Movie prime

ଡାକ ବିଭାଗରେ ଆସିଲା ନିଯୁକ୍ତି ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର ଏହିପରି ଭାବରେ କରନ୍ତୁ ଆବେଦନ ଯୋଗ୍ୟତା ୧୦ମ ପାସ

 
Bb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭାରତୀୟ ଡ଼ାକ ବିଭାଗର ନିଜ ଜିଲ୍ଲାରେ ଆସୁଛି ନିଯୁକ୍ତି। ବିନା ପରୀକ୍ଷାରେ ମିଳିବ ଚାକିରୀ। ଭାରତୀୟ ଡ଼ାକ ବିଭାଗରେ ଆସିଲା ନିଯୁକ୍ତି। ଏହି ଡ଼ାକ ବିଭାଗର ବ୍ରାଞ୍ଚ ପୋଷ୍ଟର ଦରମା ହେଉଛି ୧୨୦୦୦ ରୁ ୨୯୩୮୦ ପର୍ଯ୍ୟନ୍ତ ରହିଛି। ଆଉ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟରଙ୍କ ପାଇଁ ୧୦୦୦୦ ରୁ ୨୪୪୭୦ ଟଙ୍କା ରହିଛି। ବୟସ ୧୮ ରୁ ୪୦ ବର୍ଷ ଭିତରେ ହେଇଥିବା ଦରକାର। ଯଦି ଆପଣ ମାନେ ଖାଲି ଦଶମ ପାସ କରିଛନ୍ତି ତାହା ମଧ୍ୟ ଆବେଦନ କରିପାରିବେ। 
Bb
ଦଶମ ପାସ ସହିତ ଓଡିଆ ଭାଷା ମଧ୍ୟ ଜଣାଥିବା ଦରକାର। ଏବଂ କମ୍ପ୍ୟୁଟର ବିଷୟରେ ଜ୍ଞାନ ଥିବା ଦରକାର। ଡକମେଣ୍ଟ ଭେରିଫିକେସନ୍ ସମୟରେ ଏହିସବୁ ଡକମେଣ୍ଟ ଦରକାର। ତା'ସହିତ ସାଇକେଲ ଚଲେଇ ଶିଖିଥିବା ଦରକାର। ଆପଣ ମାନେ ଅନଲାଇନ୍ ମଧ୍ୟରେ ଅଫିସିଆଲ୍ ୱେବସାଇଡକୁ ଯାଇ ଆପ୍ଳାଏ ମଧ୍ୟ କରିପାରିବେ। କୌଣସି ପରୀକ୍ଷା ହେବ ନାହିଁ।କେବଳ ଦଶମ ମାର୍କ ଦେଖି ସିଲେକସନ୍ କରାଯିବ। 
Hh
ଆପଣ ଯଦି ଅନଲାଇନ ମାଧ୍ୟମରେ ଆବେଦନ କରୁଛନ୍ତି। ସବୁ ପୋଷ୍ଟ ପାଇଁ ଜେନେରାଲ ପୁଅ ମାନଙ୍କର ଆପ୍ଲିକେସନ୍ ଫି ୧୦୦ ଟଙ୍କା ରହିଛି। କିନ୍ତୁ ଝିଅ ପିଲାଙ୍କ ପାଇଁ ଏସି,ଏସଟି କିମ୍ବା ପିଡବ୍ଲୁଡି କଟାଗରୀର ଅଟନ୍ତି ତାହାଲେ ଆପଣଙ୍କୁ କୌଣସି ଆପ୍ଲିକେସନ୍ ଫି ଦେବାକୁ ପଡ଼ିବ ନାହିଁ। ୨୦୨୩ ମସିହାରେ ଟୋଟାଲ ୪୦,୮୮୯ଟି ପୋଷ୍ଟ ରହିଥିଲା। କିନ୍ତୁ ତା ଭିତରେ ଓଡ଼ିଶାର ପିଲା ମାନଙ୍କ ପାଇଁ ଥିଲା ୧୩୮୨ଟି ପୋଷ୍ଟ। 
ଆପ୍ଲିକେସନ ଆପ୍ଲାଏ କରିବାର ଆରମ୍ଭ ତାରିଖ ହେଉଛି ୨୭.୦୧.୨୩ ଆଉ ଶେଷ ତାରିଖ ହେଉଛି ୧୬.୦୨.୨୩। ପୁଣିଥରେ ୨୦୨୩ରେ ନୋଟିଫିକେସନ ଆସିଥିଲା। ଆପ୍ଲିକେସନ ଆପ୍ଲାଏ ତାରିଖ ଥିଲା ୦୩.୦୮.୨୩ ଆଉ ଶେଷ ତାରିଖ ଥିଲା ୨୩.୦୮.୨୩। ଦ୍ୱିତୀୟ ଥର ପାଇଁ ଯେଉଁ ନୋଟିଫିକେସନ ଆସିଥିଲା ସେଥିରେ ଟୋଟାଲ ୩୦୦୪୧ଟି ପୋଷ୍ଟ ଥିଲା। ଆଉ ଓଡ଼ିଆର ପିଲା ମାନଙ୍କ ପାଇଁ ଥିଲା ୧୨୭୯ଟି ପୋଷ୍ଟ।