Movie prime

ପୋଲିସ ବାବୁଙ୍କ ପୁଅ ସ୍ତ୍ରୀ...କୁ ବିଷ ଇଞ୍ଜେକସନ ଦେଇ ମାରିଦେଲା ତାପରେ

 
Gg
ପୋଲିସ ବାବୁଙ୍କ ପୁଅ ପାଲଟିଗଲା ସ୍ତ୍ରୀ ର ହ-ତ୍ୟା-କାରୀ। ନିଜ ସ୍ତ୍ରୀ କୁ ହିଁ ଆନାସ୍ଥେଶିଆ ଇଞ୍ଜେକସନ ଦେଇ ମାରିଦେଲା। ମୁହଁ ବନ୍ଦ କରି ହାତ ଗୋଡ଼ ଧରିଥିଲେ ସ୍ୱାମୀର ଦୁଇଜଣ ପ୍ରେମିକା। ଏହାପରେ ସ୍ତ୍ରୀ କୁ ଦିଆ ଯାଇଥିଲା ଆନାସ୍ଥେଶିଆ ର ହାଇ ଡୋଜ। ଏଭଳି ହ-ତ୍ୟା ହେଉଛି ଓଡିଶାରେ ପ୍ରଥମ ଓ ବିରଳ ଅଟେ। ପୂରା ଯୋଜନା ବଦ୍ଧ ଭାବରେ ହିଁ କରାଯାଇଛି ହ-ତ୍ୟା। ସ୍ତ୍ରୀ କୁ ରାସ୍ତା ରୁ ହଟାଇବା ପାଇଁ ସ୍ବାମୀ ଖଟାଇ ଥିଲା ଭିଲିଆନ ମୁଣ୍ଡ।
Vg
କେମିତି ଭାବରେ ସ୍ତ୍ରୀ କୁ ରାସ୍ତାରୁ ହଟାଇଲେ ଧରା ପଡ଼ିବ ନାହିଁ ସେନେଇ ସେ ଚିନ୍ତା କରିଥିଲା। ଫିଲ୍ମ୍ ଷ୍ଟାଇଲ ରେ ମାରିଦେଲା ସ୍ତ୍ରୀ କୁ ଆଉ ଏଥିରେ ସାଥ ଦେଇଥିଲେ ସ୍ୱାମୀର ଦୁଇ ଜଣ ପ୍ରେମିକା।ଆନାସ୍ଥେଶିଆ ର ହାଇ ଡୋଜ ଦେଇ ସ୍ତ୍ରୀ କୁ ସବୁଦିନ ପାଇଁ ଆରପାରି କୁ ପଠାଇ ଦେଇଥିଲେ। ପ୍ରେମ କରି ବାହା ହୋଇଥିଲେ ହେଲେ ଏବେ ସେହି ପ୍ରେମ ସବୁଦିନ ପାଇଁ ମରି ଯାଇଛି। ଯାହାକୁ ମଥାରେ ସିନ୍ଦୂର ଦେଇ ବାହା ହୋଇଥିଲେ,
Hh
ତାଙ୍କୁ ସବୁଦିନ ପାଇଁ ଆରପାରି କୁ ପଠାଇ ଦେଇଛି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ଭରତପୁର ଥାନା ଅଞ୍ଚଳରେ। ଅଭିଯୁକ୍ତ ସ୍ୱାମୀର ନାମ ହେଉଛି ପ୍ରଦ୍ୟୁମ୍ନ କୁମାର୍ ସେ ହେଉଛନ୍ତି ଜଣେ ପୋଲିସ ବାବୁଙ୍କ ପୁଅ। ଆଉ ଏହି ପୋଲିସ ବାବୁଙ୍କ ପୁଅ ଘଟାଇଛି ଏଭଳି ଭାବରେ ଏକ ନୃଶଂସ କାଣ୍ଡ।ଯାହାକୁ କି କେହି କେବେ ହେଲେ ମଧ୍ୟ ବିଶ୍ବାସ କରି ପାରିବେ ନାହିଁ। କାରଣ ସେ ନିଜ ସ୍ତ୍ରୀ କୁ ହିଁ ମାରି ଦେଇଛି।
ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ଯ ଏହାର ଖୁବ ଆଲୋଚନା କରୁଛନ୍ତି କି ଜଣେ ସ୍ବାମୀ କିଭଳି ନିଜ ପ୍ରେମିକା ସହ ମିଶି ନିଜ ସ୍ତ୍ରୀ କୁ ହିଁ ନିର୍ମମ ଭାବରେ ହ-ତ୍ୟା କରି ପାରିବ? ପୋଲିସ୍ ଏବେ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ସାରିଛି। ଆଉ ଏହି ଘଟଣାର ଜୋରଦାର ତଦନ୍ତ ମଧ୍ଯ ଆରମ୍ଭ କରି ସାରିଛି। ଉପଯୁକ୍ତ ତଦନ୍ତ ପରେ ହିଁ ଘଟଣାର ସତ୍ୟତା ଜଣା ପଡ଼ିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.