Movie prime

ସହଦେବଙ୍କ ମୁଣ୍ଡ ଅଲଗା କରି ଦୌଡ଼ିଥିଲା କଟକରେ ମାଡିବସିଲା ପୋଲିସ୍ ଆଉ ତାପରେ

 
Gg
ସହଦେବ ର ମୁଣ୍ଡ କୁ ଅଲଗା କରି ଦୌଡ଼ି ଥିଲା। ଏବେ ତାକୁ କଟକ ରେ ମାଡ଼ି ବସିଲା ପୋଲିସ। ସହଦେବ କୁ ହ-ତ୍ୟା କରି ଏ ସ୍ଥାନରୁ ସେ ସ୍ଥାନ କୁ ବୁଲୁଥିଲା। ପୋଲିସ କୁ ଦେଖି ଖସିଯିବାକୁ ଚେଷ୍ଟା କରୁଥିଲା ମୁଖ୍ୟ ଅଭିଯୁକ୍ତ। ସହଦେବ ର ବେକ କୁ ବେକ କୁ ଚୋଟ ପକାଇ ଥିଲା। ଆଉ ଯେତେବେଳେ ସହଦେବ କୁ ମାରି ଦେଇଥିଲା ସେତେବେଳେ ସେ ନିଜ ଗାଡ଼ିକୁ ଛାଡ଼ି ଦୌଡି ପଳେଇ ଯାଇଥିଲା। ପୋଲିସ ହାତରୁ ଖସିବା ପାଇଁ ଏ ସ୍ଥାନ ରୁ ସେ ସ୍ଥାନ କୁ ଘୁରି ବୁଲୁଥିଲା।
Gg
ଦିନକୁ ପାଞ୍ଚ ଥର ନିଜର ଠିକଣା ମଧ୍ୟ ବଦଳାଉ ଥିଲା। ହେଲେ ଏବେ କିନ୍ତୁ ସେ ଧରା ପଡି ଯାଇଛି। ପୋଲିସ ତାକୁ କଟକ ରୁ ଧରି ପକାଇଛି। ସହଦେବ ନାୟକ ହ-ତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁସେଇ ନାୟକ କୁ ଏବେ ଗିରଫ କରିଛି ପୋଲିସ। କଟକ କାନପୁର ଥାନା ଅଞ୍ଚଳରୁ ତାକୁ ଗିରଫ କରା ଯାଇଛି। ହ-ତ୍ୟା ପରେ ପଲସର୍ ଗାଡ଼ି ଛାଡ଼ି ପଳେଇ ଯାଇଥିଲା ସୁସେଇ। ଏହି ହ-ତ୍ୟା ମାମଲାରେ ୭ ଜଣକୁ ଗିରଫ କରାଯାଇ ଥିଲା।
Bh
ସୁସେଇ ନାୟକ ମଧ୍ୟ ଏକ ଦୁର୍ଦ୍ଦାନ୍ତ ଅପରାଧୀ ଭଳି ଦେଖା ଯାଉଛି। ଗାଡିରୁ ଓହ୍ଲାଇ ସହଦେବ କୁ ଖଣ୍ଡା ରେ ଚୋଟ ଉପରେ ଚୋଟ ମାରିଥିଲା। ସହଦେବ ସକାଳୁ ସକାଳୁ ରସୁଲଗଡ଼ ଓଭର ବ୍ରିଜ ଦେଇ ନିଜର ସନ୍ତାନ ମାନଙ୍କୁ ସ୍କୁଲ୍ ରେ ଛାଡି ଘରକୁ ଫେରୁଥିଲେ। ହେଲେ ବ୍ରିଜ ଉପରେ କିନ୍ତୁ ଛକି ରହିଥିଲେ ହ-ତ୍ୟା-କାରୀ। ସହଦେବ ଙ୍କ ଉପରକୁ କରିଥିଲେ ଆକ୍ରମଣ। ସହଦେବ ବଞ୍ଚିବାକୁ ଦୌଡି ଥିଲେ ସୁଦ୍ଧା ସେ ବଞ୍ଚି ପାରି ନଥିଲେ।
ତାଙ୍କୁ ଚୋଟ ଉପରେ ଚୋଟ ପକାଇ ଜୀବନରୁ ମାରି ଦେଇଥିଲେ। ତାଙ୍କର ସହଯୋଗୀ ଧରା ପଡ଼ି ଯାଇଥିଲା ବେଳେ ସୁସେଇ ନାୟକ କିନ୍ତୁ ଧରା ପଡ଼ି ନଥିଲେ। ହେଲେ ଏବେ ଯେତେ ଲୁଚି ଲୁଚି ରହିଲେ ମଧ୍ୟ ପୋଲିସ୍ ଏବେ ତାଙ୍କୁ ଧରି ପକାଇଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଧରା ପଡ଼ି ଯାଇଥିବା ନେଇ ଲୋକମାନେ ବେଶ ଖୁସୀ ମଧ୍ୟ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.