Movie prime

ଦେଖନ୍ତୁ ପ୍ରଥମ ଥର ଲୋକପ୍ରିୟ ଓଡ଼ିଆ କମେଡିଆନ ଜୟୀଙ୍କ ନାତୁଣୀଙ୍କୁ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ପାଉଥିବେ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି। ଆପଣମାନେ ସମସ୍ତେ ତ ଅଭିନେତା ଆଉ ଅଭିନେତ୍ରୀ ଏବଂ ତାଙ୍କ ପରିବାର ବିଷୟରେ ସବୁ ଖବର ପାଇ ପାରୁଛନ୍ତି। ଆପଣମାନେ ସମସ୍ତେ ଓଲିଉଡ ଜଗତର ଅନେକ କଳାକାରଙ୍କୁ ଦେଖିଥିବେ। ସେମାନଙ୍କ ମଧ୍ୟରୁ ଜଇରାମ ସାମଲ ଅନ୍ୟତମ ଅଟନ୍ତି।
Hh
ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିଏଟା ଜୟୀଙ୍କୁ ନିଶ୍ଚୟ ଜାଣିଥିବେ। ଜୟୀ ହେଉଛନ୍ତି ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା। ୮୦ ଏବଂ ୯୦ ଦଶକରେ ଏମିତି କୌଣସି ଫିଲ୍ମ ନାହିଁ ଯେଉଁଥିରେ ଜୟୀ ଅଭିନୟ କରି ନାହାନ୍ତି।
ସମସ୍ତ ଓଡିଆ ଫିଲ୍ମରେ ଜୟୀ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି। ବନ୍ଧୁଗଣ ଗୋଟେ ସମୟରେ ଜୟୀ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ ଆଉ ଏବେ ସେ ଫିଲ୍ମରେ କାମ କରୁ ନାହାନ୍ତି। ହେଲେ ଆଜି ବି ତାଙ୍କ ଅଭିନୟ ଦେଖିବା ପାଇଁ ଲୋକେ ଝୁରୁଛନ୍ତି।
ବନ୍ଧୁଗଣ ଜଇରାମ ସାମଲ ୧୯୪୮ ମସିହାରେ ମାହାଙ୍ଗା ଠାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସମୟରେ ଜଇରାମଙ୍କୁ ୭୭ ବର୍ଷ ବୟସ ହେଇସାରିଲାଣି। ଜଇ ୯୦ଦଶକରେ ବହୁତ ସାରା ଓଡିଆ ଫିଲ୍ମରେ ଅଭିନୟ କରିଥିଲେ।
Vh
ଜଇ ପ୍ରାୟ ୧୦୦ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି। ଜଇଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ୧୯୭୫ ମସିହାରେ ଜଇରାମଙ୍କ ପ୍ରଥମ ଫିଲ୍ମଥିଲା "ଯାଯାବର"। ଏହି "ଯାଯାବର" ଫିଲ୍ମରୁ ହିଁ ଦର୍ଶକ ମାନେ ଜଇରାମଙ୍କ ଅଭିନୟକୁ ବହୁତ ଭଲ ପାଇବା ଦେଇଥିଲେ। 
ସାରା ଓଡ଼ିଶାର ଦର୍ଶକ ମାନେ ମଧ୍ୟ ତାଙ୍କର ଫିଲ୍ମକୁ ପସନ୍ଦ କରିଥିଲେ। ଜଇରାମ ପିଲାବେଳୁ ପାଠପଢ଼ା ସହିତ ଅଭିନୟ ମଧ୍ୟ କରୁଥିଲେ। ଜଇରାମ ପିଲାବେଳ ଅନେକ ସ୍କୁଲ ଡ୍ରାମା ଏବଂ କଲେଜ ଡ୍ରାମାରେ ଅଭିନୟ କରିଥିଲେ।
ଆଉ ତା'ପରେ ସେ ଅଭିନୟ ଉପରେ ଧ୍ୟାନ ଦେଇଥିଲେ। ଜଇରାମଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଆଉ ଝିଅ ମଧ୍ୟ ରୁହନ୍ତି। ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ ଜଇରାମଙ୍କ ପରିବାରର ଫୋଟ ଯେଉଁଥିରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ପୁଅ ବୋହୂ ସମସ୍ତଙ୍କ ଫୋଟ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.