Movie prime

ଶାଶୁ ର କଟାମୁଣ୍ଡ ଧରି ଗାଁ ମଝିରେ ବୁଲୁଥିଲା ବୋହୂ ହଠାତ୍‌ ଧରିପକାଇଲେ ଗାଁ ଲୋକ ଆଉ ତାପରେ

 
Gg
ଗାଁରେ ଶାଶୁର କଟା ମୁଣ୍ଡ ଧରି ବୁଲୁଥିଲା ବୋହୂ । ଶାଶୁର କଟା ମୁଣ୍ଡକୁ ବ୍ୟାଗ୍ ଭିତରେ ଭର୍ତ୍ତି କରିଦେଇ ବୁଲୁଥିଲା ବୋହୂ । ଏହି ବୋହୂ ଜଣକ ଏହି ବ୍ୟାଗ୍ ଧରି ବୁଲୁଥିଲେ ଆଉ ତାଙ୍କୁ ଲୋକମାନେ ଦେଖି ଦେଇଥିଲେ । ଏହି ବ୍ୟାଗରୁ ରାସ୍ତାରେ ରକ୍ତ ଥୋପା ଠୋପା ହୋଇ ପଡ଼ୁଥିଲା । ବୋହୂ ଜଣକ ତରବର ହୋଇ ଶାଶୁର କଟା ମୁଣ୍ଡକୁ ପୋତିବାକୁ ଯାଉଥିଲା । ଏହି ସମୟରେ ଏଭଳି ଦୃଶ୍ୟ ଗ୍ରାମବାସୀ ଦେଖିବା ପରେ ଏହି ମହିଳା ଜଣଙ୍କୁ ଅଟକାଇଥିଲେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାଙ୍କୁ ଦେଖିପାରିବେ ।
Hh
ଏହି ଯୁବତୀ ଜଣଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । ଏହି ଯୁବତୀ ଜଣକ ଯିଏ କି ଘରର ବୋହୂ ଆଉ ସେ ମୁହଁ ତଳକୁ କରି ନୀଳ ରଙ୍ଗର ସୁଟକେସ ଧରିଥିଲେ । ଆଉ ଏହି ସୁଟକେସ ସାଙ୍ଗରେ ନେଇ ଯାଉଥିବା ମହିଳା ଜଣଙ୍କୁ ସାଥ ଦେବା ପାଇଁ ତାଙ୍କ ସହିତ ଆଉ ଜଣେ ମହିଳା ଯାଉଥିଲେ । ଏହି ଦୁଇଜଣଙ୍କୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଯେତେବେଳେ ରାସ୍ତାରେ ଏହି ମହିଳାଙ୍କ ସୁଟକେସରୁ ରକ୍ତ ଟୋପା ପଡୁଥିବାର ବ୍ୟକ୍ତି ଜଣକ ଦେଖି ଦେଇଥିଲେ ।
Gg
ଏହାପରେ ବ୍ୟକ୍ତି ଜଣକ ସନ୍ଦେହ କରିବାରେ ଲାଗିଥିଲେ । ଆଉ ଏହି ବ୍ୟକ୍ତି ଜଣକ ବୋହୂ ଜଣଙ୍କୁ ବ୍ୟାଗରେ କଣ ଅଛି ବୋଲି ପଚାରି ଦେଇଥିଲେ । ଆଉ ଏହାପରେ ଏହି ବୋହୂ ଜଣଙ୍କୁ ଯେତେବେଳେ ବ୍ୟକ୍ତି ଜଣକ ଏଭଳି ରକ୍ତ ବାହାରିଥିବାର ପଚାରିଥିଲେ ସେହି ମହିଳା ଜଣକ କହିଥିଲେ କି ତାଙ୍କ ଘରର କୁକୁର ମରି ଯାଇଥିଲା ଆଉ ତାକୁ ଏହି ବ୍ୟାଗ୍ ଭିତରେ ଆଣି ପୋତିବାକୁ ନେଉଛନ୍ତି ବୋଲି କହିଥିଲେ । ଏହାପରେ ଏହି ବ୍ୟକ୍ତି ଜଣଙ୍କ ତାଙ୍କୁ ଦେଖାଇବାକୁ କହିଥିଲେ ।
ତାପରେ ସତ୍ୟ କଣ ସାମ୍ନାକୁ ଆସିଥିଲା । ଏହି ବ୍ୟାଗ୍ ଖୋଲିବା ପରେ ସେଥିରେ ଜଣେ ମହିଳାଙ୍କ କଟା ମୁଣ୍ଡ ସହ କିଛି ଅଙ୍ଗପ୍ରତ୍ୟଙ୍ଗ ଥିବାର ଦେଖିଥିଲେ । ଏହି କଟା ମୁଣ୍ଡ ହେଉଛି ଏହି ମହିଳା ଜଣଙ୍କ ଶାଶୁଙ୍କର । ଏହି ଘଟଣା କୋଲକାତା ସହରରେ ଦେଖିବାକୁ ମିଳିଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ଏହି ବୋହୂ ଜଣଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । 
ଯେତେବେଳେ ପୋଲିସ ଏହି ଘଟଣାକୁ ନେଇ ବୋହୂ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲେ ସେତେବେଳେ ଏହି ଘଟଣା ସବୁ ବୋହୂ କହିଥିଲା । ବୋହୂ ଜଣକ ଶାଶୁ ସହ ଝଗଡ଼ା କରିଥିଲା ଆଉ ଏହାପରେ ଏହି ଶାଶୁ ଜଣଙ୍କର ବୋହୂ ଜଣକ ତଣ୍ଟି ଚିପି ମାରି ଦେଇଥିଲେ । ଆଉ ଏହାପରେ ତାକୁ କାଟି ଖଣ୍ଡ ଖଣ୍ଡ କରି ବ୍ୟାଗରେ ପୁରାଇ ଦେଇ ଫୋପାଡିବା ପାଇଁ ନେଉଥିବା ସମୟରେ ଏହି ବ୍ୟକ୍ତି ଜଣକ ଦେଖି ଦେଇଥିଲେ ଆଉ ଏହାପରେ ଏହି କଥା ସାମ୍ନାକୁ ଆସିଥିଲା ।

Around The Web