Movie prime

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମାମଲାରେ ନୂଆ ମୋଡ଼ ଦେଖନ୍ତୁ ପତ୍ନୀ ବିଦ୍ୟାଶ୍ରି ଆଣିଲେ ବଡ଼ ଅଭିଯୋଗ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ବନ୍ଧୁଗଣ ବିଦ୍ୟାଶ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି- ସେ କହିଛନ୍ତି ସସ୍ମିତା ତାଙ୍କ ଉପରେ ଯେଉଁ ସବୁ ଆଲିଗେସନ୍ ଲଗେଇଛନ୍ତି ସେସବୁ ମିଥ୍ୟା। 
Hh
ବିଦ୍ୟାଶ୍ରୀ କେବେ ହେଲେ ସୋସିଆଲ ମିଡିଆରେ ଅଶିଳ ଭାଷା କହିବା ଏବଂ ଅଶିଳ ପୋଷ୍ଟ ମଧ୍ୟ କରିନାହାଁନ୍ତି ବୋଲି କହିଛନ୍ତି। ବିଦ୍ୟାଶ୍ରୀ କେବଳ ସମାଜ ସେବା ଭିଡିଓ ପୋଷ୍ଟ ଏବଂ ଆଧ୍ୟାତ୍ମିକ ଭିଡିଓ ପୋଷ୍ଟ କରନ୍ତି ବୋଲି କହିଛନ୍ତି। ସ୍ମିତା ୪ ବର୍ଷ ହେଇଯିବ ବିଦ୍ୟାଶ୍ରୀଙ୍କ ସ୍ବାମୀଙ୍କୁ ବଞ୍ଚିଥିବା ସମୟରେ ବି କେତେ କଥା କହୁଥିଲେ ଆଉ ଏବେ ସେ ମରିଗଲା ପରେ ବି ତାଙ୍କୁ ଖରାପ କଥା କହୁଛନ୍ତି ବୋଲି କହିଛନ୍ତି ବିଦ୍ୟାଶ୍ରୀ। ତଥାପି ବି ବିଦ୍ୟାଶ୍ରୀଙ୍କ ପାଖରେ ପ୍ରମାଣ ଥାଇ ମଧ୍ୟ ସେ କେବେବି ପ୍ରତିବାଦ କରିନାହାଁନ୍ତି। 
ସ୍ମିତା ବିଦ୍ୟାଶ୍ରୀଙ୍କ ସ୍ବାମୀଙ୍କ ଚରିତ୍ର ସଂହାରକୁ ଏକ ଭିଡିଓ ପୋଷ୍ଟ କରିଥିଲେ। ସ୍ମିତା ପ୍ରଥମେ ଏକ ଭିଡିଓ ବନେଇଥିଲେ ସେହି ଭିଡିଓଟି ସୁସ୍ଥ ସମାଜ ପାଇଁ ଗ୍ରହଣୀୟ ନୁହେଁ। ବହୁତ ସମାଜସେବୀ ଭାଇ ଭଉଣୀ ମାନେ ମଧ୍ୟ ପ୍ରତିବାଦ କରିଥିଲେ ବୋଲି କହିଛନ୍ତି ବିଦ୍ୟାଶ୍ରୀ। ବିଦ୍ୟାଶ୍ରୀ କହିଛନ୍ତି ତାଙ୍କ ସ୍ଵାମୀଙ୍କ କେସକୁ ସେ ପୁଣିଥରେ ତଦନ୍ତ କରିବେ। ଆଉ ଯାହା ଯାହା ଉପରେ ସନ୍ଦେହ ଅଛି ସେମାନଙ୍କୁ ମଧ୍ୟ ତଦନ୍ତ ଘେରକୁ ଟାଣିବେ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.