Movie prime

ହାର୍ଦ୍ଧିକ ପାଣ୍ଡ୍ୟା ବିଶ୍ଵକପ ଖେଳନ୍ତୁ ବୋଲି ଚାହୁଁ ନଥିଲେ ରୋହିତ ଶର୍ମା !! ଦେଖନ୍ତୁ ଉଠିଲା ବଡ ପ୍ରଶ୍ନ

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ କ୍ରିକେଟରମାନଙ୍କ ବିଷୟରେ ଆସୁଥିବା ସବୁ ଖବର ଆପଣମାନେ ପାଇ ପାରୁଛନ୍ତି । ଏବେ ଜଣେ କ୍ରିକେଟରଙ୍କୁ ନେଇ ଆସିଛି ଖବର ।
Nb
ଟି ୨୦ ବିଶ୍ୱକପରେ ଖେଳି ନଥାନ୍ତେ ହାର୍ଦିକ ପାଣ୍ଡ୍ୟା । ତାଙ୍କୁ ଟିମରେ ନେବାକୁ ଚାହିଁ ନଥିଲେ ରୋହିତ ଶର୍ମା । ମୁଖ୍ୟ ଚୟନକର୍ତ୍ତା ଅଗରକର ବି ରାଜି ନଥିଲେ । କିନ୍ତୁ ପୁଣି ପରେ ବାଧ୍ୟ ହୋଇ ପାଣ୍ଡ୍ୟାଙ୍କୁ ସେ ଟିମରେ ନେଲେ ।
ଏଥର ଆଇପିଏଲ ଖେଳରେ ପ୍ଲେ ଅଫରେ ଯିବାକୁ ମଧ୍ୟ ବିଫଳ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମା ଏହି ଦଳର କ୍ୟାପଟେନ ଥିଲେ କିନ୍ତୁ ଏବେ ଏହି ଦଳର କ୍ୟାପଟେନ ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା । 
ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳା ଯାଉଥିବା ଏହି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଆଇପିଏଲ ସଂସ୍କରଣରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ରୋହିତ ଶର୍ମାଙ୍କୁ ଛାଡି ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ଵ ଦେବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ସମାଲୋଚନା କରାଯାଇଥିଲା ।
Hh
ଏଥର ଦଳ ବିଫଳ ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶଙ୍କା କରି ସାରିଲେଣି । ମୁମ୍ବାଇ ଇଣ୍ଡିଆନ୍ସର ଚାରିଜଣ ପ୍ରମୁଖ ଖେଳାଳି ଭାରତ ପାଇଁ ଟି ୨୦ ଖେଳିବେ । ରୋହିତ ଶର୍ମା ଅଧିନାୟକ, ଆଉ ହାର୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଭାବେ ଦଳରେ ରହିବେ ।
ମୁମ୍ବାଇ ଇଣ୍ଡିଆନ୍ସରେ ନେତୃତ୍ୱ ବଦଳ ବିବାଦ ଥମିଯିବ ବୋଲି ସମସ୍ତେ ଭାବିଥିବା ପରିବର୍ତ୍ତେ ରୋହିତ ଶର୍ମା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ହାର୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ ପ୍ରଦର୍ଶନ ଓ ନେତୃତ୍ଵ ନେବା ଶୈଳୀକୁ ନେଇ ରୋହିତ ଶର୍ମା ସନ୍ତୁଷ୍ଟ ନାହାଁନ୍ତି ।
ସେ ଟି ୨୦ ବିଶ୍ୱକପରେ ହାର୍ଦିକ ପାଣ୍ଡ୍ୟାଙ୍କୁ ନେବାକୁ ଚାହୁଁ ନାହାନ୍ତି । ଆଉ ଏହାସହ ଏହାର ଚୟନକର୍ତ୍ତା ମଧ୍ୟ ଏହା ଚାହୁଁ ନାହାନ୍ତି ବୋଲି ଖବର ଆସିଛି । ତାଙ୍କର ଖେଳ ଦେଖି ରୋହିତ ଶର୍ମା ଆଉ ଅଗରକର ତାଙ୍କୁ ଟିମରେ ରଖିବାକୁ ଚାହୁଁ ନାହାନ୍ତି ବୋଲି ରିପୋର୍ଟ ଆସିଛି ।