Movie prime

ଭାଉଜ କୁ ମନ୍ଦିର ନେବି କହି..ସାଙ୍ଗ ରୁମ୍ କୁ ନେଇ କଲା ସେ-କ୍ସ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାପୁଆ କେଳା ସହ ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମିକା। ସୁନ୍ଦରୀ ପ୍ରେମିକା ନିଜ ପ୍ରେମିକ ଠାରୁ ମନ ଭରି ନେଇଥିଲା ଆଉ ସେଥିପାଇଁ ସାପୁଆ କେଳା ସହ ଅବୈଧ ସମ୍ପର୍କ ରଖି ପ୍ରେମିକ ବିଷଧର ସାପ କୁ ଭଡ଼ାରେ ନେଇ ଆସିଥିଲା।
ଏହି ପ୍ରେମିକା ଜଣକ ନାମ ହେଉଛି ମାହି। ଯାହାକୁ ଥରେ ଦେଖିବା ମାତ୍ରେ ସମସ୍ତଙ୍କ ଆଖି ତାହା ଉପରେ ଲାଖି ଯିବ। ଆଉ ମାହି ର ଗୋଟେ ବୋଲି ପ୍ରେମିକ ମଧ୍ୟ ଥିଲା।
Hh
ଏହି ଯୁବକ ଜଣକ ନାମ ହେଉଛି ଅଙ୍କିତ। ଦୁହିଁଙ୍କ ଯୋଡ଼ି ମଧ୍ୟ ଖୁବ ସୁନ୍ଦର ଦେଖା ଯାଉଥିଲା।ଦୁହିଁଙ୍କୁ ଉପରବାଲା ଏକାଠି କରିଛନ୍ତି ବୋଲି ସମସ୍ତେ ଏହା ଭାବୁଥିଲେ। ମାହି ନିଜ ସୁନ୍ଦରତା କୁ ନେଇ ଗର୍ବ
କରୁଥିବା ବେଳେ ଅଙ୍କିତ ତାକୁ ଆମ ସମାଜ ଠାରୁ ସବୁବେଳେ ଦୂରେଇ ରହିବାକୁ ମଧ୍ୟ କହୁଥିଲା। ସବୁବେଳେ ନିଜ ପ୍ରେମିକା କୁ ପିନ୍ଧିବା ପୋଷକ ଠାରୁ ଆରମ୍ଭ କରି ଖାଇବା ଖାଦ୍ୟ ପର୍ଯ୍ୟନ୍ତ ସବୁଥିରେ ନଜର ମଧ୍ୟ ରଖୁଥିଲା।
ଏହାକୁ ନେଇ ପ୍ରେମିକା ମାହି ନିଜ ପ୍ରେମିକ ଉପରେ ବିରକ୍ତ ହୋଇ ଯାଇଥିଲା। ଏହାପରେ ସେ ନିଜ ଠାରୁ ଅଙ୍କିତ କୁ ଦୂରେଇ ଦେବାକୁ ମଧ୍ୟ ଚେଷ୍ଟା କରିଥିଲା। ଆଉ ତାହା ଭିତରେ ମଧ୍ୟ ମାହି ଆଉ ଜଣେ ଯୁବକର ପ୍ରେମରେ ପଡି ଯାଇଥିଲା।
Uy
ସେ ମାହି କୁ ସବୁଥିରେ ସ୍ଵାଧୀନତା ମଧ୍ୟ ଦେଇ ଦେଇଥିଲା। ଏହାପରେ ମାହି ର ଦ୍ଵିତୀୟ ପ୍ରେମିକ ତାକୁ କହିଥିଲା କି ତାର ପ୍ରଥମ ପ୍ରେମିକ କୁ ବିଷଧର ସାପ ଦ୍ବାରା ମାରି ଫେରାର ହୋଇଯିବା ପାଇଁ।
ଆଉ ଏହାପରେ ମଧ୍ୟ ମାହି ତାର ପ୍ରେମିକ କୁ ମାରିବା ଏକ ସାପୁଆ କେଳା ଠାରୁ ବିଷଧର ସାପ ଆଣିଥିଲା। ଏହାପରେ ଅଙ୍କିତ କୁ କଲ୍ କରି ବୁଲିବାକୁ ଯିବା ପାଇଁ ମଧ୍ୟ ପ୍ଲାନ୍ କରିଥିଲା।
ଏହାପରେ ମାହି ଅଙ୍କିତ ର କାର ଭିତରେ ଏକ ବିଷଧର ସାପ ଛାଡ଼ି ଦେଇଥିଲା। ଏହାପରେ ସେହି ବିଷଧର ସାପ ହିଁ କାର ଭିତରେ ଅଙ୍କିତ କୁ କାମୁଡି ଦେଇଥିଲା। ଆଉ ଏବେ ସେହି ଅଭିଯୁକ୍ତ ମାହି କୁ ପୋଲିସ ଗିରଫ କରି ନେଇ ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.