Movie prime

ପୁଷ୍ପା ରାଜ କୁ ଝୁକେଇ ଦେଲା ପୋଲିସ : ମହିଳା ମୃ-ତ୍ୟୁ ମାମଲା ରେ କଲା ଗି-ରଫ.... !

 
Bb
ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚି ଯାଇଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର ହେଉଛି ଗିରଫ ହୋଇଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ହଲରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନ ଙ୍କୁ ଗିରଫ କରାଯାଇଛି। ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପୁଷ୍ପା-୨ କୁ ନେଇ ସାରା ଦେଶ ବ୍ୟାପି ଏବେ କ୍ରେଜ୍ ଦେଖିବାକୁ ମିଳିଛି।
Vv
ପୁଷ୍ପା-୨ ର ଆଇକନିକ ଷ୍ଟାର ହେଉଛନ୍ତି ଅଲ୍ଲୁ ଅର୍ଜୁନ। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ଏହି ଖବର ଶୁଣିବା ପରେ ସତେ ଯେମିତି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।ପୁଷ୍ପା-୨ କୁ ଦେଖିବା ପାଇଁ ଫିଲ୍ମ୍ ହଲ୍ ରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଆଉ ଏବେ ମଧ୍ୟ ସିନେମା ହଲ ରେ ଅନେକ ଭିଡ଼ ମଧ୍ୟ ଲାଗି ରହିଛି। ସେଥିପାଇଁ ଲୋକମାନେ ଦଳା ଚକଡା଼ ହୋଇଥିଲେ।
Tt
ଏବେ ଅଲ୍ଲୁ ଅର୍ଜୁନ ଙ୍କୁ ପୋଲିସ ଗିରଫ କରି ନେଇ ଯାଇଛି। ଯେତେବେଳେ ଫିଲ୍ମ ରିଲିଜ ହୋଇଥିଲା ଆଉ ଫିଲ୍ମ ର ପ୍ରୀମୀୟର ରେ ଅଲ୍ଲୁ ଅର୍ଜୁନ ଆସିଥିଲେ।ସେଠାରେ ତାଙ୍କୁ ଦେଖିବା ପାଇଁ ନାହିଁ ନଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଦର୍ଶକ ଏବଂ ଅଲ୍ଲୁ ଅର୍ଜୁନ ଙ୍କ ଫ୍ୟାନ ଏକାଠି ହୋଇଥିଲେ। ଆଉ ସେଠାରେ ଫ୍ୟାନ ଆଉ ଦର୍ଶକ ଦୁହିଁଙ୍କ ମଧ୍ୟରେ ଖୁବ ଜୋରେ ଦଳା ଚକଟା ମଧ୍ୟ ହୋଇଥିଲା।
ଏହି ଦଳା ଚକଟାରେ ୩୪ ବର୍ଷୀୟ ଜଣେ ମହିଳାଙ୍କ ମୃ-ତ୍ୟୁ ହୋଇଥିଲା। ଏଥିରେ ଛୋଟ ଛୁଆ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଆଉ କେତେକ ଲୋକମାନେ ମଧ୍ୟ ଆହତ ହୋଇଥିଲେ। ପୁର୍ବରୁ ଏହି ମାମଲାରେ ଅଲ୍ଲୁ ଅର୍ଜୁନ ଙ୍କ ସହ ଥିଏଟର ନାମରେ ମଧ୍ୟ ଏକ ମାମଲା ଦାୟର କରାଯାଇ ଥିଲା। ଏହାର ଏବେ ଆକ୍ସନ ନେଇଛି ପୋଲିସ ଅଲ୍ଲୁ ଅର୍ଜୁନ କୁ ଏବେ ଗିରଫ କରି ନେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.