ରୋହି ମାଛ ନେଇଗଲା ସ୍ତ୍ରୀ ର ମୁଣ୍ଡ.. ଖାଉ ଖାଉ ଛଟପଟ ହୋଇ ଚାଲିଗଲା ଜୀବନ...
Oct 8, 2024, 15:07 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରୋହି ମାଛ ପାଇଁ ଏଭଳି ସବୁ ହୋଇଗଲା ଯାହା ଏବେ ଆଶ୍ଚର୍ଯ୍ୟ କରି ଦେଇଛି । ସ୍ତ୍ରୀ ଜଣକ ପିଲା ଜନ୍ମ କରିବାକୁ ମନା କରିବାରୁ ସ୍ଵାମୀ ଜଣକ କରିଲା ଏଭଳି କିଛି ଯାହାକୁ ନେଇ ଏବେ ଆସିଛି ଖବର । ପ୍ରଥମେ ସ୍ତ୍ରୀକୁ ଡାକ୍ତର ପାଖକୁ ନେଇଥିଲା ।
ଆଉ ତାପରେ ତାକୁ ଖାଇବାକୁ ଦେଇଥିଲା । ସ୍ଵାମୀ ଜଣକ ସ୍ତ୍ରୀକୁ ଖାଇବାକୁ ଦେଇଥିଲା ଆଉ ଖାଇବା ଦେବା ପରେ ସକାଳେ ଯାହା ହୋଇଥିଲା ତାହାର ଭିଡିଓ ଏବେ ଭାଇରାଲ ହେଉଛି । ସ୍ତ୍ରୀ ଜଣକ ପିଲାଛୁଆ ଜନ୍ମ କରିବାକୁ ଚାହୁଁ ନଥିଲା କିନ୍ତୁ ସ୍ଵାମୀ ଜଣକ ତାର ପରିବାରକୁ ବଢ଼ାଇବା ପାଇଁ ଚାହୁଁଥିଲା। ସ୍ତ୍ରୀ ଜଣଙ୍କର ଚେହେରା ଖରାପ ହୋଇଯିବ ବୋଲି ସ୍ତ୍ରୀ ଜଣକ ଛୁଆ ଜନ୍ମ କରିବ ବୋଲି ଚାହୁଁ ନଥିଲା । ଆଉ ଏହି କଥାରେ ରାଗି ଯାଇଥିଲା ସ୍ଵାମୀ ଜଣକ । ଆଉ ଏଭଳି କିଛି କରିଥିଲା ଯାହାକୁ ନେଇ ଏବେ ଆସିଛି ଖବର ।
ସ୍ଵାମୀ ଜଣକ ଏଭଳି କିଛି କରିଥିଲା ଯାହା ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବାହାଘରର ଦୀର୍ଘ ଦିନ ପରେ ସ୍ତ୍ରୀର ପିଲାଛୁଆ ହୋଇ ନଥିଲା । ଆଉ ପିଲାଛୁଆ ହୋଇନଥିବାରୁ ସ୍ଵାମୀ ଜଣକ ସ୍ତ୍ରୀ ଦିବ୍ୟାଙ୍କୁ ନେଇ ମେଡିକାଲ ଯାଇଥିଲେ । ଆଉ ତାଙ୍କର ପିଲାଛୁଆ ହେବାର ଥିଲା ଯାହାକୁ ନେଇ ପରିବାର ଲୋକ ଖୁସି ଥିଲେ ଆଉ ଡାକ୍ତର ଦିବ୍ୟାଙ୍କୁ କିଛି ନିୟମ ମାନିବାକୁ କହିଥିଲେ । କିନ୍ତୁ ଦିବ୍ୟା କିଛି ମାନି ନଥିଲେ । ଆଉ ପରିବାର ଲୋକଙ୍କ ଆଗରେ ଛୁଆ ପିଲା କରିବେ ନାହିଁ ବୋଲି କହିଥିଲେ ।
ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସମସ୍ତେ । ଆଉ ଏହାପରେ ସେ ବାପାଘରକୁ ଚାଲି ଯାଇଥିଲେ । ଏହାପରେ ସ୍ଵାମୀ ଜଣକ ଷଡ଼ଯନ୍ତ୍ର କରିଥିଲେ । ଆଉ ତାଙ୍କ ସ୍ତ୍ରୀ ରୋହୀ ମାଛ ଖାଇବାକୁ ଭଲ ପାଆନ୍ତି ଆଉ ସେଥିପାଇଁ ସ୍ଵାମୀ ସ୍ତ୍ରୀଙ୍କ ପାଇଁ ମାଛ ରୋଷେଇ କରି ନେଇକି ଯାଇଥିଲେ । ଆଉ ସେହି ମାଛ ଖାଇ ଦିବ୍ୟା, ତାଙ୍କ ମାଆ ଆଉ ଭଉଣୀଙ୍କର ଦେହାନ୍ତ ହୋଇଥିଲା ଆଉ ତାଙ୍କ ଦିବ୍ୟାଙ୍ଗ ବାପାଙ୍କର ସ୍ବାସ୍ଥ୍ୟ ଖରାପ ହୋଇ ଯାଇଥିଲା । ତାପରେ ଦିବ୍ୟାଙ୍ଗ ବାପା ଜଣକ ଥାନାରେ ଅଭିଯୋଗ କରିଥିଲେ । ଏବେ ପୋଲିସ ଏହି ଯୁବକ ବରୁଣଙ୍କୁ ଗିରଫ କରିଛନ୍ତି ।