Movie prime

ପ୍ରେମିକକୁ ଚାପିକି ଧରି ଗେଲ ହେଉଛି ସ୍ତ୍ରୀ କାନ୍ଦୁଛନ୍ତି ଦୁଇ ଛୁଆ ଓ ସ୍ବାମୀ ଆଉ ତାପରେ

 
Fg
ଆଜିକାଲି ଦୁନିଆରେ ପରକୀୟା ପ୍ରୀତି ପାଇଁ ଅନେକଙ୍କ ସଂସାର ଭାଙ୍ଗି ଯାଉଛି । ଅନେକ ଛୁଆ ହଇରାଣ ହେଉଛନ୍ତି । ଅନେକ ପରିବାର ଦୁଃଖ ଭୋଗ କରୁଛନ୍ତି । ଏବେ ଏଭଳି କିଛି ପରକୀୟା ପ୍ରୀତିକୁ ନେଇ ଆସିଛି କିଛି ଖବର । ସ୍ଵାମୀ ଆଉ ଛୁଆ ଥାଉ ଥାଉ ପ୍ରେମିକ ସହ ଫେରାର ହୋଇ ଯାଉଛନ୍ତି ମହିଳା । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଏହି ମହିଳା ଜଣଙ୍କୁ ଯାହାର ଦୁଇଟି ଛୁଆ ଅଛି ଆଉ ସେ ଦୁଇଟି ଛୁଆଙ୍କୁ ଛାଡି ପ୍ରେମିକ ସହ ସମ୍ପର୍କ ରଖୁଛି ।
G
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଦୁଇ ଛୁଆ ଥିବା ମାଆ ଆଉ ତାର ପ୍ରେମିକ ଜଣଙ୍କୁ ଦେଖିପାରିବେ । ଏହି ମହିଳାଙ୍କର ସ୍ଵାମୀ ଅଛି ଆଉ ୮ ବର୍ଷର ପୁଅ ଆଉ ୪ ବର୍ଷର ଝିଅ ମଧ୍ୟ ରହିଛି କିନ୍ତୁ ଏହି ମହିଳା ଜଣକ ସବୁ ଛାଡି ଅନ୍ୟ ଜଣେ ଯୁବକ ଜଣଙ୍କ ସହିତ ପ୍ରେମ କରି ଫେରାର ହୋଇ ଯାଇଛି । ଏହି ମହିଳା ଜଣକ ହେଉଛନ୍ତି ସୂର୍ଯ୍ୟ ପଲ୍ଲୀ । ସେ ୧୦ ବର୍ଷ ତଳେ ରାଜେନ୍ଦ୍ରଙ୍କୁ ବିବାହ କରିଥିଲେ । ଆଉ ତାଙ୍କର ସଂସାର ଭଲରେ ଚାଲିଥିଲା । କିନ୍ତୁ ଏବେ ଏଭଳି କିଛି ଘଟଣା ଘଟିଛି ।
Gg
ଏହି ମହିଳା ଦୁଇଟି ସନ୍ତାନ ଥିବା ପରେ ମଧ୍ଯ ପରପୁରୁଷ ପ୍ରେମରେ ପଡ଼ିଥିଲେ । ଆଉ ଏବେ ଏହି ପରପୁରୁଷ ଦିବାକର ସହ ସ୍ଵାମୀ ଏବଂ ଦୁଇଛୁଆଙ୍କୁ ଛାଡି ଫେରାର ହୋଇ ଯାଇଛନ୍ତି । ଏବେ ରାଜେନ୍ଦ୍ର କାନ୍ଦି କାନ୍ଦି କହୁଛି ସେହି ଦିବାକର ତାର ସ୍ତ୍ରୀକୁ ଉଠାଇ ନେଇ ଯାଇଛି ଆଉ ତାଙ୍କୁ ତାଙ୍କ ସ୍ତ୍ରୀ ଧୋକା ଦେଇଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆମ୍ବଡିହା ଗାଁରେ ଏହି ବିବାହିତା ମହିଳା ଗୁରୁବାର ଦିନ ନିଖୋଜ ହୋଇ ଯାଇଥିଲେ । ଆଉ ଶୁକ୍ରବାର ଦିନ ସେ ଥାନାରେ ଅଭିଯୋଗ କରିଥିଲେ ।
ଆଉ ଏହାପରେ ସ୍ଵାମୀ ଜଣକ ଜାଣି ପାରିଥିଲେ କି ତାଙ୍କ ସ୍ତ୍ରୀ ସେହି ଗାଁର ଯୁବକ ଦିବାକର ସହ ଯିଏ କି ତାଙ୍କ ପ୍ରେମିକ ଥିଲା ତାଙ୍କ ସହ ଫେରାର ହୋଇ ଯାଇଛି । ଏବେ ଏହି ଘଟଣାକୁ ନେଇ ଲୋକମାନେ ଅନେକ କଥା କହୁଛନ୍ତି । ଏହି ବ୍ୟକ୍ତି ଜଣକ ଏବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହି ମହିଳା ଜଣକର ସ୍ଵାମୀ ଆଉ ଦୁଇ ଛୁଆ ଥାଇ ସେ ଏଭଳି କାମ କରିବ ବୋଲି କେହି କେବେ ଭାବିନଥିଲେ । ଏବେ ଏହି ଦୁଇଜଣଙ୍କୁ ପୋଲିସ କେବେ ଧରୁଛି ଆଉ ତାଙ୍କୁ କି ଦଣ୍ଡ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

Around The Web