Movie prime

S ନାମର ପ୍ରଥମ ଅକ୍ଷର ଆରମ୍ଭ ହୋଇଥିଲେ ନିହାତି ଦେଖନ୍ତୁ କେମିତି ରହିବ ଆପଣଙ୍କ ଭାଗ୍ୟ ୨୦୨୩ ରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖିପାରିବେ ଯାହା ଦେଖିଲେ ଆପଣ ଭବିଷ୍ୟତ ବିଷୟରେ କିଛି କଥା ଜାଣିପାରିବେ । ଦୁନିଆରେ ଅନେକ ପ୍ରକାରର ନାମ ଅଛି । ଆଉ ନାମରୁ ମଧ୍ୟ ଅନେକ କିଛି କଥା ଜାଣି ହୁଏ । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣ "S " ଅକ୍ଷରରୁ ନାମ ଆରମ୍ଭ ହେଲେ ଅନେକ କଥା ସେହି ନାମର ବ୍ୟକ୍ତିମାନଙ୍କ ବିଷୟରେ ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ।
ନାମର ପ୍ରଥମ ଅକ୍ଷର 'S' ଥିଲେ ୨୦୨୩ ମସିହାର ଭାଗ୍ୟ ଏବଂ ଭବିଷ୍ୟ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ନାମରୁ ବ୍ୟକ୍ତି ମାନଙ୍କର ପରିଚୟ ମିଳିଥାଏ । S ଅକ୍ଷରର ବ୍ୟକ୍ତି ସାଧାରଣତଃ କୁମ୍ଭ ରାଶିର ହୋଇଥାନ୍ତି । 
S ନାମକ ବ୍ୟକ୍ତି ମାନଙ୍କର ସ୍ଵଭାବ - ଜୀବନ ପଛକୁ ଟାଣିଲେ ଏମାନେ ଅଧିକ ବାଟ ବଢ଼ିଥାନ୍ତି । କଠିନ ସମୟରେ ନୂଆ ରାସ୍ତା ବନାଇ ଥାଆନ୍ତି । ଏହି ନାମର ବ୍ୟକ୍ତି ସିଂହ ସମାନ ହୋଇଥାନ୍ତି । ଏହି ନାମର ବ୍ୟକ୍ତି କାହା ସହ ଶତ୍ରୁତା ରଖନ୍ତି ନାହିଁ ।
ସେମାନେ ନିଜର ନାମ ନିଜେ ପ୍ରତିଷ୍ଠା କରିଥାନ୍ତି । ସମାଜରେ ନିଜର ପ୍ରତିଷ୍ଠା କରିଥାନ୍ତି । ସମାଜରେ କେବଳ ଏମାନେ ହିଁ ନାମ କରିଥାନ୍ତି । ଏମାନେ ତାଙ୍କ ସ୍ବପ୍ନ ନିଜେ ପୂରଣ କରିଥାନ୍ତି । ଏହି ଲୋକମାନେ ନିଜ ବଳରେ ସବୁ ପାଇଥାନ୍ତି ।
ଏମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ କଥା କହିବାର ଶୈଳୀ ଦ୍ଵାରା ନିଜର କରି ଦେଇଥାନ୍ତି । ଏମାନଙ୍କ କଥା କହିବାର ଶୈଳୀ ପାଇଁ ସମସ୍ତେ ତାଙ୍କର ଫ୍ୟାନ ହୋଇଯାଆନ୍ତି ।
ସେମାନେ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି । ମିତ୍ରମାନଙ୍କୁ ସାହାଯ୍ୟ କରିଥାନ୍ତି । ଏମାନେ ବିବାହ ପରେ କିଛି ସମସ୍ୟା ସହ ଗତି କରିଥାନ୍ତି । ଏମାନେ ଯାହାକୁ ଭଲ ପାଇଥାନ୍ତି ଅନେକ ସମର୍ପଣ ଭାବ ଆସିଥାଏ । S ନାମର ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି ।