Movie prime

ପ୍ରଥମ ଥର ଦେଖନ୍ତୁ କମେଡି କିଙ୍ଗ ନରି ପଣ୍ତା ଡାଙ୍ଗଙ୍କ ସପରିବାର ଖୋଲା କଥା...

 
Hg
ଯାତ୍ରା ଜଗତର ପ୍ରଖ୍ୟାତ ହାସ୍ୟ ଅଭିନେତା ନରି ପଣ୍ଡା ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ତାଙ୍କର ବଡ଼ ଝିଅଙ୍କ ନାମ ହେଉଛି ତପସ୍ଵିନୀ ପଣ୍ଡା ଆଉ ସାନ ଝିଅର ନାମ ହେଉଛି ସୀମା ପଣ୍ଡା। ଆଉ ନରି ପଣ୍ଡା ତାଙ୍କର ଦୁଇ ଝିଅଙ୍କୁ ତାଙ୍କର ଦୁଇଟା କଲିଜା ବୋଲି କହିଥିଲେ। ଆଉ ଏବେ ତାଙ୍କର ବଡ଼ ଝିଅର ଲଗ୍ନ ଧରା ହେଉଛି। ନରି ପଣ୍ଡା କହିଥିଲେ କି ତାଙ୍କ ପାଇଁ ସଂସ୍କାର ହେଉଛି ସବୁଠାରୁ ବଡ଼ କଥା।
Gg
ପୂର୍ବରୁ ଅନେକ ଅଭାବରେ ସେ ଥିଲେ ଆଉ ଏବେ ଭାଗବାନ ଙ୍କ ଆଶୀର୍ବାଦ ରୁ ଆଉ ଲୋକ ମାନଙ୍କ ଭଲ ପାଇବା ପାଇଁ ହିଁ ତାଙ୍କର ଅବସ୍ଥାରେ ପରିବର୍ତ୍ତନ ହୋଇଥିବା କଥା ସେ କହିଥିଲେ। ଭଦ୍ରକ ଜିଲାର ବଅନ୍ତ ରେ ତାଙ୍କର ଘର। ନରି ପଣ୍ଡା ଙ୍କ କଉଡ଼ି ଖେଳ ରେ ତାଙ୍କର ଅଭିନୟ ନରି ପଣ୍ଡା ଙ୍କ ସ୍ତ୍ରୀ ଙ୍କୁ ଖୁବ୍ ପସନ୍ଦ ବୋଲି ସେ କହିଥିଲେ। ସର୍ବାଧିକ କୋଣାର୍କ ଗଣନାଟ୍ୟ ରେ ନରି ପଣ୍ଡା ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି।
Ff
ତାଙ୍କର ପ୍ରଥମ ଯାତ୍ରା ପାର୍ଟି ର ନାମ ଥିଲା ସୁବର୍ଣ୍ଣରେଖା। ନରି ପଣ୍ଡା ଙ୍କ ଗୋଟେ ପୁଅ ମଧ୍ୟ ଅଛି ଯିଏକି ଏବେ ଇଞ୍ଜିନିୟରିଂ ପାଠ ପଢ଼ୁଥିବା କହିଥିଲେ। ସେ ଚାହାଁନ୍ତି ସବୁବେଳେ କି ସେ ଅଧିକ ପାଠ ପଢ଼ି ନାହାଁନ୍ତି। ହେଲେ ସେ ତାଙ୍କର ପିଲା ମାନଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଚାହାଁନ୍ତି। ଆଉ ସେଭଳି ହିଁ ଶିକ୍ଷିତ ଭାବରେ ସେ ପିଲା ମାନଙ୍କୁ ଗଢି ତୋଳିଛନ୍ତି। ନିଜ ପିଲା ମାନଙ୍କୁ ସେ କେବେ ହେଲେ ମଧ୍ୟ କଷ୍ଟରେ ରଖିବାକୁ ଚାହାଁନ୍ତି ନାହିଁ।
ଏଭଳି ନରି ପଣ୍ଡା ଅନେକ କଥା କହିଥିଲେ। ଆଉ ତାଙ୍କର ପରିବାର ଲୋକ ମଧ୍ଯ ଖୁବ୍ ଭଲ ସେମାନେ ମଧ୍ୟ ଖୁବ ଭଲ ଭାବରେ କଥା ହୋଇଥିଲେ। ଆପଣ ମାନେ ଏହି ସମ୍ପୂର୍ଣ୍ଣ ଭିଡିଓ ଟି ଦେଖିଲେ ହିଁ ଆପଣଙ୍କୁ ଖୁବ ଭଲ ଲାଗିବ। ଆଉ ଏହି ଭିଡ଼ିଓ ଦେଖି ସାରିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.