Movie prime

ରାଜନୈତିକ ପ୍ରଚାର ବେଳେ bollywood ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଥର ମାଡ଼ ଦେଖନ୍ତୁ ଏବେ କେମିତି ଅଛି ଅବସ୍ଥା

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ନିର୍ବାଚନ ପ୍ରଚାର କରୁଥିବା ବେଳେ ବଲିଉଡ ଅଭିନେତାଙ୍କ ଉପରେ ହେଲା ପଥର ମାଡ। 
Bb
ବନ୍ଧୁଗଣ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗର ମେଦିନାପୁର ସହରରେ କିଛି ଲୋକ ପଥର ମାଡ କରିଛନ୍ତି। ମିଥୁନ ଚକ୍ରବର୍ତ୍ତୀ ମେଦୀନାପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପାଲଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ
ତେବେ ସେଠାରେ ମେ ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ। ତେବେ ପଶ୍ଚିମବଙ୍ଗ ବିଜେପି ନେତ୍ରୀ ଅଗ୍ନିମିତ୍ରା ପାଲ ରୋଡ ସୋ ସମୟରେ କଂଗ୍ରେସ କର୍ମୀଙ୍କୁ ଗ୍ଲାସ୍ ବୋତଲ ଓ ପଥର ଫିଙ୍ଗିଥିବା ନେଇ ଅଭିଯୋଗ ହେଇଛି। 
ତେବେ ଏହି ଘଟଣାରେ ଉଭୟ ବିଜେପି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ ଅଗ୍ନିମିତ୍ରା ପାଲ ସୁରକ୍ଷିତ ଅଛନ୍ତି। ଗତକାଲି ପଶ୍ଚିମବଙ୍ଗର ମେଦିନାପୂର୍ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବିଜେପି
Bb
ନେତା ମିଥୁନ ଚକ୍ରବର୍ତ୍ତୀ ଏକ ରୋଡ ସୋ ଆୟୋଜନ କରିଥିଲେ। ଏହି ରୋଡ ସୋ କଲେକ୍ଟର ଟ୍ରନରୁ ଆରମ୍ଭ ହୋଇ କିରାନି ଟୋଲା ଆଡ଼କୁ ଅତିକ୍ରମ କରିଥିଲା। ଏହି ସମୟରେ ଶତାଧିକ ବିଜେପି ସମର୍ଥକ ସ୍ଳୋଗାନ ଦେଇଥିଲେ। 
ତେବେ ରୋଡ ସୋ ସହରର ସେଖାପୁରା ମୋଡ ସହରର ପହଞ୍ଚିବା ମାତ୍ରେ ରାସ୍ତାରେ ଠିଆ ହେଇଥିବା କିଛି ଲୋକ ଏହି ଶୋଭା ଯାତ୍ରାରେ ପଥର ସହ ବୋତଲ ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ତେବେ ଏନେଇ ଥାନାରେ ଅଭିଯୋଗ ହେଇଛି।
ପୋଲିସ ଏହାର ତଦନ୍ତ କରୁଛି। ନିର୍ବାଚନ ପ୍ରଚାର କରିବାକୁ ବଲିଉଡ ଅଭିନେତା ଯାଉଥିବା ବେଳେ ସେମାନଙ୍କ ଉପରକୁ ପଥର ମାଡ ନେଇ ଏବେ ଚାରିଆଡେ ନିନ୍ଦା କରାଯାଉଛି।