ବର୍ଣ୍ଣାଳିଙ୍କ ପାଇଁ ବଦଳିଗଲା ରାଜନୀତି ଦେଖନ୍ତୁ କଣ ଉଠିଲା ଚର୍ଚ୍ଚା
Sep 2, 2024, 20:14 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜଣେ କଣ୍ଠଶିଳ୍ପୀଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କୁ ଜାଣିଥିବେ । ଏହି କଣ୍ଠଶିଳ୍ପୀ ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ଏହି କଣ୍ଠଶିଳ୍ପୀ ଜଣକ କିଛି କଥା ଗଣମାଧ୍ୟମ ଆଗରେ କହିଛନ୍ତି ।
ତାଙ୍କୁ ପ୍ରଂଶସକମାନେ ବର୍ଣ୍ଣାଳୀ ଡାକିଲେ ଯେତିକି ଖୁସି ସେ ନ ହୁଅନ୍ତି ତାଙ୍କୁ ଯେତେବେଳେ ଓଡ଼ିଶାର ଝିଅ କୁହନ୍ତି ସେତେବେଳେ ସେ ଅଧିକ ଖୁସି ହୁଅନ୍ତି ।ଏହି କଣ୍ଠଶିଳ୍ପୀ ଜଣକ ଓଡ଼ିଶାକୁ ରି ପ୍ରେଜେଣ୍ଟ କରିଛନ୍ତି । ଏହି କଣ୍ଠଶିଳ୍ପୀଙ୍କ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜଣାପଡ଼ିବ । ଏହି କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଭୁବନେଶ୍ୱରରେ ରୁହନ୍ତି । ତାଙ୍କ ଘର ଭୁବନେଶ୍ୱର ଓଲ୍ଡ ଟାଉନରେ । ତାଙ୍କ ଘରେ ବାପା ମା ଆଉ ଛୋଟ ଭାଇ ଆଉ ସେ ରୁହନ୍ତି ।
ଏହି କଣ୍ଠଶିଳ୍ପୀ ଜଣକ ବହୁତ ସୁନ୍ଦର ଗୀତ ଗାଇଛନ୍ତି । ଭାରତ କା କଳସ ନାମକ ଶୋ ରେ ଏହି କଣ୍ଠଶିଳ୍ପୀ ଜଣକ ଗୀତ ଗାଇଥିଲେ । ଆଉ ସେ ବହୁତ ସୁନ୍ଦର ଗୀତ ଗାଇ ନିଜ ରାଜ୍ୟ ଓଡ଼ିଶାକୁ ରିପ୍ରେଜଣ୍ଟ କରିଥିଲେ । ସମସ୍ତେ ଯେତେବେଳେ ବର୍ଣ୍ଣାଳୀ ବର୍ଣ୍ଣାଳୀ କୁହନ୍ତି ସେତେବେଳେ ସେ ଖୁସି ହୁଅନ୍ତି ନାହିଁ ବରଂ ତାଙ୍କୁ ଯେତେବେଳେ ଓଡ଼ିଆ ଝିଅ ବୋଲି କୁହାଯାଇଥାଏ ସେତେବେଳେ ସେ ଖୁସି ହୁଅନ୍ତି । ସେ ମାଷ୍ଟର ଡିଗ୍ରୀ କରିଛନ୍ତି । ଆଉ ଏହାସହ ସେ ଗୀତ ମଧ୍ୟ ସେ ଗାଆନ୍ତି ।
ତାଙ୍କ ପଛରେ ତାଙ୍କ ବାବା ମାମାଙ୍କ ହାତ ଅଛି । ଏହାସହ ଏହି କଣ୍ଠଶିଳ୍ପୀ ଜଣକ ବହୁତ ସୁନ୍ଦର ସୁନ୍ଦର ଗୀତ ଗାଇଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଗୀତ ଶୁଣିପାରିବେ । ସେ ପାଠ ପଢିବାକୁ ବହୁତ ଭଲ ପାଆନ୍ତି । ଆଉ ସେ ଫ୍ରି ସମୟରେ ଭୂତ ବିଷୟରେ ପାଠ ପଢିବାକୁ ଚାହାନ୍ତି । ସେ ଭୂତ କଥା ମଧ୍ୟ କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଏଭଳି ଅନେକ କଥା ଏହି କଣ୍ଠଶିଳ୍ପୀ ଜଣକ କହିଛନ୍ତି । ଏହି କଣ୍ଠଶିଳ୍ପୀ ବର୍ଣ୍ଣାଳୀ ଅନେକ କଥା କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁ କଥା ଜାଣିପାରିବେ ।