Movie prime

ପ୍ରେମିକକୁ ହ୍ବାଟସଆପରେ ଭିଡିଓ କଲ କରି ଦେଖାଉଥିଲା ହଠାତ୍ ସ୍ବାମୀ ସବୁ ଦେଖିଦେଲା ଆଉ ତାପରେ

 
Hh
ହେବାକୁ ଯାଉଥିବା ସ୍ତ୍ରୀ ଉପରେ ବାହାଘରର କିଛିଦିନ ପୂର୍ବରୁ କାର୍ ଚଢାଇଦେଲା ସ୍ୱାମୀ। ସୁନ୍ଦରୀ ପ୍ରେମିକା କୁ ଆଠ ବର୍ଷା ଧରି ପ୍ରେମ କରୁଥିଲା ଆଉ କିଛିଦିନ ପରେ ଗୀତାକୁ ବାହା ହେଇ ଘରକୁ ନେବାକୁ କଥା ଦେଇଥିଲା। ହେଲେ ବାହାଘର ପୂର୍ବରୁ ସୁନ୍ଦରୀ ପ୍ରେମିକାର ଦେହରୁ ମୁଣ୍ଡ କୁ ଅଲଗା କରି ଦେଇଥିଲା। ସେହି ପ୍ରେମିକାର ନାମ ହେଉଛି ଗୀତା ଶର୍ମା। ଯିଏକି ଗିରିଜା ନାମକ ଏକ ଯୁବକକୁ ଆଠ ବର୍ଷ ଧରି ପ୍ରେମ କରୁଥିଲା।
Gg
ଯିଏକି ଗିରିଜା କୁ ବିବାହ କରି ମଧ୍ୟ ଶାଶୁ ଘରକୁ ଯିବା ପାଇଁ ଯୋଜନା ମଧ୍ୟ କରିଥିଲା। ହେଲେ ହେବାକୁ ଯାଉଥିବା ସ୍ୱାମୀ ହିଁ ତାର ମୁଣ୍ଡ ଶରୀର ରୁ ପୂରା ଅଲଗା କରି ଦେଇଥିଲା। ଗୀତା କୁ ପ୍ରେମ କରି ଆସୁଥିବା ପ୍ରେମିକ ଗିରିଜା ଶଙ୍କର ଯିଏକି ଗୀତା ସହ ଲିଭ୍ ଇନ୍ ରେ ରହୁଥିଲା। ଯେଉଁ ହାତରେ ସେ ଗୀତା କୁ ଧରି ବାହା ହୋଇ ଘରକୁ ନେଇ ଥାଆନ୍ତା ସେହି ହାତରେ ହିଁ ସେ ଗୀତା କୁ ଜୀବନ ରୁ ମାରି ଦେଇଥିଲା।
Yy
ଏଭଳି କି ଦୁହିଁଙ୍କ ପ୍ରେମ ଏତେ ନିବିଡ ଥିଲା ଯେ ଦୁହିଁଙ୍କ ଭିତରେ ଶାରିରୀକ ସମ୍ପର୍କ ମଧ୍ୟ ଥିଲା। ଏଭଳି ଦୁଇଜଣ ମିଶି ରେଜିଷ୍ଟ୍ରି ମ୍ୟାରେଜ୍ ମଧ୍ୟ କରି ନେଇଥିଲେ। ଦୁଇ ଜଣଙ୍କ ଆରେଞ୍ଜ ମ୍ୟାରେଜ୍ ମଧ୍ୟ ହୋଇ ଥାଆନ୍ତା। ଗୀତା ଭିଡିଓ କଲ୍ ରେ ଅନ୍ୟ ଏକ ପୁଅ ସହ କଥା ହେଉଥିବା ବେଳେ ଗିରିଜା ଜାଣିବାକୁ ପାଇଥିଲା ଏହାକୁ ନେଇ ଅନେକ ଥର ଗିରିଜା ଗୀତା ସହ କଥା ମଧ୍ୟ ହୋଇଥିଲା। ଆଉ ତା ସହ ଅବୈଧ ସମ୍ପର୍କ ରଖିବା ପାଇଁ କହିଥିଲା ଯାହାକୁ ଗିରିଜା ସବୁ ଜାଣି ଦେଇଥିଲା।
ଗିରିଜା ଦିନେ ଗୀତା କୁ ଏକ ଶୁନଶାନ୍ ରାସ୍ତା ଆଡ଼କୁ ନେଇ ଯାଇଥିଲା। ଏହାପରେ ଗୀତା କୁ ଗାଡ଼ି ରୁ ଓହ୍ଲାଇ ଯିବାକୁ କହି ଗାଡ଼ି ପାର୍କିଂ କରିବ ବୋଲି ଗିରିଜା କହିଥିଲା। ଏହାପରେ ନିଜର ଆଠ ବର୍ଷ ର ପ୍ରେମିକା ଓ ହେବାକୁ ଯାଉଥିବା ସ୍ତ୍ରୀ ଉପରେ ଗିରିଜା ଗାଡ଼ି ପଢ଼ାଇ ଦେଇଥିଲା ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏବେ ଗିରିଜା କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.