Movie prime

ରାସ୍ତା ମଝିରେ କାନ୍ଦି କାନ୍ଦି ଏମିତି କହୁଛି ମାଆ ମୋ ପୁଅକୁ କିଏ ଫେରେଇ ଦିଅ...!

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ସବୁବେଳେ ମାଆ ଚାହିଁଥାଏ କି ତାର ଛୁଆ ସବୁବେଳେ ଭଲରେ ରହିଥାଉ । ଆଉ ଛୁଆ ବଡ ହେଉ ବା ଛୋଟ ହେଉ ସବୁବେଳେ ମାଆ ତାକୁ ଅଧିକ ପ୍ରେମ କରିଥାଏ । ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ମାଆ ରାସ୍ତାରେ କାନ୍ଦୁଛି । ଏହି ମାଆ ଜଣକ ରାସ୍ତାରେ କାନ୍ଦିବାର କାରଣ ହେଉଛି ତାର ପୁଅ ଆଉ ଏହି ଦୁନିଆରେ ନାହିଁ । ଟ୍ରକ ଚକା ତଳେ ପୁଅ ଚାପି ହୋଇଯାଇଛି ।
Vv
ଏବେ ମଝି ରାସ୍ତାରେ ମୁଣ୍ଡ ପିଟି କାନ୍ଦୁଛି ମାଆ ।ଆଉ କହୁଛି ତାର ପୁଅକୁ ଫେରାଇ ଆଣ । ମାଆ କହୁଛି ତାର ପୁଅର କଣ ହେଲା ଆଉ ତାର ପୁଅକୁ ବଞ୍ଚାଇ ଦିଅ । ମାଆ ଜଣକ ରାସ୍ତାରେ କାନ୍ଦି କାନ୍ଦି ଏଭଳି ସବୁ କହୁଥିଲେ । ପୁଅର ଜୀବନ ମାଆର ଆଖି ଆଗରେ ଚାଲିଗଲା । ସବୁଦିନ ପାଇଁ ପୁଅ ଆଜି ଆଖି ବୁଜି ଦେଇଛି । ସ୍କୁଟିର ପଛ ପଟେ ପୁଅ ବସିଥିଲା । ଆଉ ସେମାନେ ରାସ୍ତାରେ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିଲା । ରାସ୍ତାରେ ଯାଉଥିବା ବେଳେ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା ।
Gg
ପଥର ବୋଝେଇ ଟ୍ରକ ଏହି ସ୍କୁଟିକୁ ଧକ୍କା ଦେଇଥିଲା । ଆଉ ତାପରେ ଦୁନିଆ ଦେଖି ନଥିବା ଏହି ୭ ବର୍ଷର ଛୁଆ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । ଏହି କୁନି ଛୁଆ ଯିଏ ଦୁନିଆ କଣ ଜାଣିନାହିଁ ସେ ଆଉ ଏହି ଦୁନିଆରେ ନାହିଁ । ପୁଅର ରକ୍ତରେ ପୁରା ରାସ୍ତା ଭିଜି ଯାଇଛି । ଏହି ମାଆ ଜଣକ କିଭଳି ବା ସହି ପାରିବ । ପୁଅର ଏଭଳି ଅବସ୍ଥା ଦେଖି କେଉଁ ମାଆ ବା ସହିପାରିବ । ପୁଅ ଜଣଙ୍କର ମୃତଦେହ ଦେଖି କେମିତି ସହିପାରିବ ମାଆ । ଏଭଳି ଏକ ହୃଦୟ ବିଦାରକ ଘଟଣା ୪୯ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି । 
୪୯ ନମ୍ବର ଜାତୀୟ ରାଜପଥ ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ । ମାଆ ପୁଅ ସ୍କୁଟିରେ ଯାଉଥିବା ବେଳେ ଏକ ପଥର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଆଉ ଏହି ଟ୍ରକ ଧକ୍କା ଦେବା ପରେ ଏଭଳି ଘଟଣା ଘଟିଥିଲା । ଏହି ପଥର ବୋଝେଇ ଟ୍ରକ୍ ପଛ ପଟୁ ଧକ୍କା ଦେବା ପରେ ପୁଅଟି ଛିଟିକି ପଡ଼ିଥିଲା । ପୁଅ ଛିଟିକି ଟ୍ରକ ଚକା ତଳେ ପଡି ଯାଇଥିଲା । ଆଉ ଘଟଣା ସ୍ଥଳରେ ହିଁ ପୁଅର ଜୀବନ ଚାଲି ଯାଇଥିଲା । ଆଉ ଏବେ ପୋଲିସ ଏହି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଅନେକ କିଛି ଖବର ଆସିବ । ମାଆ ପୁଅ ଦୁଇଜଣ ବିଶୋଇ ଅଞ୍ଚଳର ବୋଲି ଜଣାପଡିଛି ।

Around The Web