Movie prime

ପୂର୍ବତନ ବିଧାୟକ ଧମକ ଦେଇ.... ମୋତେ ଲୋକ ଲଗେଇ ପିଟିଲେ...!

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆ ରେ ଆଉ ଗୋଟେ ଭିଡିଓ ଖୁବ ଜୋରେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କାରଣ ଏହି ଭିଡିଓ ରେ ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ମାଡ଼ି ବସି ଧରି ଥିବାର ଦେଖିବାକୁ ମିଳିଛି ଯେଉଁଥିରେ କି ମହିଳା ଜଣକ କହିଛନ୍ତି ଦେଖନ୍ତୁ କେମିତି ଖାତା ଛଡେଇ ନେଇ ଯାଉଛି।୫୦ ହଜାର ଟଙ୍କା କିଏ ନେଇଛି କିଏ ଖାଇଛି ସବୁ ବାହାରିବ।
Te
ଏଥି ସହ କେଉଁ ପଇସା କିଏ କାହାକୁ ଦେଇଛି ଏସବୁ ମଧ୍ୟ ସବୁ ବାହାରିବ। ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଜଣେ ମହିଳା କହିଛନ୍ତି କି ଏହି ଘଟଣାରେ ମୁଖ୍ୟ ହେଉଛନ୍ତି ପ୍ରଭାତ ତ୍ରିପାଠୀ ସେ ହିଁ ତାଙ୍କୁ ଧମକ ଦେଇଥିଲେ। ତାଙ୍କୁ ପ୍ରଭାତ ତ୍ରିପାଠୀ କହିଥିଲେ କି ସେ ଯାହା କହୁଛନ୍ତି ମହିଳା ଜଣକ ତାହା କରିବାକୁ ବାଧ୍ୟ ବୋଲି। ଆଉ ମହିଳା ଜଣକୁ ମଧ୍ୟ ଖୁବ ମାଡ଼ ମରା ଯାଇ ତାଙ୍କଠାରୁ ମହାସଂଘ ର ଖାତା ଛଡ଼ାଇ ନିଆ ଯାଇଛି।
Vv
ମହିଳା ଜଣକ ଏକଥା କାନ୍ଦି କାନ୍ଦି କହିଥିଲେ। ଆଉ ଏବେ ସେ ଏହା ଚାହୁଁଛନ୍ତି କି ତାଙ୍କୁ କେମିତି ନ୍ୟାୟ ମିଳୁ। ପ୍ରଭାତ ତ୍ରିପାଠୀ ଙ୍କ ନାମ ମଧ୍ୟ ସେ ଅଭିଯୋଗରେ ଲେଖିଛନ୍ତି। ମାଡ଼ ମାରିଥିବା ଘଟଣା ନେଇ ଅଭିଯୋଗ ଦେବା ସହ ପୁର୍ବରୁ ମଧ୍ୟ ତାଙ୍କ ସହ ଏଭଳି ହୋଇଥିଲା ବୋଲି ମହିଳା ଜଣକ ଏନେଇ ଅଭିଯୋଗ କରିଥିଲେ। ଗତକାଲି ସେ ଥାନା ରେ ଏଫଆଇଆର୍ ଦେବାରୁ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ମିଳିଛି।
ମହିଳା ଜଣକ କହିଥିଲେ କି ସେ ଆଉ କିଛି କରି ପାରିବେ ନାହିଁ କାରଣ ସେ ହେଉଛନ୍ତି ଜଣେ ନିରୀହ ଲୋକ। ସେ ନ୍ୟାୟ ଚାହୁଁଛନ୍ତି। ତାଙ୍କୁ ବ୍ଲକ ସମ୍ମୁଖରେ ମାଡ଼ ମାରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ ଟଙ୍କା ଛଡ଼ାଇ ନେଇ ଚାଲି ଯାଇଥିଲେ। ଏନେଇ ବାଙ୍କି ଥାନାରେ ମହିଳା ଜଣକ ଅଭିଯୋଗ କରିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.