Movie prime

ବଡ ଦୁଃଖ ର କଥା, ବାହାଘର ଦିନ ଅଘଟଣ ମ-ରିଗଲେ ବର ର ବାପା..

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବରଯାତ୍ରୀ ଙ୍କୁ ଧରି ବାହା ହେବା ପାଇଁ ପୁଅ ବାହାରି ଥିବା ବେଳେ ଫେରିଲା ବାପା ଙ୍କ ମୃ-ତ-ଦେ-ହ ଧରି। ବର ବେଶରେ ମଥାରେ କୁଙ୍କୁମ ଚନ୍ଦନ ଲଗାଇ ବାଜା ବାଣ ରୋଷଣୀ ରେ ଦାଣ୍ଡ ଦୂଲୁକାଇ ବରଯାତ୍ରୀ ଙ୍କୁ ଧରି ବାହାରି ଥିଲା ପୁଅ।ବରଯାତ୍ରୀ ଙ୍କ ପାଇଁ ସ୍ବତନ୍ତ୍ର ବସ ର ସୁବିଧା କରାଯାଇଥିଲା।ଆଗରେ ରୋଷଣୀ ମଝିରେ ବର ଆଉ ପଛରେ ଥିଲା ବରଯାତ୍ରୀ ବସ୍।
Bh
ରୋଷଣୀ କରି ଘରୁ ବାହାରିବା ପରେ କିଛି ମିନିଟ ପରେ ଘଟିଲା ଏଭଳି ଘଟଣା ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଅଶୁଭ ହୋଇଗଲା ବାହାଘର।ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ବାପାଙ୍କୁ ସବୁଦିନ ପାଇଁ ହରାଇ ବସିଲା ପୁଅ।ଏଭଳି ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚତରା ପଦା ଗ୍ରାମରେ।ପୁଅ ବାହାଘର ତାକିଲ ଗ୍ରାମରେ ସ୍ଥିର ହୋଇଥିଲା।
Hh
ଶୋଭାଯାତ୍ରା ରେ ଯାଇଥିବା ବଶ ରେ ବରଯାତ୍ରୀଙ୍କ ପାଇଁ ବଶ ହୋଇଥିଲା।ଆଉ ଏହି ସମୟରେ ହଠାତ୍ ବସ ର ବ୍ରେକ ଫେଲ ହୋଇଗଲା।ଡ୍ରାଇଭର ଟି ଚିତ୍କାର କରି କହିଥିଲା ବସ ର ବ୍ରେକ ଫେଲ୍ ହୋଇ ଯାଇଛି।କିନ୍ତୁ କେହି ଡ୍ରାଇଭର ଙ୍କ କଥା ଶୁଣି ନଥିଲେ।ବସ ବ୍ରେକ ଫେଲ ହୋଇଯିବାରୁ 
ମଝି ରାସ୍ତାରେ ବର ଙ୍କ ବାପା ବିଭନ୍ଦର୍ ର ନାୟକ ଙ୍କୁ ଧକ୍କା ଦେଇଥିଲା।ଆଉ ସଙ୍ଗେ ସଙ୍ଗେ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।ଯେଉଁ ପୁଅ ନିଜ ଜୀବନ ସାଥି ଙ୍କୁ ଧରି ଆଜି ଠାରୁ ନୂଆ ଜୀବନ ଆରମ୍ଭ କରିଥାନ୍ତା,ଆଜି ସେହି ପୁଅ ହସ୍ପିଟାଲ ସବୁଦିନ ପାଇଁ ନିଜ ବାପାଙ୍କୁ ହରାଇ କାନ୍ଦୁଛି।ଏବଂ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.