର ଛୁଆଧରି କାନ୍ଦୁଥିଲା ପ୍ରେମିକା...ଜିଅନ୍ତା ମାଟିରେ ପୋତି ଦେଲା ପ୍ରେମିକ...!

 
Gg
ଆଜିକାଲି ପ୍ରେମ କେମିତି ଜଣକୁ ବରବାଦ କରି ରଖି ଦଉଛି ସେ ସମ୍ପର୍କରେ ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆଜିକାଲିର ଯୁବପିଢୀ ମାନେ ପ୍ରେମ କରିବା ପୁର୍ବରୁ ଆଗ ପଛ କିଛି ହେଲେ ମଧ୍ୟ ଭାବୁ ନାହାଁନ୍ତି। ପ୍ରେମ ପାଇଁ ସେମାନେ ତାଙ୍କର ଜୀବନ ମଧ୍ୟ ବାଜି ରେ ଲଗାଇ ଦେଉଛନ୍ତି ଯାହାକି ଖୁବ୍ ଚିନ୍ତା ଜନକ ଅଟେ।ବାପା ମାଆଙ୍କୁ ନ ଜଣାଇ ପ୍ରେମିକ ସଞ୍ଜୁ ସହିତ ଫେରାର ହେଇଥିଲା ୭ ମାସର ଗ-ର୍ଭ-ବ-ତୀ ଥିବା ଝିଅ ସୋନିଆ।ଯେଉଁ ଛୁଆ ଆଉ ଦୁଇରୁ ତିନିମାସ ଗଲାପରେ ବିନା ବାପାର ପରିଚୟ ରେ ଏ ଦୁନିଆକୁ ଆସିବାକୁ ଯାଉଥିଲା।
Gg
ଘର ଛାଡ଼ି ଚାଲି ଆସିଲା ସେତେବେଳେ ସେ ଜାଣିବାକୁ ପାଇଥିଲା କି ତାର ଛୁଆର ବାପା ତଥା ପ୍ରେମିକ ସଞ୍ଜୁ ପ୍ରକୃତରେ ସଞ୍ଜୁ ନଥିଲା ବରଂ ସେ ସଲିମ୍ ଥିଲା। ପ୍ରେମ ଯେ ଏମିତି ଧୋକା ଦେବ ଏକଥା କେବେ ହେଲେ ମଧ୍ୟ ସୋନିଆ ସ୍ବପ୍ନ ରେ ସୁଦ୍ଧା ଭାବି ନଥିଲା। ଆଉ ପଛକୁ ଫେରି ଯିବା ପାଇଁ ତା ପାଖରେ କିଛି ଉପାୟ ନଥିଲା କାରଣ ସେ ମାଆ ହେବାକୁ ଯାଉଥିଲା।ସଞ୍ଜୁ ପ୍ରେମିକା ସୋନିଆ କୁ ବିବାହ କରିବାକୁ ଆଶା ମଧ୍ୟ ଦେଖାଇ ଥିଲା। ଆଉ ତା ସହ ସମ୍ପର୍କ ମଧ୍ଯ ରଖୁଥିଲା।
Yt
ହେଲେ ସେ ଜାଣି ନଥିଲା ସେ ସବୁ ଏକ ଛଳନା ଥିଲା ବୋଲି।ତାଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଦୁଇ ବର୍ଷ ତଳେ। ସୋନିଆ , ସଞ୍ଜୁ କୁ ନିଜର ଜୀବନସାଥୀ ଭାବି ବସିଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ ଆଉ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। ଏହି ସମ୍ପର୍କ ମଧ୍ୟରେ ହିଁ ସୋନିଆ ମଧ୍ୟ ସଞ୍ଜୁ ପିଲାର ମାଆ ହେବାକୁ ଯାଉଛନ୍ତି ବୋଲି ସେ ଏହା ଜାଣିବାକୁ ପାଇଥିଲେ।
ଆଉ ଯେତେବେଳେ ସୋନିଆ ନିଜ ଘର ଛାଡି ଯାଇ ସଞ୍ଜୁ ନିକଟରେ ପହଞ୍ଚି ଥିଲେ ସେତେବେଳେ ଜାଣିବାକୁ ପାଇଥିଲେ କି ସଞ୍ଜୁ ପ୍ରକୃତରେ ସଲିମ୍ ଅର୍ଥାତ୍ ଜଣେ ମୁସଲିମ ଅଟନ୍ତି। ସେତେବେଳେ ଯେମିତି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଆଉ ସେତେବେଳେ ହିଁ ନିଜ ସାଙ୍ଗ ମାନଙ୍କ ସହ ମିଶି ସୋନିଆ ଆଉ ତାଙ୍କର ପେଟରେ ଥିବା ସାତ ମାସର ପିଲାଙ୍କୁ ମାରି ଦେଇଥିଲେ ଆଉ ସେଠାରେ ହିଁ ପୋତି ଦେଇଥିଲେ। ଏଭଳି ଅମାନବୀୟ କାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.