Movie prime

ପ୍ରେମିକା I Phone ପାଇଁ ଚୋରି କଲେ ଛାତ୍ର ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ପ୍ରେମିକା ପାଇଁ ଚୋର ସାଜିଛି ଜଣେ ପ୍ରେମିକ। ଘର ଘର ବୁଲି ରାତିରେ ଚୋରୀ କରୁଥିଲା ପ୍ରେମିକ। ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ପ୍ରେମିକ କରୁଥିଲା ଚୋରି। ଏମିତି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାଟି ସମସ୍ତେ ଶୁଣିବା ପରେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। 
Hh
କାରଣ ପ୍ରେମିକାକୁ ମହଙ୍ଗା ଗିଫ୍ଟ ଦେବା ପାଇଁ ଚୋରି କରୁଥିଲା ପ୍ରେମିକ। ତେବେ ପ୍ରେମିକ ଜଣଙ୍କ ହେଉଛନ୍ତି ଜଣେ ଆଇନ ଛାତ୍ର ଅଟନ୍ତି। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ଗୋମତୀନଗର ଅଞ୍ଚଳରେ। ଆଇନ ଛାତ୍ର ହୋଇ ବେଆଇନ ରାସ୍ତାରେ ପାଦ ଦେବା ଘଟଣାକୁ ବିଭିନ୍ନ ମହଲରେ ବର୍ତ୍ତମାନ ସମୟର ନିନ୍ଦା କରାଯାଉଛି। ପୋଲିସ ଅଭିଯୁକ୍ତ ପ୍ରେମିକକି ଗିରଫ କରିଛି। 
Bb
ଅଭିଯୁକ୍ତ ପ୍ରେମିକ ଜଣଙ୍କ ଉତ୍ତରପ୍ରଦେଶର ଜୟନ୍ଦପୁରର ବାସିନ୍ଦା ଅବଦୁଲ ହଲିମ୍ ବୋଲି ଜଣାପଡିଛି। ନିକଟରେ ଲକ୍ଷ୍ନୌର ଗୋମତୀ ନଗରର ସରିସ୍ ଚୋରୀ ଅଭିଯୋଗ ଆସିଥିଲା। ଘଟଣାର ତଦନ୍ତ ପରେ ଅବୁଦଲ ନାମକ ଅଭିଯୁକ୍ତକୁ ଧରିଥିଲା ପୋଲିସ। ସିସିଟିଭି ଫୁଟେଜ ବ୍ଯବହାର କରି ତାର ଗତିବିଧି ଉପରେ ନଜର ରଖାଯାଉଥିଲା। ଆଉ ତାକୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି। ଗିରଫ ହେବା ପରେ ଅବଦୁଲ ହଲିମ୍ ସବୁ ଗୁମର ଖୋଲି କହିଛି। 
ପ୍ରେମିକାକୁ ଅତ୍ୟଧିକ ମହଙ୍ଗା ଗିଫ୍ଟ ଦେବାକୁ ଯାଇ ପ୍ରେମିକ ଏଭଳି ଗିରଫ କରିଥିବା ସ୍ବୀକାର କରିଛି। ମାତ୍ର ଗୋଟିଏ ସପ୍ତାହ ଭିତରେ ସେହି ଅଞ୍ଚଳରେ ତିନୋଟି ଘରକୁ କରିଥିଲା ଟାର୍ଗେଟ। ଅବଦଲ କହିବା ଅନୁସାରେ, ପ୍ରେମିକାର ସପିଂ ମଲରେ ବୁଲିବା, ଆଇ ଫୋନ କିଣିବା, କ୍ଲବ ଯିବା ଆଉ ଫିଲ୍ମ୍ ଦେଖିବା ପାଇଁ ଇଚ୍ଛା ଥିଲା। ଆଉ ବାରମ୍ଵାର ଦାବି ମଧ୍ୟ ସେ କରୁଥିଲା। ଏହିସବୁ ଦାବିକୁ ପୂରଣ କରିବା ପାଇଁ ପ୍ରେମିକ ଚୋରି କରୁଥିଲା ବୋଲି ସେ ନିଜେ କହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.