Movie prime

ଖୁବ୍ ଶୀଘ୍ର ବାହା ହେଇପାରନ୍ତି ରାହୁଲ ଗାନ୍ଧୀ ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଖବର

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ବାହା ହେବାକୁ ମନ ବଳାଇଛନ୍ତି ରାହୁଲ ଗାନ୍ଧୀ। ଯିଏ କହୁଥିଲେ କେବେ ବାହା ହେବେନି ବୋଲି ଏବେ ସେ କହୁଛନ୍ତି। ବହୁତ ଜଲଦି ବାହା ହୋଇଯିବେ ରାଜନୀତି ଏବେ ପଛରେ ଥାଉ। ବାହା ହେବା ପରେ ଯାଇ ରାଜନୀତି କରିବି। 
ଏମିତି କିଛି ନିଜେ ରାହୁଲ ଗାନ୍ଧି କହିଛନ୍ତି। ଯାହାଙ୍କର ଏମିତି ଉତ୍ତର ଶୁଣି ପୁରା ଭାରତ ଏବେ ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇଯାଇଛନ୍ତି। ମୋଷ୍ଟ ହାଣ୍ଡସମ ଜେଣ୍ଟେଲ ମ୍ୟାନ୍ ସହ ଜଣେ ବ୍ୟାଚଲର ରାଜନେତା ହେଉଛନ୍ତି ରାହୁଲ ଗାନ୍ଧି।
Gg
ତେବେ ବନ୍ଧୁଗଣ କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ସୋମବାର ରାଇବରେଲିରେ ପହଂଚି ଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କ ଅତୁଟ ଭଲ ପାଇବା ଓ ସହଯୋଗ ପାଇଁ ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀଙ୍କୁ ମଞ୍ଚ ଉପରକୁ ଡାକି ତାଙ୍କୁ ସ୍ନେହ କରିଥିଲେ। 
ଏବଂ ସହଯୋଗ ପାଇଁ ସେ ପ୍ରିୟଙ୍କାଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ସେଠି ଜନସଭାରେ ଲୋକଙ୍କୁ ସମ୍ବୋଧନ କରିବା ସମୟରେ ଲୋକେ ତାଙ୍କୁ ବିବାହ କେବେ କରିବେ ବୋଲି ପଚାରିଥିଲେ।
ଏଥିରେ ରାହୁଲ ମୁଚୁକି ହସି ଦେଇ ମଜାଦାର ଉତ୍ତର ଦେଇଥିଲେ। ଆଉ କହିଥିଲେ - ଏବେ ଜଲଦି ହେଇଯିବି। ଏହାପରେ ସମସ୍ତେ ହସିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.