Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଶାଶୁଙ୍କ ଦୁଃଖ ବୁଝିବାକୁ ବୋହୂ ତୃପ୍ତିଙ୍କୁ ଏମିତି କହିଲେ ବାବୁସାନ୍

 
Bb
ଆପଣମାନେ ସମସ୍ତେ ଓଲିଉଡ ଜଗତର ଏକ ବଡ ଦୁଃଖଦ ଖବର ତ ନିକଟରେ ପାଇଥିବେ । ଓଲିଉଡ ଜଗତର ସବୁଠାରୁ ଦୁଃଖ ଖବର ହେଉଛି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ହୋଇଛି । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରି ଆଜି ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି । ଏହି ଅଭିନେତା ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି କିନ୍ତୁ ତାଙ୍କର ଅଭିନୟ ଏବେ ସବୁଠି ଚର୍ଚ୍ଚା ହେଉଛି । ଏବେ ତାଙ୍କୁ ନେଇ ଅଭିନେତା ବୁଦ୍ଧାଦିତ୍ୟ କିଛି କଥା କହିଛନ୍ତି । 
Hh
ଅଭିନେତା ବୁଦ୍ଧାଦିତ୍ୟ ଅଭିନେତା ଉତ୍ତମ ମହାନ୍ତିଙ୍କୁ ମଉସା ବୋଲି ଡାକନ୍ତି । ଆଉ ସେ ତାଙ୍କ ପାଇଁ ଆଜି କଳାକାର ହୋଇଛନ୍ତି ବୋଲି କହିଛନ୍ତି । ୧୯୮୨ ମସିହାରେ ଅଭିନେତା ଉତ୍ତମ ମହାନ୍ତି ରାମାୟଣରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିଲେ । ଆଉ ତାଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ ଲାଗିଥିଲା । ସେତେବେଳେ ଉତ୍ତମ ମହାନ୍ତିଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ଦର୍ଶକମାନଙ୍କର ଏଭଳି ଭିଡ ଲାଗିଥାଏ ଯାହା ବହୁତ ଅଧିକ ଅଟେ । ଏବେ ଏହା ଏବେକାର ଲୋକମାନେ ଜାଣି ନାହାନ୍ତି ବୋଲି ଅଭିନେତା ବୁଦ୍ଧାଦିତ୍ୟ କହିଛନ୍ତି ।
Bb
ଅଭିନେତା ବୁଦ୍ଧାଦିତ୍ୟ କହିଛନ୍ତି ଉତ୍ତମ ମହାନ୍ତି କେବଳ ତାଙ୍କର ମଉସା ନଥିଲେ ସେ ତାଙ୍କ ଯାନ୍, ଜୀବନ, ହୃଦୟର ଧଡକନ୍, ଆଉ ତାରକା ଥିଲେ । ସେ ଯଦି ଆଜି ଅଭିନେତା ହୋଇଛନ୍ତି ଆଉ ଲୋକଙ୍କୁ ସାହାଯ୍ୟ କରି ପାରୁଛନ୍ତି ତାହା କେବଳ ଏହି ଅଭିନେତା ଜଣଙ୍କ ପାଇଁ । ସେ ଯଦି ଆଜି ଉପକୃତ ହୋଇଛନ୍ତି ତାହା ଉତ୍ତମ ମହାନ୍ତିଙ୍କ ପାଇଁ ସମ୍ଭବ ହୋଇଛି । ଜଗନ୍ନାଥଙ୍କ ଭକ୍ତ ମଧ୍ୟ ହୋଇଥିଲେ ଅଭିନେତା ଉତ୍ତମ ମହାନ୍ତି । ଅଭିନେତା ଉତ୍ତମ ମହାନ୍ତି ଅନେକ ଫିଲ୍ମ କରିଛନ୍ତି । ସେ ନବେ ଶତକର ଜଣେ ସୁପରଷ୍ଟାର ଥିଲେ । 
ଓଡ଼ିଆ ଫିଲ୍ମ ଜଗତରେ ବା ଲୋକମାନଙ୍କର କାହାର ଯଦି କିଛି ଅସୁବିଧା ହୋଇଥାଏ ତାହେଲେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ ଅଭିନେତା ଉତ୍ତମ ମହାନ୍ତି । ରାତି ହେଉ କି ଦିନ ସେ ସବୁବେଳେ ଲୋକଙ୍କୁ ସାହାଯ୍ୟ କରୁଥିଲେ । ଏହି ଅଭିନେତା ଜଣକ ଆଉ ଆମ ଗହଣରେ ନାହାଁନ୍ତି । ତାଙ୍କ ସ୍ଥାନ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି । ତାଙ୍କ ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ । ଅଭିନେତା ଉତ୍ତମ ମହାନ୍ତିଙ୍କ ନାଁ ଯେମିତି ତାଙ୍କ କାମ ବି ଉତ୍ତମ ଥିଲା । ଏଭଳି ଅନେକ କଥା ଅଭିନେତା ବୁଦ୍ଧାଦିତ୍ୟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିଷୟରେ କହିଛନ୍ତି ।

Around The Web