Movie prime

ପୁଣି ଧର୍ମଶାଳାରେ ଭାସିଲା ର-କ୍ତ ମୋ ସ୍ତ୍ରୀର ଶାଢ଼ୀ ଖୋଲି ହାଣିଲା ଅଟକାଇବାରୁ ୪ ମୁଣ୍ଡ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । କିଛିଦିନ ପରେ ପୁଣି ଅଶାନ୍ତ ହୋଇ ପଡ଼ିଛି ଯାଜପୁର ଜିଲ୍ଲା ଧର୍ମଶାଳା । ଧର୍ମଶାଳା ଅଞ୍ଚଳର ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏବେ ଏହି ଖବର ଆପଣଙ୍କ ସାମ୍ନାକୁ ଆସୁଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ସ୍ତ୍ରୀ ଜଣଙ୍କ ସହ ପରିବାରର ଲୋକ ମଧ୍ୟରେ ଝଗଡ଼ା ହୋଇଥାଏ କିନ୍ତୁ ଏହି ଝଗଡ଼ା ଏତେ ବଡ ରୂପ ନେଇଥାଏ ଯାହା ଶୁଣିଲେ ମନରେ ଅନେକ ଭାବନା ଆସିବ । 
Hh
ସ୍ଵାମୀ ଜଣକ ଘରେ ନଥିଲେ । ଆଉ ଏହି ଝଗଡ଼ା ବିରାଟ ରୂପ ନେଇଥିଲା । ସ୍ଵାମୀ ନଥିବାର ସୁଯୋଗ ନେଇ ସ୍ତ୍ରୀକୁ ଘୋଷାରି ଘୋଷାରି ନେଇ ପିଟି ଦେଇଛନ୍ତି । ଘରର ଲୋକମାନେ ସ୍ତ୍ରୀକୁ ମାରଧର କରିଛନ୍ତି । ଲୋକମାନେ ତାଙ୍କୁ ଛଡ଼ାଇବାକୁ ଆସିଥିଲେ କିନ୍ତୁ ସିଏ କାହା କଥା ମାନି ନଥିଲେ । ସ୍ଵାମୀ ଜଣକ ଘରେ ନଥିବାରୁ ଏଭଳି ସ୍ତ୍ରୀକୁ ମାରଧର କରିଥିଲେ । ଅମାନୁଷିକ ଭାବରେ ତାଙ୍କୁ ମାଡ ମାରିଥିଲେ । ତାଙ୍କ ପେଟ, ପିଠି, ବେକ, ମୁଣ୍ଡ କୌଣସି ସ୍ଥାନ ବି ଛାଡି ନଥିଲେ ଏହି ବ୍ୟକ୍ତି ଜଣକ । 
Gg
ସ୍ଵାମୀ ଜଣକ ନଥିବା ବେଳେ ଏଭଳି ନିଜ ସ୍ତ୍ରୀକୁ ମାଡ ମାରୁଥିଲେ ଲୋକମାନେ ବୋଲି ଖବର ଆସିଛି । ସ୍ତ୍ରୀ ଜଣଙ୍କର ସବୁ ସ୍ଥାନକୁ ହାଣି ପକେଇଲେ ଲୋକ ଜଣକ । ସ୍ତ୍ରୀକୁ ଫାଉଡାରେ ମାରି ପକେଇଲେ ।ଏବେ ଏହି ମହିଳା ଜଣକ ଗୁରୁତର ଅଛନ୍ତି । ଏହି ସ୍ଵାମୀ ଜଣକ ସ୍ତ୍ରୀ ଠାରୁ ତାର ମୋବାଇଲ ନେଇ ଯାଇଥିଲେ ଆଉ ତାଙ୍କୁ ମାଡ ମାରିଥିଲେ । ଦାଣ୍ଡରେ ଘୋଷାଡି ତାଙ୍କୁ ପିଟିଛନ୍ତି ସ୍ଵାମୀ ଜଣକ । ଏବେ ସ୍ଵାମୀ ଜଣକ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । 
ଏବେ ଏହି ସ୍ତ୍ରୀ ଜଣଙ୍କର ଭାଇଙ୍କୁ ଏହି ଘଟଣା ବିଷୟରେ କୁହାଯାଇଛି । ଲଙ୍ଗଳା କରି ମାରି ଦେଇଛନ୍ତି ଲୋକମାନେ । ଏବେ ସ୍ତ୍ରୀ ଜଣକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କର ଚିକିତ୍ସା କରାଯାଉଛି । ଏବେ ରକ୍ତରେ ଭାସିଛି ପୁରା ପରିବାର । ମହିଳାଙ୍କ ଅବସ୍ଥା ଗୁରୁତର ଅଛି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।ଏହି ଘଟଣାକୁ ନେଇ ଏବେ ପୋଲିସ ତଦନ୍ତ କରୁଛି ଆଉ ନ୍ୟାୟ ମିଳିବ ବୋଲି ଆଶା କରାଯାଇଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.