Movie prime

ସାରା ଗାଆଁ ରେ ପଡ଼ିଗଲା ଚହଳି...ଭାଇମାନେ ଦଉଡ଼ି ଆସ, ମଣିଷ ଖିଆ ରାକ୍ଷସ ଆସିଚି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Vv
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଭୁବନେଶ୍ୱର କୁଆଖିଆ ନଦୀ ନିକଟରେ ଦେଖିବାକୁ ମିଳୁଛି ଘୁରି ବୁଲୁଛି ଏକ ମଣିଷ ଖିଆ ବିରାଟକାୟ କୁମ୍ଭୀର। ଯାହାକୁ ଦେଖିବା ପାଇଁ ହାଇଟେକ୍ ଛକରୁ ବାଲିଯାତ୍ରା ପଡ଼ିଆ ଯିବା ରାସ୍ତାରେ ଲାଗିଛି ଭିଡ଼। 
Vfd
କାରଣ କୁଆଖିଆ ନଦୀ ପୀଠରେ ଆତଙ୍କ ରହିଛି କୁମ୍ଭୀର। ଆଜି ଏହି ଦୃଶ୍ୟ ଦେଖିବାକୁ ମିଳିଛି। ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଆଜି କିଛି ଲୋକ ଗାଧୋଇଥିବା ସମୟରେ କୁମ୍ଭୀର ନଦୀପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ଅନ୍ୟ ଗାଁ ଲୋକଙ୍କୁ ଖବର ଦେବା ପରେ ସେଠାରେ ଅନ୍ୟ ଲୋକ ମାନେ ଆସି ପହଞ୍ଚି ଭିଡ଼ ଜମାଇ ଥିବାର ଦେଖିବାକୁ ମିଳିଛି। ତେବେ ଜନବହୁଳପୂର୍ଣ୍ଣ ଭୁବନେଶ୍ୱର ଭଳି ଅଞ୍ଚଳରେ ଏହି ବିରାଟକାୟ କୁମ୍ଭୀର ଦେଖାଦେବା ପରେ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହେଇଛି। 
ତେବେ ଆପଣ ମାନେ ତ ପୂର୍ବରୁ କେନ୍ଦ୍ରାପଡା ବା ବାଲେଶ୍ଵରରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ପାଇଥିନେ। କେତେବେଳେ କୁମ୍ଭୀର ବାସନ ମାଜୁଥିବା ସମୟରେ ବୃଦ୍ଧଙ୍କୁ ଭିଡ଼ି ନେଇଛି ଖବର ଦେଖିବାକୁ ପାଇଥିବେ। ତେବେ ବର୍ତ୍ତମାନ ଏହି ଖବର ସମ୍ନାକୁ ଆସିବା ପରେ ବନବିଭାଗ କର୍ମଚାରୀ ମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ତେବେ କୁମ୍ଭୀରଟି କେଉଁଠୁ ଆସିଛି ଏବଂ ନଦୀରେ ଗୋଟିଏ କୁମ୍ଭୀର ନା ଆହୁରି ଅନେକ କୁମ୍ଭୀର ରହିଛନ୍ତି ତାକୁ ମଧ୍ୟ ବନ ବିଭାଗ କର୍ମଚାରୀ ମାନେ ତଦନ୍ତ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.