Movie prime

ସନ୍ଧ୍ୟା ସୁଦ୍ଧା ହେବ ପ୍ରବଳ ବର୍ଷା..ରାସ୍ତା ଘାଟ ବୁଡିବ ବର୍ଷା ପାଣି ରେ...

 
Hy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
Hh
ଚଳିତ ବର୍ଷ ରାଜ୍ୟରୁ ମୌସୁମୀ ଫେରିବାରେ ବିଳମ୍ବ ହୋଇପାରେ। ସେପଟେ ଉତ୍ତର ବଙ୍ଗପୋସାଗରରେ ମୌସୁମୀ ନିଷ୍କ୍ରିୟ ଅଛି। ୯ ତାରିଖ ବେଳକୁ ତାମିଲନାଡୁ ପାଖ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ କେରଳ ପାଖ ଦକ୍ଷିଣ ପୂର୍ବ ଆରବ୍ ସାଗର ଯାଏଁ ଏକ ଘୂର୍ଣୀ ବୋଳୟ ସୃଷ୍ଟି ହୋଇପାରେ । ଆଉ ପରେ ଏହା ଲଘୁଚାପ ଏବଂ ଗଭୀର ଅବପାତରେ ପରିଣତ ହେବ । ଯାହା ପ୍ରଭାବରେ ୧୬ ଓ ୧୭ ତାରିଖରେ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ପାଖରୁ ପୂର୍ବାନୁମାନ କରାଯାଇଛି ।
Gh
ତେବେ ଅକ୍ଟବୋର୍ ୧୫ ତାରିଖ ଯାଁଏ କୌଣସି ଘୂର୍ଣୀ ବଳୟ ସୃଷ୍ଟି ହେବାର ସମ୍ଭବନା ନାହିଁ ।କିନ୍ତୁ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣୀ ବଳୟ ଏବେ ବଡ଼ ଗୋଟାଏ ପରବର୍ତ୍ତୀ ୨ ଦିନରେ ଦକ୍ଷିଣ ଆରବ ସାଗର ଉପରେ ଲଘୁଚାପ ରେ ପରିଣତ ହୋଇପାରେ। ଯାହା ପରବର୍ତ୍ତୀ ସମୟରେ ଉତ୍ତର ଆଡକୁ  ଗତି କରି ୧୪ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ତେଣୁ ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି ।ସେପଟେ ଗତକାଲି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗଞ୍ଜାମ ଠାରୁ କଟକ ଯାଏଁ ଘଡ଼ଘଡ଼ି ବର୍ଷା ହୋଇଛି।
ସେହିପରି ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଘଡଘଡି ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।ପରେ 11 ରୁ 17 ତାରିଖ ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଏହି ଲଘୁଚାପ  ଘନୀଭୂତ ହୋଇ ଅବପାତ ରେ ପରିଣତ ହୋଇପାରେ ।ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ଏହି ପାଇଁ ରାଜ୍ୟରେ ବହୁତ୍ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.