Movie prime

୩୦ ବର୍ଷରେ ବାହା ହେଲେଣି ୨୦ ଥର ଦେଖନ୍ତୁ କେମିତି ହେଲା ଏମିତି ଘଟଣା

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବାହାଘର ହେଉଛି ଏକ ପବିତ୍ର ବନ୍ଧନ। ଥରେ ବାହା ହେଲା ମାତ୍ରେ ସାତଜନ୍ମର ସାଥୀ ହେଇ ରହିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି। 
Bb
ବିବାହ ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ। ଗୋଟିଏ ପଟେ ଝିଅମାନେ ନିଜ ପରିବାର ଛାଡି ନୂତନ ପରିବାରରେ ଯୋଗ ଦେଉଥିବାବେଳେ ଅନ୍ୟ ପଟେ ପୁଅମାନଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। କିନ୍ତୁ କେତେକ ଲୋକ ବିବାହର ମହତ୍ତ୍ୱ ବୁଝନ୍ତି ନାହିଁ ଏବଂ କେତେ ଜଣ ଏକରୁ ଅଧିକ ବିବାହ କରିଥାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶରେ ଏହି ମହିଳାଙ୍କ ସହିତ କେହି ହେଲେ ଜୀବନ ବିତାଇବାକୁ ଚାହୁଁ ନାହାନ୍ତି। 
Hg
ଏବେ ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କହୁଛନ୍ତି ୩୦ ବର୍ଷରେ ୨୦ ଥର ବିବାହ କରିଛନ୍ତି। ଭିଡ଼ିଓରେ ଯୁବତୀ ଜଣଙ୍କ କନ୍ୟା ବେଶରେ ଶଯ୍ୟାରେ ବସିଛନ୍ତି। ଏହି ସମୟରେ, ଜଣେ ବ୍ୟକ୍ତି ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଥର ବିବାହ କରିଛନ୍ତି ? ଯୁବତୀ ଉତ୍ତର ଦେଉଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୦ଥର ବିବାହ କରିଛନ୍ତି। 
ଏହି ଆଶ୍ଚର୍ଯ୍ୟଜନକ ଭିଡ଼ିଓରେ ସେ କହୁଛନ୍ତି ଯେ ତାଙ୍କୁ ତିରିଶ ବର୍ଷ ବୟସ ହୋଇଛି ଏବଂ ସେ ୨୦ ଥର ବିବାହ କରିଛନ୍ତି। ସେ ବିବାହ କରିଥିବା ତାଙ୍କ ସ୍ୱାମୀଙ୍କ ମଧ୍ୟରୁ ପାଞ୍ଚ କିମ୍ବା ଛଅ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ତାଙ୍କୁ ଛାଡି ଚାଲିଯାଇଛନ୍ତି। ଏହି ଭାଇରାଲ ଭିଡ଼ିଓକୁ ଇତି ମଧ୍ୟରେ ଲକ୍ଷଲକ୍ଷ ସୋସିଆଲ ମିଡ଼ିଆରେ ୟୁଜର ଦେଖି ସାରିଛନ୍ତି। ଭାଇରାଲ ହେଉଥିବା ଭିଡ଼ିଓ ଉପରେ ୟୁଜରମାନେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। କେହି କେହି ଏହି ଭିଡିଓକୁ ସ୍କ୍ରିପ୍ଟିଡ୍ ବୋଲି କହୁଥିବା ବେଳେ ଉପଭୋଗ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.