Movie prime

ଶାଶୁର କଟାମୁଣ୍ଡ ଧରି ଗାଁ ମଝିରେ ବୁଲୁଥିଲା ବୋହୂ ହଠାତ୍‌ ଧରିପକାଇଲେ ଗାଁ ଲୋକ ଆଉ ତାପରେ

 
Gg
ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ଦୁନିଆରେ କାହା ଘରେ କଳି ଝଗଡ଼ା ନାହିଁ । ଦୁନିଆରେ ସମସ୍ତଙ୍କ ଘରେ ପାଟିତୁଣ୍ଡ ହୋଇଥାଏ କିନ୍ତୁ ପାଟିତୁଣ୍ଡ ଏଭଳି ରୂପ ନେବ ବୋଲି କେହି କେବେ ଭାବି ନଥିଲେ । ଘରର ଝଗଡ଼ା ଭାଇଙ୍କର ରୂପ ନେଇଛି । ଏବେ ଏହାକୁ ନେଇ ଆସୁଛି ଖବର ।
Bc
ଶାଶୁ ବୋହୂ ଭିତରେ ତ ଝଗଡ଼ା ହୋଇଥାଏ । କିନ୍ତୁ ଝଗଡ଼ା ପରେ ମଧ୍ୟ ସେମାନେ ମିଶି ଥାଆନ୍ତି । ଗୋଟେ ଝିଅ ଶାଶୂଘରକୁ ଅନେକ ଆଶା ନେଇ ଆସିଥାଏ । ଏହି ଝିଅ ମଧ୍ୟ ଠିକ୍ ସେମିତି ଆସିଥିଲା କିନ୍ତୁ ଶାଶୁ ବୋହୂ ଭିତରେ ଝଗଡ଼ା ହେବାରୁ ବୋହୂ ଜଣକ ଏଭଳି ନୃଶଂସ ହୋଇଯିବ ସେକଥା କିଏ ବା ଜାଣିଥିଲା । ବୋହୂ ଜଣକ ବ୍ୟାଗ୍ ଧରି ଗାଁ ରାସ୍ତାରେ ଯାଉଥିଲା । ଆଉ ଏହି ବ୍ୟାଗରୁ ରକ୍ତ ପଡୁଥିଲା । ଏହି ବ୍ୟାଗ୍ ଦେଖି ଗାଁ ଲୋକମାନେ ବୋହୂ ଜଣଙ୍କୁ ଅଟକାଇ ଦେଇଥିଲେ । ଏହି ବୋହୂ ଜଣକ ଶାଶୁକୁ ମାରି ତାର ମୁଣ୍ଡ ଅଲଗା କରି ଦେଇଥିଲା । 
Gg
ବୋହୂ ଜଣକ ଶାଶୁ ଜଣଙ୍କୁ ମାରି ଦେଇ ତାର ମୁଣ୍ଡକୁ ଏକ ସୁଟକେସ ଭିତରେ ପୁରାଇ ଗାଁ ରାସ୍ତାରେ ଯାଉଥିଲା । ଆଉ ଲୋକମାନେ ତାଙ୍କୁ ଏହି ବ୍ୟାଗରେ କଣ ଅଛି ବୋଲି ପଚାରିବାରୁ ସେ ତାଙ୍କ ଘରର କୁକୁର ମରି ଯାଇଛି ବୋଲି କହିଥିଲେ କିନ୍ତୁ ଗାଁ ଲୋକମାନଙ୍କର ସନ୍ଦେହ ହୋଇଥିଲା । ଆଉ ଗାଁ ଲୋକମାନେ ସେହି ବ୍ୟାଗ୍ ଖୋଲିବାକୁ କହିଥିଲେ । ତାପରେ ବ୍ୟାଗ୍ ଖୋଲିଲା ବେଳକୁ ଏହି ବୋହୂ ଜଣଙ୍କର ଶାଶୁର କଟା ମୁଣ୍ଡ ବାହାରି ଥିଲା । ଆଉ ଏହି ବୋହୂ ଜଣକ ସହିତ ଆଉ ଜଣେ ମହିଳା ମଧ୍ୟ ଥିଲେ ।
ଏହି ବୋହୂ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ ଏହି ଘଟଣା ବିଷୟରେ ଜାଣିବା ପରେ ବୋହୂ ଜଣଙ୍କର ଏଭଳି କାମ ଦେଖି ଗାଁ ଲୋକମାନେ ପୋଲିସ ଥାନାକୁ କଲ୍ କରିଥିଲେ । ଆଉ ପୋଲିସ ଆସି ଏହି ଘଟଣାରେ ବୋହୂ ଜଣଙ୍କୁ ଗିରଫ କରିଛି । ଆଉ ବୋହୂକୁ ପଚାରିବାରୁ ସେ ସବୁ ସତ କଥା କହିଥିଲା । ଏହି ବୋହୂ ଜଣକ କହିଥିଲା ଶାଶୁ, ବୋହୂ ଭିତରେ ଝଗଡ଼ା ହୋଇଥିଲା ଆଉ ଏହି ଝଗଡ଼ାରେ ବୋହୂ ଜଣକ ରାଗି ଯାଇ ଏଭଳି କାମ କରିଛି । ବୋହୂ ଶାଶୁ ଜଣଙ୍କୁ ମାରିଦେଇଛି ବୋଲି ପୋଲିସ ଆଗରେ ମନିଛି ବୋହୂ । ଏବେ ଏହି ଘଟଣାର ଅଧିକ ତଦନ୍ତ କରୁଛି କୋଲକାତା ପୋଲିସ ।

Around The Web