Movie prime

ପିଉସିର ଛାତିକୁ କଣା କରିଦେଲା ପୁତୁରା ଲୋକେ ଦେଖି ଆଶ୍ଚର୍ଯ୍ୟ ଆଉ ତାପରେ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପିଉସୀ ଆଉ ପୁତୁରାର ସମ୍ପର୍କ ବହୁତ ନିବିଡ ହୋଇଥାଏ । ଆଉ ତାଙ୍କର ସମ୍ପର୍କ ମାଆ ପୁଅର ସମ୍ପର୍କ ଭଳି ହୋଇଥାଏ । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏହି ପୁତୁରା ଜଣକ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ଯାହାକୁ ନେଇ ଏବେ ଆସୁଛି ଖବର ।
Gg
ଏହି ପୁତୁରା ଜଣଙ୍କର ନାଁ ହେଉଛି ଦାମୋଦର । ଏହି ପୁତୁରା ଜଣକ ତାର ମାଆ ସମାନ ପିଉସୀଙ୍କୁ ପାଗଳ ଭଳି ହ-ତ୍ୟା କରିଥିବା ଘଟଣା ଏବେ ସାମ୍ନାକୁ ଆସୁଛି । ଏହି ପିଉସୀ ଜଣଙ୍କୁ ନିଜ ପୁଅ ତୀର ମାରି ମାରି ଏଭଳି କାଣ୍ଡ କରିଛି ବୋଲି ଜଣାପଡିଛି । ଏହି ପୁତୁରା ଜଣକ ତାର ପିଉସୀକୁ ଏଭଳି ଭାବରେ ମାରି ଦେଇଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଯୁବକ ଜଣଙ୍କ ଏଭଳି କାଣ୍ଡ କରିବାର କାରଣ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଗୁଣି ଗାରେଡ଼ି ସନ୍ଦେହ କରି ଏଭଳି ଘଟଣା ଘଟିଛି ।
Gg
ଗୁଣି ଗାରେଡ଼ି ଏବଂ ଡାହାଣୀ ସନ୍ଦେହରେ ଏଭଳି କରାଯାଇଛି ବୋଲି ସୂଚନା ମିଳିଛି । ଗୁଣି ଗାରେଡ଼ି ସହ ଡାହାଣୀ ସନ୍ଦେହ କରି ସମ୍ପର୍କୀୟ ପିଉସୀକୁ ପୁତୁରା ତୀର ମାରି ହ-ତ୍ୟା କରିଛି ବୋଲି ସୂଚନା ମିଳିଛି । ପୁତୁରା ଆସିଲା ଆଉ ଦେଖୁ ଦେଖୁ ପିଉସୀକୁ ତୀର ମାରିଦେଲା । ପିଉସୀ ତଳେ ପଡି ଛଟପଟ ହେଉଥିଲା । କିନ୍ତୁ ଏହି ପୁତୁରା ଜଣକ କିଛି ବି ଶୁଣୁ ନଥିଲା ଆଉ ସେ ତୀର ମାରି ଚାଲିଥିଲା । ଏହି ଘଟଣା କଙ୍କଡ଼ାହାଡ଼ ଥାନା ପିତଳଧୁଆ ଗ୍ରାମର ଝରଣା ସାହିରେ ଘଟିଛି । ମୃ-ତ-କ ଜଣକ ହେଉଛନ୍ତି ସେହି ଗ୍ରାମର ସୁନ୍ଦଶୀ ବୋଲି ଜଣାପଡିଛି । 
ଆଉ ଏହି ପୁତୁରା ଜଣକ ଦାମୋଦର । ଏହି ୧ ତାରିଖ ଦିନ ପୁତୁରା ଜଣକ ପିଉସୀର ଘରକୁ ଯାଇ ତୀର ମାରିଥିଲେ । ଏହି ତୀର ପିଉସୀ ଜଣଙ୍କର ଡାହାଣ ଛାତିରେ ବାଜିଥିଲା । ଏହା ଦେଖି ତାଙ୍କ ସ୍ଵାମୀ ଏବଂ ଝିଅ ପାଟି କରିବାରୁ ଅଭିଯୁକ୍ତ ଜଣକ ତାଙ୍କ ଘରୁ ଫେରାର ହୋଇ ଯାଇଥିଲେ । ଏବେ ଏହି ଘଟଣାକୁ ନେଇ ପୋଲିସ ଯାଞ୍ଚ କରୁଛି । ଦାମୋଦର ସନ୍ଦେହ କରି ହ-ତ୍ୟା କରିଛନ୍ତି ବୋଲି ଜଣାପଡିଛି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

Around The Web