Movie prime

ସାଧା ଡ୍ରେସରେ ବୁଲୁଥିଲେ ମାଓବାଦୀ ମା-ରି ଦେଇଥାନ୍ତେ ଯବାନ ଡରରେ କଲେ ଆତ୍ମସମର୍ପଣ

 
Gg
ଖସି ପାରିଲେନି ମାଓବାଦୀ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ। କାମ କଲାନି ମୁଣ୍ଡ ବଞ୍ଚିବା ପାଇଁ ଗୋଡ଼ ହାତ ଧରି ନେହୁରା ହେଲେ। ଦାୟା ଦେଖାଇ ଛାଡ଼ିଦେଲେ ଯବାନ। ଆତ୍ମସମର୍ପଣ କରିଲେ ମାଓବାଦୀ। ଏବେ ଧୀରେ ଧୀରେ ଭୁଷୁଡିବାରେ ଲାଗିଛି ମାଓ ଗ୍ୟାଙ୍ଗ। ଏବେ ମାଓବାଦୀ ମାନେ ଯେଉଁଭଳି ପୋଷାକରେ ଥାଆନ୍ତି ମଧ୍ୟ ତାଙ୍କୁ ଖୋଜି ଖୋଜି ଧରି ଦେଉଛି ପୋଲିସ। ଯେତେ ଚେଷ୍ଟା କରିଲେ ମଧ୍ୟ ଆଉ ଲୁଚି ରହି ପାରୁ ନାହାଁନ୍ତି ମାଓବାଦୀ।
Vh
ଯେମିତି ବି ହେଉ ସେ ସୁରକ୍ଷାକର୍ମୀ ଙ୍କ ହାତରେ ଧରା ପଡି ଯାଇଛନ୍ତି। ଯେତେବେଳେ ଧରା ପଡି ଯାଉଛନ୍ତି ତ ଆଉ କେତେବେଳେ ଜୀବନ ବଞ୍ଚାଇ ସେଠାରୁ ଫେରାର ହୋଇ ଯାଉଛନ୍ତି। ମାଓବାଦୀ ମାନେ ସାଧା ପୋଷକରେର ଘୁରି ବୁଲୁଥିବା ବେଳେ ଏହାର ଟେର ପାଇଥିଲା ସୁରକ୍ଷାକର୍ମୀ। ଲୁଚି ଲୁଚି ଚାରି ପଟୁ ଘେରି ଯାଇଥିଲେ। ଯାହାକୁ ଦେଖିବା ପରେ ମାଓବାଦୀଙ୍କ ହୋସ ମଧ୍ୟ ଉଡ଼ି ଯାଇଥିଲା।
Vh
ସମସ୍ତେ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷାକର୍ମୀ ଙ୍କ ନିକଟରେ ଆତ୍ମସମର୍ପଣ କରିବା ଥିବା ଦେଖିବାକୁ ମିଳିଛି। ଭାଙ୍ଗୁଛି ଲାଲ ଗଡ଼ ଜଣକୁ ଜଣେ ଏବେ ସମସ୍ତେ ଅନ୍ଧାରୀଗଡ଼ କୁ ପରିତ୍ୟାଗ କରି ସବୁ ରଙ୍ଗୀନ ଦୁନିଆ କୁ ଚାଲି ଆସିଛନ୍ତି। ସେଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି। ପୁଣି ଥରେ ଲାଲଗଡ଼ ଛାଡ଼ି ଛନ୍ତି ୧୯ ଜଣ କୁଖ୍ୟାତ ନକ୍ସଲ। ଯାହା ଫଳରେ କି ପୋଲିସ କୁ ମିଳିଛି ଏକ ବଡ଼ ଧରଣର ସଫଳତା।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ମଧ୍ୟ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେଉଛି। ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.