Movie prime

ସାମ୍ବାଦିକଙ୍କ ଉପରେ ଦେଖାଉଥିଲେ ଦାଦାଗିରି..ଶେଷରେ କାନଧରି କ୍ଷମା ମାଗିଲେ ଆପୋଲୋ ସିକ୍ୟୁରିଟୀ

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲା ପରେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆପଣ ମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ସବୁ ଭିଡିଓ ଦେଖିବାକୁ ପାଉଥିବେ। ସେହି ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ଆପଣଙ୍କୁ ପସନ୍ଦ ଆସୁଥିବା ବେଳେ ଆଉ କିଛି ମଧ୍ୟ ଆପଣଙ୍କୁ ପସନ୍ଦ ଆସୁ ନଥିବ।
Hg
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ସେଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିଲେ ମଧ୍ୟ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଆପଣ ମାନେ ଜାଣିଥିବେ କି ଆପୋଲୋ ହସ୍ପିଟାଲ ଏକ ବେଶ ନାମକରା ହସ୍ପିଟାଲ ଅଟେ। ଏହା ଏକ ଖୁବ୍ ପ୍ରସିଦ୍ଧ ହସ୍ପିଟାଲ। ଏଠାରେ ଅନେକ ଲୋକମାନେ ମଧ୍ୟ ଚିକିତ୍ସିତ ହେଉ ଥାଆନ୍ତି। ବଡ଼ ବଡ଼ ନାମୀଦାମୀ ଡାକ୍ତର ମାନେ ମଧ୍ୟ ଏଠାକୁ ଆସିଥାନ୍ତି।
Hh
ହେଲେ ଏଠାକାର କର୍ମଚାରୀଙ୍କ ବ୍ଯବହାର ସମ୍ପର୍କରେ ଜାଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏହାକୁ ଆପଣ ବିଶ୍ବାସ କରି ପାରିବେ ନାହିଁ।ଆଜ୍ଞା ହଁ ଏହି ହସ୍ପିଟାଲ ର ଜଣେ କର୍ମଚାରୀ ସାମ୍ୱାଦିକ ମାନଙ୍କ ଉପରେ ଦାଦାଗିରି ଦେଖାଉ ଥିଲେ। ଏହାପରେ ତାଙ୍କୁ ସମସ୍ତ ସାମ୍ୱାଦିକ ଭାଇ ମାନେ ଘେରି ଯାଇଥିଲେ। ଆଉ ତାଙ୍କୁ ଅନେକ ଗୁଡ଼ିଏ ପ୍ରଶ୍ନ ମଧ୍ୟ ପଚାରି ଚାଲିଥିଲେ। ଯାହାର ଉତ୍ତର ଦେଇ ପାରି ନଥିଲେ କର୍ମଚାରୀ ଜଣକ।
ଏହାପରେ ସେ ନିଜର କାନ ଧରି ଉଠ ବସ ହୋଇଥିଲେ। ଆଉ ନିଜର ଭୁଲ୍ ମଧ୍ୟ ମାନିଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।ଯାହାକୁ କି ବର୍ତ୍ତମାନ ସୁଦ୍ଧା ଅନେକ ଲୋକମାନେ ଦେଖି ସାରିଛନ୍ତି। ଆଉ ନିଜର ମତାମତ ମଧ୍ୟ ସେମାନେ ରଖିଛନ୍ତି।ତେବେ ଏହି ଭିଡିଓ ଦେଖିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.