Movie prime

ସେ ଟୋକାକୁ ଧରି... ଝିଅ ସହ ବାହାଘର କରୁ ପୋଲିସ୍

 
Gg
ବାପୁ ନାମକ ଜଣେ ବ୍ୟକ୍ତି ଏବେ ଭିଡିଓ ଭାଇରାଲ୍ ହେବାକୁ ନେଇ ଏମିତି କିଛି କହିଥିଲେ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି। ଭିଡିଓ ଭାଇରାଲ୍ କେମିତି ହୁଏ? କାହିଁକି ହୁଏ? ଆଉ କିଏ କରେ ତାହା ପ୍ରଥମେ ଜାଣିବା ଦରକାର୍ ବୋଲି ସେ କହିଥିଲେ। ସେ କହିଥିଲେ କି ତାଙ୍କର ଏତେ ବର୍ଷ ସମାଜସେବା କରିବା ଭିତରେ ସେ କେବେ ହେଲେ ମଧ୍ୟ ଏହା ଜାଣି ନାହାଁନ୍ତି ଯେ ଗୋଟେ ଝିଅ କାହାକୁ ବ୍ଲାକମେଲ କରିବା ପାଇଁ ଭିଡିଓ ଭାଇରାଲ୍ କରିଥିବ।
Bb
କେବଳ ପୁରୁଷ ମାନେ ହିଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଭିଡିଓ ସବୁ ଭାଇରାଲ କରିଥାନ୍ତି। ସୋସିଆଲ ମିଡ଼ିଆ ରେ ମହିଳା ମାନେ ମଧ୍ୟ ଖୁବ୍ ଖରାପ ଭିଡିଓ ସବୁ ସୋସିଆଲ ମିଡ଼ିଆ ରେ ତାଙ୍କର ଅଙ୍ଗ ପ୍ରଦର୍ଶନ କରି ପୋଷ୍ଟ କରନ୍ତି ବୋଲି କହିଥିଲେ। ପୁରୁଷ ଏମିତି କରି ପାରେନା। ମହିଳା ମାନଙ୍କୁ ବସ୍ତ୍ର ପିନ୍ଧିବାରେ ସଞ୍ଜତ ରଖିବା କଥା ମଧ୍ୟ କହିଥିଲେ। ଏବେ ପ୍ରେମ ପ୍ରତାରଣା ନାମରେ ସବୁ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
Bb
ସେ କହିଥିଲେ କି ଯେଉଁ ଯୁବତୀଙ୍କ ଭିଡିଓ ଏବେ ଭାଇରାଲ ହେଉଛି ସେ ମିଡ଼ିଆ ସାମ୍ନାରେ ଆସି କହିଛନ୍ତି କି ବିବାହର ପ୍ରଲୋଭନ ଦେଖାଇ ପୁଅଟି ତାଙ୍କ ସହ ଏମିତି କରିଛି ବୋଲି। ଯାହାକୁ ନେଇ ବ୍ୟକ୍ତି ଜଣକ କହିଥିଲେ କି ତାହାଲେ ବିବାହ ପୁର୍ବରୁ ଏତେ ତଳ ସ୍ତରକୁ ଯାଇ ସେ ଏଭଳି କାମ ବାସ୍ତବରେ କରୁଥିଲେ କଣ ପାଇଁ। ଆଉ ପୁରୁଷ ମାନଙ୍କୁ କହିଥିଲେ କି ଏଭଳି ଭିଡିଓ କରିବା କଣ ଦରକାର।
ଆଉ ତାକୁ ସୋସିଆଲ ମିଡ଼ିଆ ରେ ମଧ୍ୟ ଛାଡ଼ିବା କଣ ଦରକାର। ଏହା ଦ୍ବାରା ସେ ଝିଅର ଜୀବନ ସହ ସେ ଖେଳ ଖେଳି ସାରିଛନ୍ତି। ଯାହା ଦ୍ଵାରା କି ସେ ଝିଅଟି ଆଉ ଜୀବନ ସାରା ବାହା ହୋଇ ପାରିବ ନାହିଁ। ଝିଅକୁ ଏତେ ଲଜ୍ୟା ଲାଗୁଥିବ କି ସେ ଏବେ କେଉଁଠାରେ ହେଲେ ମଧ୍ୟ ରହି ପାରୁ ନଥିବ। ସମସ୍ତଙ୍କ ବଞ୍ଚିବାର ଅଧିକାର ରହିଛି। ସେଥିପାଇଁ ଏଭଳି ଆଦୌ କରିବା କଥା ନୁହେଁ। ଆଉ ଝିଅ ମାନେ ମଧ୍ୟ ବାହାଘର ପୁର୍ବରୁ ଏଭଳି କରିବା କଥା ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.