Movie prime

ମଦ ପିଇ ବାର୍ ରେ ଡେଉଁଛି ସ୍ତ୍ରୀ ମୁଣ୍ଡ ପିଟି କାନ୍ଦୁଛି ସାମୀ

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ସ୍ବାମୀ ଙ୍କୁ ଛାଡପତ୍ର ଦେଇ ଘରେ ମଦ ପିଇ ଉତୁପାତ କରୁଛି ସ୍ତ୍ରୀ।ସ୍ବାମୀ ସହିତ ଝଗଡ଼ା କରି ସ୍ତ୍ରୀ ସବୁଦିନ ପାଇଁ ସ୍ବାମୀ ଙ୍କୁ ଛାଡି ଦେବାକୁ କହିଥିଲେ।ଶେଷରେ ଆଜି ସ୍ବାମୀ ଙ୍କୁ ଛାଡପତ୍ର ଦେଇ ସାରା ଜୀବନ ପାଇଁ ଦୂରେଇ ଦେଇଛି।ଏପଟେ ସ୍ତ୍ରୀ ଚାଲିଯିବା ପରେ ମୁଣ୍ଡ ପିଟି ପିଟି କାନ୍ଦୁଛି ସ୍ବାମୀ।
Gg
ଭାଇ ରାଲ ହେଉଛି ଘରର ବଢିଲା ଝିଅର କାରନାମା।ବାପା ମା ସାଙ୍ଗସାଥୀ ସମସ୍ତେ ଅଛନ୍ତି ଆଉ ସମସ୍ତଙ୍କ ଆଗରେ ଝିଅ ମଦ ପିଇ ନାଚି ନାଚି ମଜା କରିବାରେ ଲାଗିଛି।କେବଳ ନାଚ ନୁହେଁ ଝିଅର ସୁନ୍ଦର ଡ୍ରେସ୍ ସାଙ୍ଗ କୁ ତାର ନାଚ ର ତାଳେ ତାଳେ କମ୍ପି ଉଠୁଛି ପୁରା ଷ୍ଟେଜ।ସେପଟେ ଝିଅଟି ମଦ ପିଇ ନାଚିବାରେ ଲାଗିଛି ଅନ୍ୟପଟେ ଝିଅ ଉପରେ ବିଡା ବିଡା ନୋଟ ଉଡୁଛି।ଯୁବତୀ ଙ୍କ ସହିତ ତାଙ୍କ ପରିବାର ଲୋକେ ଏବଂ ସାଙ୍ଗସାଥୀ ମାନେ ଅଛନ୍ତି।
Tgt
ଆଉ ଖୁବ ମଜା କରି ସମସ୍ତେ ଏଞ୍ଜୟ୍ କରୁଛନ୍ତି।ଆପଣମାନେ ସାଧାରଣତଃ ଅନେକ ପାର୍ଟି ଦେଖିଥିବେ।କେଉଁଠି ବାହାଘର ପାର୍ଟି ତ ପୁଣି କେଉଁଠି ଜନ୍ମଦିନ ପାର୍ଟୀ। କିନ୍ତୁ ବର୍ତ୍ତମାନ ଯୁବତୀ ଜଣଙ୍କ ଯେଉଁ ପାର୍ଟୀ କରିଛନ୍ତି ତାହା ଆପଣମାନେ କେବେ ହେଲେ ଦେଖି ନଥିବେ। କାରଣ ଏଠାରେ ଝିଅର କୌଣସି ବାହାଘର ହେଉ ନାହିଁ କି ଜନ୍ମଦିନ ପାଳନ କରାଯାଉ ନାହିଁ।ଯୁବତୀ ଜଣଙ୍କ ତାଙ୍କ ସ୍ବାମୀ ଙ୍କୁ ଛାଡପତ୍ର ଦେଇଛନ୍ତି।
ସେ ତାଙ୍କ ସ୍ଵାମୀଙ୍କ ପାଖରୁ ସବୁଦିନ ପାଇଁ ଅଲଗା ହୋଇ ଯାଇଛନ୍ତି।ଆଉ ସେହି ଖୁସି ରେ ଯୁବତୀ ଜଣଙ୍କ ନିଜ ଘର ଭିତରେ ଏମିତି ମଦ ପିଇ ସାଙ୍ଗ ମାନଙ୍କ ସହିତ ପାର୍ଟି କରୁଛି।ଯାହାକି ବହୁତ ଲଜ୍ଜ୍ୟା ଜନକ ଅଟେ।ଏହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.