Movie prime

ସହି ପାରିଲେନି ଅଲ୍ଲୁ ଅର୍ଜୁନ....ମୃ-ତ ମହିଳାଙ୍କ ପାଇଁ ହାତ ଯୋଡ଼ି କାନ୍ଦିଲେ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ସିନେମା ଜଗତକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏବେ ତେଲୁଗୁ ସିନେମା ଜଗତକୁ ନେଇ ଆସିଛି କିଛି ଖବର । ଆପଣମାନେ ସମସ୍ତେ ତ ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ଅନେକ ଫିଲ୍ମ କରିଛନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଏବେ ଆସିଛି ଖବର । ଫିଲ୍ମ ପୁଷ୍ପା ୨ କୁ ନେଇ ଏବେ ସବୁ ଥିଏଟରରେ ଭିଡ ଲାଗିଛି ।
Hb
ଏଇ ୪ ତାରିଖରେ ପୁଷ୍ପା ୨ ଫିଲ୍ମ ରିଲିଜ ହୋଇଥିଲା । ଆଉ ସବୁଆଡେ ଦର୍ଶକଙ୍କ ଭିଡ ଲାଗିଥିଲା । ଫିଲ୍ମ ପ୍ରିମିୟମ ପାଇଁ ହାଇଦ୍ରାବାଦର ଏକ ଥିଏଟରରେ ଅଭିନେତା ତାଙ୍କ ବ୍ୟକ୍ତିଗତ ରକ୍ଷକମାନଙ୍କୁ ନେଇ ପହଞ୍ଚିଥିଲେ । ଆଉ ସେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗିଥିଲା । ଆଉ ଏହି ଭିଡ଼ରେ ଦଳା ଚକଟାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଆଉ ଏବେ ଏହି ଖବରକୁ ନେଇ ଅଭିନେତା ଅଲ୍ଲୁ ଅର୍ଜୁନ କିଛି କଥା କହିଛନ୍ତି । ମୃ-ତ ମହିଳାଙ୍କ ପାଇଁ ସହିପାରିଲେ ନାହିଁ ଅଭିନେତା ଅଲ୍ଲୁ ଅର୍ଜୁନ ।
Gg
ଅଭିନେତା ହାତ ଯୋଡିଲେ ଆଉ ତାଙ୍କ ଆଖିରେ ଲୁହ ଭରି ଆସିଲା । ସେ ସଙ୍ଗେ ସଙ୍ଗେ ଏହି ମହିଳାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ସେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେଇଛନ୍ତି । ଆଉ ଏହାସହ ତାଙ୍କ ପରିବାରର ଯାହା ସବୁ ସାହାଯ୍ୟ ଦରକାର ସେ କରିବେ ବୋଲି କହିଛନ୍ତି । ଆଜି ମହିଳାଙ୍କ ଜୀବନ ଚାଲିଯିବା ପରେ ସେ ନିଜକୁ ରୋକି ପାରିଲେ ନାହିଁ । ନିଜେ କ୍ୟାମେରା ଆଗରେ ଆସି ସବୁକିଛି କହିଥିଲେ । ଏହି ଅଭିନେତା ଜଣକ ଆଖିରେ ଆଜି ଲୁହ ଆସିଯାଇଛି । 
ପୁଷ୍ପା ୨ ଫିଲ୍ମ ରିଲିଜ ସମୟରେ ଏଭଳି ଘଟଣା ଘଟି ଯାଇଥିଲା । ମାନବିକତା ଦେଖାଇଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ । ଅଭିନେତା ଜଣକ ମାନବିକତା ଦେଖାଇ ଫ୍ୟାନ୍ସଙ୍କ ଭଲପାଇବା ଜିତିଛନ୍ତି । ଅଭିନେତା ଜଣକର ଫିଲ୍ମ ପାଇଁ ସବୁ ଅପେକ୍ଷା କରିଥିଲେ ଆଉ ଏହାର ପ୍ରିମିୟମ ଶୋରେ ଏଭଳି ଘଟଣା ଘଟି ଯାଇଥିଲା । ଆଉ ଏବେ ଏହି ଘଟଣାକୁ ନେଇ ଅଭିନେତା ଅଲ୍ଲୁ ଅର୍ଜୁନ ମନ ଦୁଃଖ କରିବା ସହ ତାଙ୍କର ଜଣେ ଫ୍ୟାନଙ୍କୁ ହରାଇ ଦେଲେ ବୋଲି କହିଛନ୍ତି । ଏହାସହ ସେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବା ସହ ଯାହାବି ସାହାଯ୍ୟ ସରକାର ଦେବେ ବୋଲି କହିଛନ୍ତି ।

Around The Web