Movie prime

ରାଣ୍ଡିପୁଅ ଅନନ୍ତା ନାଆଁ କୁ ନେଇ ତାତିଲେ ସୁର...ଆରେ ଏତେ ଯଦି ବାଧୁଚି ତାହାଲେ ବିଧବା ପୁଅ ଅନନ୍ତା କରିଦିଅ

 
Fg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ଯାହା ଓଲିଉଡ ଜଗତକୁ ନେଇ ଆସିଛି ତାହା ଜାଣିପାରିବେ । ଆପଣମାନେ ସମସ୍ତେ ତ କଂଗ୍ରେସ ଦଳର ପୂର୍ବତନ ବିଧାୟକ ସୁର ରାଉତରାୟଙ୍କୁ ଜାଣିଥିବେ । ଏହି ନେତା ଜଣକ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହି ବିଧାୟକ ଜଣକ ସବୁବେଳେ କିଛି କଥା କହି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।
Hg
ଏବେ ଓଲିଉଡ ଜଗତରେ ଚାଲିଥିବା ଘଟଣା ବିଷୟରେ ତ ଆପଣମାନେ ଜାଣିଥିବେ । ଓଲିଉଡ ଜଗତର ଅଭିନେତା ମନୋଜ ମିଶ୍ର ଅନେକ କିଛି କଥା କହୁଛନ୍ତି । ସେ ତାଙ୍କ କଥାକୁ ନେଇ ଏବେ ଚର୍ଚ୍ଚାରେ ଆସିବା ସହ ତାଙ୍କୁ ନେଇ ମଧ୍ୟ କିଛି ଖବର ଆସିଛି । ଏହି ଅଭିନେତା ଜଣକ ଓଲିଉଡ ଜଗତର ଫିଲ୍ମ ବିଷୟରେ ଅନେକ କିଛି ମନ୍ତବ୍ୟ ଦେଇଛନ୍ତି । ଆଉ ଏବେ ମନୋଜ ମିଶ୍ର ଏବଂ ଆଉ କିଛି ବିଷୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ କିଛି କଥା କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Tg
ଏହି ଭିଡିଓରେ ରାଣ୍ଡିପୁଅ ଅନନ୍ତା ବିଷୟରେ କିଛି କଥା ଜାଣିପାରିବେ । ମନୋଜ ମିଶ୍ରଙ୍କୁ କେହି ଜଣେ ଫିଲ୍ମ ନିର୍ଦ୍ଦେଶକ ରାଣ୍ଡିପୁଅ ଅନନ୍ତା ବୋଲି କହିଥିଲେ । ଆଉ ସେହି ବିଷୟରେ ମଧ୍ୟ ସୁର ରାଉତରାୟ କହିଛନ୍ତି, ସେ କହିଛନ୍ତି ରାଣ୍ଡିପୁଅ ଅନନ୍ତା ହେଉଛି ଭଲ ଭାଷା । ଯଦି ଏହି ଭାଷା କାହାକୁ ଖରାପ ଲାଗୁଛି ତାହେଲେ ସେ ଏହି ରାଣ୍ଡିପୁଅ ଅନନ୍ତା କାଟି ବିଧବା ପୁଅ କରିଦେଉ । ଏବେ ରାଣ୍ଡିପୁଅ ଅନନ୍ତା ନକହି ବିଧବା ପୁଅ ଅନନ୍ତା ବୋଲି କୁହାଯିବ । ସୁର ରାଉତରାୟଙ୍କୁ ଅଭିନେତା ମନୋଜ ମିଶ୍ର କଲ କରିଥିଲେ ।
ଆଉ ଗତକାଲି ତାଙ୍କୁ ଫୋନ୍ କରିଥିଲେ ବୋଲି ସୁର ରାଉତରାୟ କହୁଛନ୍ତି । ବ୍ୟାସକବି ଫକୀର ମୋହନ ସେନାପତି ଭଳି ଲେଖକଙ୍କୁ ଅଭିନେତା ମନୋଜ ମିଶ୍ର କିଛି କହି ନାହାଁନ୍ତି ଆଉ ସେ ତାଙ୍କୁ ଏଭଳି କେବେବି କହିପାରିବେ ନାହିଁ । ଆଉ ତାଙ୍କ ବିଷୟରେ ସବୁ ଭୁଲ କଥା କହିଛନ୍ତି । ଏଥିପାଇଁ ଅଭିନେତା ମନୋଜ ମିଶ୍ର ତାଙ୍କୁ ଭୁଲ ମାଗିଛନ୍ତି ବୋଲି ସୁର ରାଉତରାୟ କହିଛନ୍ତି । ଆଉ ଏମିତି ସବୁ କାମ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ରାଣ୍ଡିପୁଅ ଅନନ୍ତା ବୋଲି କୁହାଯାଉଛି ଆଉ ଏହା ଠିକ୍ ବୋଲି ସେ କହିଛନ୍ତି ।

Around The Web