Movie prime

ସବୁକିଛି ସାରିଦେଲା ଭାଇର ସାଙ୍ଗ ୩ ବର୍ଷ ଫିଜିକାଲ ହେଲା ଏବେ କହୁଛି ଏମିତି

 
Gf
ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ । ବିବାହର ପ୍ରତିଶ୍ରୁତି ଦେଇ ଏଭଳି କାମ କରିଛନ୍ତି ଜଣେ ଯୁବକ । ଯୁବକ ଜଣକ ବିବାହ କରିବେ ବୋଲି ପ୍ରତିଶୃତି ଦେଇ ଯୁବତୀ ଜଣଙ୍କ ସହ ଏଭଳି ସବୁ କାମ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଯୁବତୀ ଜଣଙ୍କର ଭାଇର ସାଙ୍ଗ ଯୁବତୀ ଜଣଙ୍କୁ ଭଲ ପାଉଥିଲେ । ଆଉ ଭାଇର ସାଙ୍ଗ ହୋଇ ସବୁ ସାରିଦେଲା। 
Gg
ଏହି ଭାଇର ସାଙ୍ଗ ଘରକୁ ଆସି ଭାବ ଲଗାଇଥିଲା । ଆଉ ଭାଇ ଘରେ ନଥିବା ବେଳେ ଆସି ଯୁବତୀ ଜଣକ ସହ ସମ୍ପର୍କ ରଖିଲା । ବିବାହ କରିବ ବୋଲି କହି ଶା-ରି-ରୀ-କ ସମ୍ପର୍କ ରଖୁଥିଲା ଭାଇର ସାଙ୍ଗ । ଆଉ ଏଭଳି କରି ଦୀର୍ଘ ୩ ବର୍ଷ ବିତିଗଲା । ଶେଷରେ ଝିଅର ଘରଲୋକେ ସମସ୍ତେ ଜାଣିଲେ । ପ୍ରେମିକା ଜଣକ ବିବାହ କରିବ ବୋଲି ଜିଦି କରିବାରୁ ପ୍ରେମିକ ଜଣକ କରିଲା କିଛି ଏଭଳି ଖେଳ । କୋର୍ଟରେ ବିବାହ କରିବ ବୋଲି ଯୁବତୀ ଜଣଙ୍କୁ ଡ଼ାକି ଆଣିଲା ଯୁବକ ।
Ff
ଆଉ ଏହାପରେ ଯୁବତୀ ଜଣଙ୍କୁ ଘରକୁ ଡ଼ାକି ତାଙ୍କ ଘର ଲୋକଙ୍କ ଜୀମା ଦେଇଦେଲେ । ଏହାପରେ ଏହି ଯୁବକ ଜଣଙ୍କର ପରିବାର ଲୋକ ଯୁବତୀ ଜଣଙ୍କୁ ମାଡ ମାରିଥିଲେ ।ଆଉ ସେହିଠାରେ ଛିଡ଼ା ହୋଇ ରସିକିଆ ପ୍ରେମିକ ଜଣକ ସବୁ ଚୁପଚାପ୍ ଦେଖୁଥିଲା । ଆଉ ଏବେ ଏହି ଘଟଣାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ଲୋକେ । ଏବେ ଯୁବତୀଙ୍କୁ ଯୁବକ ଆଉ ତାଙ୍କ ପରିବାର ଲୋକେ ଏବେ ଅନେକ କିଛି କଥା କହିଛନ୍ତି ।
ଅନେକ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁ-ଷ୍କ-ର୍ମ କରିଛନ୍ତି ଯୁବକ ଜଣକ । ଏବେ ଏହି ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବତୀ ଆଉ ତାଙ୍କ ପରିବାର । ଏହି ଘଟଣାକୁ ଚାପିବା ପାଇଁ ଟଙ୍କା ଯାଚିବା ଘଟଣା ଭଳି ସଙ୍ଗୀନ ଅଭିଯୋଗ ଯୁବତୀ ଆଉ ତାଙ୍କ ମାଆ ଆଣିଛନ୍ତି । ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଘଟିଛି । ଯୁବତୀ ଜଣକ ହେଉଛନ୍ତି ଶେଖର ଦାଶ । ଏବେ ଏହି ଘଟଣାରେ ପୋଲିସ କିଛି ପଦକ୍ଷେପ ନେଉନାହିଁ ବୋଲି ଏବେ ଅଭିଯୋଗ ଆସିଛି । ଦେଖାଯାଉ ଏହି ପୀଡ଼ିତା ଜଣଙ୍କୁ କେବେ ନ୍ୟାୟ ମିଳୁଛି ।

Around The Web