Movie prime

ବେଶ ବଦଳାଇ ପାକିସ୍ଥାନକୁ ସପୋର୍ଟ କଲେ ମହନ୍ଦ୍ର ସିଂ ଧୋନୀ ଦେଖନ୍ତୁ ସୋସିଆଲ ମିଡିଆରେ ଦୃତ ଗତିରେ ଫଟୋ ହେଉଛି Viral

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Tr
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ୨୦୨୦ରେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିବା ପୂର୍ବ ଭାରତୀୟ ମହେନ୍ଦ୍ର ସିଂ ଧୋନୀ କେବଳ ଆଇପିଏଲରେ ହିଁ ନଜର ଆସୁଛନ୍ତି। ବାସ୍ତବରେ ୧୭ତମ ଆଇପିଏଲର ସମାପ୍ତି ପରେ ମାହି ସିଏସକେ ଟିମ୍ ମ୍ୟାନେଜମେଣ୍ଟକୁ କହିଥିଲେ ଯେ, "ସେ ଆସନ୍ତା କିଛି ମାସ ଭିତରେ ନିଜର ରିଟାଡମେଣ୍ଟକୁ ନେଇ ନିଷ୍ପତି ନେବେ"। 
Bb
ବନ୍ଧୁଗଣ ଏହାରି ଭିତରେ ଧୋନୀ ଆମେରିକା ଏବଂ ୱେଷ୍ଟୱେଣ୍ଡିଜରେ ଚାଲିଥିବା ଆଇସିସି ଟି-ଟୱଣ୍ଟି ବିଶ୍ଵକପର ମଜା ନେଉଥିବା ନଜର ଆସିଛନ୍ତି। ବାସ୍ତବରେ ସେ ଆମେରିକା ଆଉ ପାକିସ୍ତାନ ମଧ୍ୟରେ ମୁକାବିଲା ଚାଲିଥିବା ବେଳେ ଡଲାର ଷ୍ଟାଡିୟମରେ ଉପସ୍ଥିତ ଥିବା ଜଣାପଡିଛି। ସବୁଠାରୁ ବଡକଥା ହେଉଛି ଯେ ଧୋନି ନିଜର ବେସ ବଦଳାଇ ସେଠାରେ ବସି ମ୍ୟାଚ ଦେଖୁଥିଲେ। କିନ୍ତୁ ତାଙ୍କ ଫ୍ୟାନ୍ସ ମାନେ ଧୋନିଙ୍କୁ ଚିହ୍ନ ପାରିଲେନଥିଲେ। 
କାରଣ ଜଣେ ମୁସିଲମ୍ ବ୍ୟକ୍ତିଙ୍କ ପରି ସେ ଲମ୍ବା ଦାଢ଼ି ରଖି ଧଳା ପୋଷାକ ପରିଧାନ କରିଥିଲେ। ଯେଉଁ ଫୋଟଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଧୋନିଙ୍କର ଏପରି ବେସ ଉପରେ ଲୋକ ମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏହି ପାକିସ୍ତାନ ଫ୍ୟାନ୍ସ ଜଣଙ୍କ ଧଳା ପୋଷାକ ପିନ୍ଧିଥିଲେ ତାଙ୍କର ଲମ୍ବା ଦାଢ଼ି ମଧ୍ୟ ଥିଲା। ଆଉ ସେ ଦେଖିବାକୁ ପୁରା ମହେନ୍ଦ୍ର ସିଂ ଧୋନୀଙ୍କ ପରି। କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହେଇନାହିଁ ସେହି ବ୍ୟକ୍ତି ଜଣଙ୍କ ଧୋନୀ ନା ପାକିସ୍ତାନୀ କ୍ରିକେଟ ପ୍ରେମୀ ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.