Movie prime

ଚଳନ୍ତା କାର ଉପରେ ପଡ଼ିଲା କଣ୍ଟେନର ଦେଖନ୍ତୁ ଚାହୁଁ ଚାହୁଁ ହେଇଗଲା କିଛି ଏମିତି

 
Bb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚଳନ୍ତା କାର ଉପରେ ହଠାତ ଓଲଟିଲା କଣ୍ଟେନର। ତେବେ କାରଟି ଭୁବନେଶ୍ୱରରୁ କଟକ ଆସୁଥିବା ସମୟରେ ହଠାତ୍ ମଝି ରାସ୍ତାରେ କାର ଉପରେ କଣ୍ଟେନର ଓଲଟି ପଡିଥିଲା। ଆପଣ ଭିଡିଓଟିରେ ଦେଖି ପାରୁଥିବେ କିଭଳି ଭାବେ ଭୟଙ୍କର ଦୁ-ର୍ଘ-ଟ-ଣା ଘଟିଛି। କାର ଉପରେ କଣ୍ଟେନର ଓଲଟି ପଡ଼ିଛି ଯାହାଫଳରେ କାରର ପଛ ପାର୍ଶ୍ଵ ଦେଖା ଯାଉଥିବା ବେଳେ ସମ୍ମୁଖ ପାର୍ଶ୍ଵ ସଂପୂର୍ଣ୍ଣ ରୂପେ କଣ୍ଟେନରରେ ଭିତରେ ପସି ରହିଛି। 
Hb
ଭଗ୍ୟବଶତଃ କଣ୍ଟେନରଟି କାର ଉପରେ ଓଲଟିବା ବେଳେ ହଠାତ୍ କାର ଡ୍ରାଇଭର ଜଣଙ୍କ ବୁଦ୍ଧି ଖର୍ଚ୍ଚ କରି କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ ଯାହାଫଳରେ ଏତେ ବଡ ଦୁ-ର୍ଘ-ଟ-ଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ଜଣଙ୍କ। ଏଭଳି ଭୟଙ୍କର ଦୁ-ର୍ଘ-ଟ-ଣା ଘଟିଛି କଟକ ଜିଲ୍ଲା ଗୋପାଳପୁର ବାଲିକୁଦା ନିକଟରେ। କଣ୍ଟେନର ଡ୍ରାଇଭର ଆ-ହ-ତ ହେଇଥିବା ବେଳେ କାର ଡ୍ରାଇଭର ଜୀବନ ବର୍ତ୍ତି ଯାଇଛି। 
Gg
ଯାହାଫଳରେ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ କଣ୍ଟେନର ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ସୂଚନା ଅନୁସାରେ ଭୁବନେଶ୍ୱରରୁ ଚୂନ ଏକ ବୋଝେଇ କଣ୍ଟେନର କଟକ ଅଭିମୁଖେ ଆସୁଥିଲା। ଏହି ସମୟରେ ଗାଡିଟି ଦ୍ରୁତଗତିରେ ଥିଲା ବାଲିକୁଦ ପାଖରେ ଥିବା ଟ୍ରାଫିକ ସିଗନାଲ କାଟି ଭାରସାମ୍ୟ ହରାଇ ଡିଭାଇଡରକୁ ଭାଙ୍ଗି ରାସ୍ତାର ଆର ପାର୍ଶ୍ଵକୁ ଚାଲି ଆସିଥିଲା। 
ଏହି ସମୟରେ କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା କାର ଉପରେ କଣ୍ଟେନର ଟି ଓଲଟି ପଡ଼ିଥିଲା। ଏହାପରେ ସଙ୍ଗେ ସଙ୍ଗେ ଶହ ଶହ ଲୋକ ରୁଣ୍ଡ ହୋଇ ଚୂନ ବସ୍ତା ଭିତରୁ କାର ଡ୍ରାଇଭରଙ୍କୁ ବାହାର କରିଥିଲେ। ତେବେ କାରରେ କେବଳ ଡ୍ରାଇଭର ଥିବା ସୂଚନା ମିଳିଛି। ଅନ୍ୟପଟେ କ୍ରେନ ଯୋଗେ କାରଟିକୁ ଉଠାଇବା ବେଳେ କାରଟି ସଂପୂର୍ଣ୍ଣ ଜଳି ଉଠିଥିଲା। ଆଉ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.