Movie prime

ରତନ ଟାଟାଙ୍କ ପରେ ଏହି ପିଲା ହେବାକୁ ଯାଉଛି ଟାଟା ଗ୍ରୁପ୍ ର ମାଲିକ...!

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ରତନ ଟାଟା ଙ୍କୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତାଙ୍କ ଭଳି ଅମୂଲ୍ୟ ରତ୍ନ ର ବିୟୋଗ କୁ ଲୋକମାନେ ସହଜରେ ମଧ୍ୟ ଗ୍ରହଣ କରି ପାରୁ ନାହାଁନ୍ତି। ତାଙ୍କର ତାଙ୍କର ବ୍ଯବହାର ଓ ସ୍ଵଭାବ ସମସ୍ତଙ୍କ ଠାରୁ ବେଶ ନିଆରା ଥିଲା। ଆଉ ଏବେ ତାଙ୍କର ସୋସିଆଲ ମିଡ଼ିଆ ରେ ଅନେକ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାର କି ଉତ୍ତର ଏବେ ଲୋକମାନେ ଜାଣିବାକୁ ଚାହୁଁଛନ୍ତି।
Vv
କିଏ ଏହି ଯୁବକ ଯିଏକି ଆଗକୁ ଟାଟା କମ୍ପାନୀ ର ମାଲିକ ହେବାକୁ ଯାଉଛି? ରତନ ଟାଟା ଙ୍କ ପରେ ପରେ ତାଙ୍କ ଗାଦିରେ ବସିବେ ୨୫ ବର୍ଷ ର ପୁଅ। ରତନ ଟାଟା ଙ୍କ ସମ୍ପତ୍ତି ର ମାଲିକ ହେବେ ଆଉ ହଜାର ହଜାର କୋଟି ଟଙ୍କା ର ଅଧିକାରୀ ହେବେ। ଏବେ ସେହି ପୁଅକୁ ନେଇ ସବୁଠାରେ ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଗତକାଲି ରତନ ଟାଟା ଙ୍କ ଦେହାନ୍ତ ହୋଇ ସାରିଛି। ହେଲେ କିଏ ତାଙ୍କର ଟାଟା କମ୍ପାନୀ ର ମାଲିକ ହେବେ,
Vg
ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ସବୁଠାରେ ମଧ୍ୟ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଥିଲା। ହେଲେ ଏବେ ଏହି ସବୁ ପ୍ରଶ୍ନର ଉତ୍ତର ସାମ୍ନା କୁ ଆସି ଯାଇଛି। ରତନ ଟାଟା ଙ୍କ ପରେ ଏବେ ଏହି ଯୁବକ ଟାଟା କମ୍ପାନୀ ର ମାଲିକ ହେବେ ବୋଲି ଆଲୋଚନା ହେବାରେ ଲାଗିଛି। ଆଗରୁ ସମସ୍ତେ ଏହା କହୁଥିଲେ କି ରତନ ଟାଟା ବିବାହ କରି ନାହାଁନ୍ତି ତାଙ୍କର ସନ୍ତାନ ମଧ୍ୟ ନାହିଁ। ତାହେଲେ ରତନ ଟାଟା ଙ୍କ ପରେ ପରେ,
ତାଙ୍କର ଏତେ ସବୁ ସମ୍ପତ୍ତି କୁ କିଏ ସମ୍ଭାଳିବ। ପରେ ରତନ ଟାଟା ଙ୍କ ସହ ଠିଆ ହୋଇଥିବା ଏହି ଯୁବକର ଫଟୋ ଚାରିଆଡ଼େ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା। ଏହି ଯୁବକ ହିଁ ରତନ ଟାଟା ଙ୍କ ସମ୍ପତ୍ତି ର ମାଲିକ ହେବ ବୋଲି ଆଲୋଚନା ହେଉଥିଲା। ଆଉ ଏବେ ଏ ହିଁ ରତନ ଟାଟା ଙ୍କ ଉତ୍ତରାଧିକାରୀ ବୋଲି କେତେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.