Movie prime

ଗାଁ ପ୍ରେମିକା ସହ ଭିଡିଓ କଲ୍ ରେ କଥା ହେଉହେଉ ମ-ରିଗଲା ପ୍ରେମିକ ରୁଦ୍ର

 
Fggv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭିଡିଓ କଲ୍ କରି ପୁଅକୁ ଡକାଇ ଥିଲା ପ୍ରେମିକା। ମୋ ପାଖକୁ ଆସ ବୋଲି କହି ଝିଅ ଜିଦି ଧରିଥିଲା। ଝିଅର ଫୋନ ପାଇ ଝିଅ ପାଖକୁ ପୁଅ ମଧ୍ୟ ଦୌଡ଼ି ଯାଇଥିଲା। କିନ୍ତୁ ପ୍ରେମିକକୁ ଦେଖା କରିବାକୁ ଯାଇ ପୁଅର ଅବସ୍ଥା ଏମିତି ହେବ ତାହା କିଏ ବା ଜାଣି ନଥିଲେ। ଯାହାର ଘଟଣା ଶୁଣିଲେ ଆପଣ କହିବେ ପ୍ରେମ ପାଇଁ ଆଜି ଏହି ଅବସ୍ଥା। ଯୁବକ ଜଣକ ନାମ ମଧ୍ୟ ହେଉଛି ରୁଦ୍ର ପ୍ରସାଦ ବେହେରା।
Gg
ଯାହାର ବୟସ ମଧ୍ୟ ହେଉଛି ମାତ୍ର ୧୭ ବର୍ଷ। ପୁଅ କଲେଜ ରେ ପାଠ ପଢ଼ୁଥିଲା। ଆଉ ଗାଁ ଲୋକଙ୍କ କହିବା ଅନୁସାରେ ଗୋଟେ ଝିଅକୁ ମଧ୍ୟ ସେ ପ୍ରେମ କରି ବସିଥିଲା। ସେହି ଝିଅ ମଧ୍ୟ ଘଣ୍ଟା ଘଣ୍ଟା ଧରି ପୁଅ ସହ କଥା ହେଉଥିଲା। ସେ ଝିଅ ସହ କଥା ହେଉଛି ବୋଲି ସାଙ୍ଗ ସାଥୀ ଓ ସାହି ପଡିଶା ମଧ୍ୟ କଥା ହେଉଥିଲେ। ଗତ ତିନି ତାରିଖ ଦିନ ରାତିରେ ମଧ୍ୟ ପୁଅ ସେହି ଝିଅ ସହ କଥା ହୋଇଥିଲା। ଝିଅ ମଧ୍ୟ ଫୋନ କରି ତାର ପାଖକୁ ଡ଼କାଇ ଥିଲା।
Gg
ପ୍ରେମିକା ଡକାଇ ଥିଲା ଆଉ ରୁଦ୍ର ମଧ୍ୟ ପ୍ରେମିକା ପାଖରୁ ଫୋନ ପାଇ ସେହି ପ୍ରେମିକା ପାଖକୁ ଦୌଡ଼ି ଯାଇଥିଲା। ହେଲେ ପୁଅ ସେହି ଦିନଠାରୁ କୁଆଡେ ହଜି ଯାଇଥିଲା ଯେ ତାର ଆଉ ପତା ମିଳିପାରି ନଥିଲା। ଏପଟେ ପୁଅ କୁଆଡେ ଚାଲିଗଲା ବୋଲି କହି ସମସ୍ତେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ସେମାନେ ପୁଅକୁ ପାଇ ନଥିଲେ ସେଥିପାଇଁ ପରେ ସେମାନେ ଏନେଇ ଥାନାରେ ଅଭିଯୋଗ ମଧ୍ଯ କରି ଦେଇଥିଲେ।
ହେଲେ ତାଙ୍କର ପୁଅର ମୃ-ତ-ଦେ-ହ ଗାଡିଆ ଭିତରୁ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କ ଆଧାରରେ ମଧ୍ୟ ଏବେ ତଦନ୍ତ ମଧ୍ୟ ଆରମ୍ଭ ହୋଇ ଯାଇଛି। ପୋଲିସ ର ତଦନ୍ତ ପରେ ହିଁ ଏହି ଘଟଣାର ସତ୍ୟାସତ୍ୟ କଣ ତାହା ଜଣାପଡ଼ି ଯିବ। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି କି ଏହି ଘଟଣା ପଛରେ କାହାର ହାତ ଅଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.