Movie prime

ସାନିଆ ମିର୍ଜାଙ୍କୁ ବାହା ହେଲେ ଭାରତୀୟ କ୍ରିକେଟର ମହମ୍ମଦ ସମୀ ? ଜାଣନ୍ତୁ ଆସିଲା ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଏବେ ଭାଇରାଲ ହେବାରେ ଲାଗିଛି ଶାମୀ ଏବଂ ସାନିଆଙ୍କର ଫୋଟ। ଏହାକୁ ନେଇ ମୁଁହ ଖୋଲିଲେ ସାନିଆଙ୍କ ବାପା। ମହମ୍ମଦ ଶାମୀ ଏବଂ ସାନିଆ ମିର୍ଜା ବାହାଘର ଖବର ଏବେ ପୁରା ହାଇଲାଇଟରେ ରହିଛି। ଦୁହେଁ ବିବାହ କରିନେଇଥିବା ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 
Gg
ଅନେକ ଲୋକ ସେସବୁ ଫୋଟ ଦେଖି ଦୁହିଁଙ୍କୁ ଅଭିନନ୍ଦନ ଦେଉଥିବା ବେଳେ ଆଉ କେହି ଏହାକୁ ଗୁଜବ ବୋଲି କହୁଛନ୍ତି। ପ୍ରକୃତରେ ଦୁହିଁଙ୍କୁ ନେଇ ଯେଉଁ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେସବୁ ଉପରେ ମୁଁହ ଖୋଲିଛନ୍ତି ସାନିଆ ମିର୍ଜାଙ୍କ ବାପା ଇମ୍ରାନ ମିର୍ଜା। ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଇମ୍ରାନ କହିଛନ୍ତି ଯେ ଏସବୁ ଅପପ୍ରଚାର କରାଯାଉଛି। ବାସ୍ତବରେ ଏହା ପଛରେ କୌଣସି ପ୍ରକାରର ସତ୍ୟତା ନାହିଁ। 
Fff
ସାନିଆଙ୍କ ବାପା କହୁଛନ୍ତି ଯେ, ବାହାଘରକୁ ନେଇ ଉଠିଥିବା କଥାରେ କିଛି ସତ୍ୟତା ନାହିଁ। ଆଉ କହିଛନ୍ତି ସାନିଆ କେବେବି ଶାମିଙ୍କୁ ଭେଟି ନାହାଁନ୍ତି। କହିବାକୁ ଗଲେ ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନ କ୍ରିକେଟର ସ୍ୱେବ୍ ମଲ୍ଲିକଙ୍କୁ ବିବାହ କରିଥିଲେ। ଆଉ ଚଳିତବର୍ଷ ଉଭୟଙ୍କର ଛା-ଡ଼-ପ-ତ୍ର ହେଲା ପରେ ସ୍ୱେବ୍ ନିକଟରେ ପାକିସ୍ଥାନର ଏକ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। କ୍ରିକେଟ ମହମ୍ମଦ ଶାମୀ ମଧ୍ୟ ପତ୍ନୀ ହସିନାଙ୍କ ଠାରୁ ଅଲଗା ରହୁଛନ୍ତି। 
ଆଉ ଏହି ସମୟରେ ଉଭୟଙ୍କର ବାହାଘର ଫୋଟ ଭାଇରାଲ ହେଉଥିଲା ଯାହାକୁ ସତ ମାନି ନେଇଥିଲେ ନିଟିଜିସ। ଆଉ ଉଭୟଙ୍କ ଭାଇରାଲ ହେଉଥିବା ଫୋଟ ହେଉଛି ସ୍ୱେବ୍ ଆଉ ସାନିଆଙ୍କ ବାହାଘର ସମୟର। ୨୦୧୦ର ସେହି ଫୋଟକୁ ବିକୃତ କରାଯାଇ ସେଥିରେ ମହମ୍ମଦ ଶାମୀଙ୍କ ଫୋଟ ଲଗାଯାଇଛି। ଜୁନ ୧୨ରେ ଫୋଟ ପୋଷ୍ଟ ହେବା ପରେ ଭାଇରାଲ ହେଇଥିଲା। ଯାହାକୁ ନେଇ ସାନିଆଙ୍କ ବାପା ଏବେ ସ୍ପଷ୍ଟ କରି ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.