Movie prime

ରିଲ୍ସ କରୁକରୁ ପ୍ରେମିକ ସହ ଛୁ ମା-ରିଲା ସ୍ତ୍ରୀ...କାନ୍ଦୁଛି ସ୍ବାମୀ ଖୋଜି ଦେଲେ ମିଳିବ ଏତେ ଟଙ୍କା

 
Hh
ଇନ୍ଷ୍ଟାଗ୍ରାମ ରେ ରିଲ୍ସ୍ କରୁଥିଲା ସ୍ତ୍ରୀ ଏହାପରେ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇ ଯାଇ ଥିଲା। କାନ୍ଦି କାନ୍ଦି ରାସ୍ତାରେ ଏବେ ଗଡୁଛି ସ୍ବାମୀ। ସ୍ତ୍ରୀ କୁ ଖୋଜି ଦେଲେ ଏବେ ପୁରସ୍କାର ଦେବା ପାଇଁ ଘୋଷଣା କଲା ସ୍ବାମୀ। ରିଲ୍ସ୍ କରିବା ପାଇଁ ସ୍ତ୍ରୀ ହୋଇ ଯାଇଥିଲେ ପାଗଳ। ସ୍ଵାମୀଙ୍କ କଥାକୁ ମଧ୍ୟ ସେ ଖାତିର କରି ନଥିଲେ। ଦିନ ରାତି ସେ ଫୋନ ରେ ଖୁବ୍ ବ୍ୟସ୍ତ ମଧ୍ୟ ରହୁଥିଲେ। ଏହାପରେ ସେ ରିଲ୍ସ୍ କରୁ କରୁ ଜଣକ ପ୍ରେମରେ ପଡି ଯାଇଥିଲେ।
Hh
ଏହାପରେ ନିଜ ସ୍ବାମୀ କଥା ସେ ଟିକେ ହେଲେ ମଧ୍ୟ ଚିନ୍ତା କରି ନଥିଲେ ନିଜ ପ୍ରେମିକ ସହ ହିଁ ସେ ଫେରାର ହୋଇ ଯାଇଥିଲେ। ସୋସିଆଲ ମିଡ଼ିଆ ରେ ଏବେ ଏହି ରିଲ୍ସ୍ ର ନିଶା ସମସ୍ତଙ୍କୁ ଘାରିଛି। ଏହି ରିଲ୍ସ୍ କରିବା ପାଇଁ ପିଲାଠାରୁ ବୟସ୍କ ସବୁ ଏବେ ସତେ ଯେମିତି ପାଗଳ ଅଟନ୍ତି। ଏଭଳି ଭାବରେ ରିଲ୍ସ୍ କରି ଭାଇରାଲ୍ ହେବାକୁ କିଛିବି କରିବାକୁ ଆଦୌ ହେଲେ ମଧ୍ୟ ପଛାଉ ନାହାଁନ୍ତି ଯୁବପିଢୀ ମାନେ।
Hh
ରିଲ୍ସ୍ କଲା ବେଳେ ସେମାନେ କାହା କଥା ମଧ୍ୟ ଖାତିର କରୁ ନାହାଁନ୍ତି।ରିଲ୍ସ୍ ନିଶାରେ ମହିଳା ଜଣକ ଏଭଳି କିଛି କାମ କରିଛନ୍ତି ଯାହା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ରିଲ୍ସ୍ ପାଇଁ ହିଁ ସ୍ବାମୀଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛି ସ୍ତ୍ରୀ। ଏହି ରିଲ୍ସ୍ କରୁ କରୁ ପ୍ରେମରେ ପଡି ଯାଇଥିଲେ ସ୍ତ୍ରୀ। ଯାହା ଫଳରେ କି ସେ ସ୍ବାମୀଙ୍କୁ ସବୁଦିନ ପାଇଁ ପର କରିଦେଇ ଚାଲି ଯାଇଥିଲେ। ସୋସିଆଲ ମିଡ଼ିଆ ରେ ଏଭଳି ଏକ ଅଜବ ଘଟଣା ସାମ୍ନା କୁ ଆସିଛି।
ଅନେକଙ୍କ ଘର ମଧ୍ୟ ଏବେ ଉଜାଡ଼ି ଦେଉଛି ଏହି ସୋସିଆଲ ମିଡ଼ିଆ ପ୍ଲାଟ ଫର୍ମ। ଆଉ ଏଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି ଯେଉଁଥିରେ ମହିଳା ଜଣକ ନିଜର ଚାରି ପିଲାଙ୍କୁ ସାଥୀରେ ଧରି ନିଜ ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି। ଆଉ ଏହା ମଧ୍ଯ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।ଲୋକମାନେ ମଧ୍ୟ ଏହି ଘଟଣାକୁ ଖୁବ୍ ନିନ୍ଦା ମଧ୍ୟ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.