Movie prime

ମାନବ ପ୍ରେମୀ ଆଦିତ୍ୟ ଙ୍କ ମୃ-ତ୍ୟୁ ରହସ୍ୟ ରେ ପୁଣି ନୂଆ ଖିଅ..ଆଜ୍ଞା ଏଇ ମାନେ ମିଶି ଆଦିତ୍ୟ ଙ୍କୁ ମା-ରିଥିବେ.. ହେଇ ପ୍ରମାଣ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆଦିତ୍ୟ ଦାସ ମାମଲାରେ ଗୁମର ଫିଟୁଛି। ଜଣେ ବ୍ୟକ୍ତି ଯେ କି ସେବା ହିଁ ସେବା ଟ୍ରଷ୍ଟ ରେ କେୟାର ଟେକର ଭାବରେ କାମ କରୁଥିଲେ। ଯାହାର ମାଲିକ ଥିଲେ ପ୍ରିତମ ଦାସ। ସେଠାରେ ସେ ଜାଣିବାକୁ ପାଇଥିଲେ କି ପ୍ରିତମ ତାଙ୍କର ଅସଲ ପରିଚୟ ଲୁଚାଇ ରଖିଛନ୍ତି। ବ୍ୟକ୍ତି ଜଣକ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ ଆଉ ତାହାର କାରଣ କଣ ସେ ଆଜି ଜାଣିବାକୁ ପାଇଲେ।
Bbvv
ଆଦିତ୍ୟ ଦାସ ଥିଲେ ପିପୁଲ ଫର୍ ସେବାର ମାଲିକ। ତାଙ୍କର ହ-ତ୍ୟା ହେବା ପରେ ପ୍ରିତମ ମିଶ୍ର ଯିଏକି ସେଠାକାର ସଦସ୍ୟ ଥିଲେ ଓ ପିପୁଲ୍ ଫର୍ ସେବାର ସେ ପ୍ରେସିଡେଣ୍ଟ ମଧ୍ଯ ଥିଲେ। ସେଠାରେ ସେ ଆଦିତ୍ୟ ଦାସ ଙ୍କ ସହ କାମ କରୁଥିଲେ। ହେଲେ ଯେତେବେଳେ ତାଙ୍କୁ ହ-ତ୍ୟା କରାଯାଇ ଥିଲା ସେତେବେଳେ ପ୍ରିତମ ମିଶ୍ର ଙ୍କୁ ସାକ୍ଷୀ ପାଇଁ ଡକା ଯାଇଥିଲା। ସାକ୍ଷୀ ରେ ସେ ତାଙ୍କର ଅସଲ ପରିଚୟ ଲୁଚାଇ ତାଙ୍କର ନକଲି ପରିଚୟରେ ସାକ୍ଷୀ ଦେଇଛନ୍ତି।
Gh
କାରଣ ତାଙ୍କର ପ୍ରକୃତ ନାମ ହେଉଛି ନିରୁ ବେହେରା। ହେଲେ ସେ ତାଙ୍କର ଅସଲ ପରିଚୟ ନଦେଇ ଏହା ସେ ଲୁଚାଇ ରଖିଥିଲେ। ପୋଲିସ ସମ୍ମୁଖରେ ମଧ୍ଯ ସବୁ ମିଛ କଥା ଯାଇ କହିଥିଲେ। ହେଲେ ଏବେ ଏହି ଅସଲ ପରିଚୟ ଲୁଚିବାର କାରଣ କଣ ସମସ୍ତେ ଏହା ଜାଣିବାକୁ ଚାହୁଁ ଛନ୍ତି। ସେ ସେବା ହିଁ ସେବା ରେ କାର୍ଯ୍ୟ କରୁଥିଲେ ଓ ୫ ମାସ ଥିଲେ ସେତେବେଳେ ସ୍ମିତା ମ୍ୟାଡମ୍ ସେଠାକୁ ଆସୁଥିବା କଥା ମଧ୍ୟ ସେ କହିଥିଲେ।
ପ୍ରିତମ ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ଥିଲା। ରାତି ଗୋଟେ ପର୍ଯ୍ୟନ୍ତ ଅନଲାଇନ ଚାଟିଂ କରିବା ସହ ସେମାନେ ଭିଡିଓ କଲ୍ ରେ ମଧ୍ୟ କଥା ହେଉଥିବା କଥା ଏହି ବ୍ୟକ୍ତି ଜଣକ କହିଥିଲେ। ଏଭଳି ଏହା ମଧ୍ଯ କହିଥିଲେ କି ସେହି ଆଶ୍ରମରେ କିଛି ହେଲେ ମଧ୍ୟ ଭଲ କାମ ହେଉ ନାହିଁ। ଗେଷ୍ଟ ଆସିଲା ବେଳେ ତାଙ୍କ ସହ ଭଲ ବ୍ଯବହାର କରା ଯାଉଛି ହେଲେ ସେମାନେ ଗଲା ପରେ ସେଠାରେ କେଉଁ ବୃଦ୍ଧା ଓ ବୃଦ୍ଧି ମାନେ ଅଛନ୍ତି ତାଙ୍କ ସହ ଖରାପ୍ ବ୍ଯବହାର କରାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.