Movie prime

ପୋଲିସ ହାତରୁ ଖସି ହଠାତ୍...ମହିଳା ଡାକ୍ତରଙ୍କ ପାଖକୁ କାହିଁକି ଦୌଡିଲା ଅଭିଯୁକ୍ତ

 
Vv
ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଆପଣ ମାନେ ଅନେକ ଗୁଡ଼ିଏ ଘଟଣା ଦେଖିବାକୁ ପାଉଥିବେ। ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯାହା ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ। ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଚାରିଆଡ଼େ ଖୁବ ଗୁଣ୍ଡାରାଜ୍ ଚାଲିବା ରେ ଲାଗିଛି। ଯାହାକୁ ନେଇ ଏବେ ଭିଡିଓ ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି।
Gg
ସୋସିଆଲ ମିଡ଼ିଆ ରେ ଏଭଳି ଭିଡିଓ ଭାଇରାଲ୍ ହେବା ପରେ ଏବେ ଏହି ଘଟଣା କୁ ନେଇ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଙ୍କି ମାରିବାରେ ଲାଗିଛି। ବାସ୍ତବରେ ଯୁବକ ଜଣକ ଏଭଳି ବ୍ଯବହାର କଣ ପାଇଁ କରୁଛନ୍ତି ତାହା କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି।ସେମାନେ କେବଳ ଏନେଇ ସନ୍ଦେହ କରୁଛନ୍ତି ଅନେକ କଥା। ତେବେ ଏହି ଭିଡିଓ ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ।
Cf
ଭଦ୍ରକ ମେଡିକାଲ ରୁ ଏଭାକି ଏକ ଦୃଶ୍ୟ ଏବେ ସାମ୍ନା କୁ ଆସିଛି ଯାହାକୁ କି ଆପଣ ମାନେ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ଏହି ଘଟଣା କୁ ନେଇ ଡାକ୍ତରଖାନା ରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ। କାରଣ ଡାକ୍ତରଖାନା ଭିତରେ ସବୁ ରୋଗୀ ମାନେ ଥିବା ସମୟରେ ସେଠାରେ ଜଣେ ଯୁବକ ଠେଙ୍ଗା ଧରି ପହଞ୍ଚି ଯାଇଥିଲେ। ଆଉ ସେହି ଠେଙ୍ଗା ରେ ଯେମିତି ସେ ବାଡେଇବା ପାଇଁ ଅନାଇ ବସିଥିଲେ।
ସେଠାରେ ତାଙ୍କର ଅଙ୍ଗଭଙ୍ଗି ଆଉ ତାଙ୍କ ହାତରେ ଠେଙ୍ଗା ଦେଖି ଲୋକମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି କି ବାସ୍ତବରେ ଏଭଳି କଣ ପାଇଁ ହୋଇଥିଲା। ଏହି ଘଟଣା ସମ୍ପର୍କରେ ଲୋକମାନେ ଏବେ ମଧ୍ୟ ଖୁବ ଆଲୋଚନା କରୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି ଯୁବକ ଜଣକ ଏଭଳି କଣ ପାଇଁ କରିଥାଇ ପାରନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.