ରାଣୀର ବିପଦ ସମୟରେ ଠିଆ ହେବାକୁ କେହି ନାହାନ୍ତି
Jan 25, 2025, 12:41 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିଥିବେ । ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ସେ ସବୁବେଳେ ଲୋକମାନଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି । ଆଉ ତାଙ୍କର ସ୍ବାସ୍ଥ୍ୟ ଏବଂ ତାଙ୍କୁ ନେଇ ଜଣେ ସମାଜସେବୀ କିଛି କଥା କହିଛନ୍ତି । ସେ କହିଛନ୍ତି, ରାଣୀ ପଣ୍ଡାଙ୍କ ଆଖି ଫୁଲି ଯାଇଛି ଆଉ ସେ ଏହା ଦେଖି ବହୁତ ଦୁଃଖ ଅନୁଭବ କରିଛନ୍ତି ।

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଦେହ ଭଲ ନଥିବାରୁ ତାଙ୍କ ଆଖି ଫୁଲି ଯାଇଛି । ଆଉ ଏହି ଖବର ବିଷୟରେ ଅଭିନେତ୍ରୀ ଏକ ଭିଡିଓ କରିଥିବାରୁ ଆପଣମାନେ ଜାଣି ପାରିଥିବେ । ଏବେ ଏହି ସମାଜସେବୀ ଜଣକ କହିଛନ୍ତି ଯିଏ ଦୁଃଖିରଙ୍କିଙ୍କ ସେବା କରୁଛି ତା ସେବା କରିବା ପାଇଁ କେହି ନାହାଁନ୍ତି । ଆଜିକାଲି ଦୁନିଆରେ ଭଲ କରିଲେ ଭେଲ ହୋଇଥାଏ । ରାଣୀ ପଣ୍ଡା କଣ ସବୁ ଲୋକଙ୍କ ପାଇଁ କରିଛନ୍ତି ତାହା ଆପଣମାନେ ତ ଜାଣିଥିବେ । ରାଣୀ ପଣ୍ଡା ଜଣେ ଭଲ କଳାକାର, ଜଣେ ସମାଜସେବୀ ଅଟନ୍ତି ।

ଯେଉଁ ସ୍ଥାନରେ ସରକାର ଯାଇ ପହଞ୍ଚି ନଥିବ ସେହି ସ୍ଥାନରେ ଅଭିନେତ୍ରୀ ରାଣୀ ପଣ୍ଡା ପହଞ୍ଚି ଯାଇଛନ୍ତି । ଯେଉଁ ସ୍ଥାନରେ ସରକାର ଲୋକଙ୍କୁ ସାହାଯ୍ୟ କରି ପାରିନଥିବେ ସେହି ସ୍ଥାନରେ ଏହି ଅଭିନେତ୍ରୀ ଜଣକ ପହଞ୍ଚି ଯାଇଛନ୍ତି । ଏହି ଅଭିନେତ୍ରୀଙ୍କ ପାଖରେ ସମାଜସେବା କରିବାର ଗୁଣ ଥିଲା ଆଉ ସେ ଏହା କରିଛନ୍ତି । ଏହି ଅଭିନେତ୍ରୀ ଜଣକର ଆଖି ଏବେ ଫୁଲି ଯାଇଛି । ସେ ମେଡିକାଲ ଯାଇ ତାଙ୍କର ଚିକିତ୍ସା କରାଇଥିଲେ । ଏହି ସମାଜସେବୀ ଜଣକ ହ୍ୱାଟସ୍ଅପରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ମେସେଜ କରିଥିଲେ । ଆଉ ସେ ତାଙ୍କୁ ନମସ୍କାର ମଧ୍ୟ କହିଥିଲେ ।
ଯିଏ ସବୁବେଳେ ଗରିବ ଏବଂ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇ ଥାଆନ୍ତି ସେ ଆଜି ଏଭଳି ଅବସ୍ଥାରେ ଅଛନ୍ତି ଆଉ ତାଙ୍କ ପାଖରେ କେହି ନାହାଁନ୍ତି । ଏହି ଅଭିନେତ୍ରୀ ଜଣକ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଅଭିନେତ୍ରୀ ଜଣକର ସ୍ବାସ୍ଥ୍ୟ ଏବେ ଭଲ ଅଛି । ଦୁନିଆ ଏତେ ବଡ ବେଇମାନ ଅଟେ ଯିଏ ସାହାଯ୍ୟ କରିଥାଏ ସେ ଏହା ଭୁଲି ଯାଇଥାଏ । ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ତାଙ୍କ ଟଙ୍କା ଲୋକମାନଙ୍କୁ ସାହାଯ୍ୟ କରିବାରେ ଖର୍ଚ୍ଚ କରନ୍ତି । ତାଙ୍କ ଦେହ ଶୀଘ୍ର ଭଲ ହେଇଯାଉ ବୋଲି ଏବେ ସମାଜସେବୀ କହିଛନ୍ତି । ଏହି ସମାଜସେବୀ ତାଙ୍କର ମଙ୍ଗଳ କାମନା କରିଛନ୍ତି ।