Movie prime

ଧରା ପଡ଼ିଲା ରହସ୍ୟମୟ ବିରଳ ମାଛ ଦେଖନ୍ତୁ ଓଜନ ୪୦ କେଜି କୁ ମାଛର ମୁଁହ ଏମିତି

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ଖବର ଜାଣିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ତ ମହାନଦୀରେ ମାଛ ଦେଖିଥିବେ । ଏବେ ମହାନଦୀର ଜଳ ଭିତରୁ ଏକ ବିରାଟ ମାଛ ଧରା ଯାଇଛି । ଏହି ମାଛର ଓଜନ ବହୁତ ଅଧିକ ହେବ । ଏକ ବିରଳ ମାଛ ଏବେ ଧରା ପଡ଼ିଛି । 
Vb
ଏହି ବିରଳ ମାଛ ଏବେ ମହାନଦୀରୁ ଉଦ୍ଧାର କରାଯାଇଛି । ଏହି ମାଛ ଯେଭଳି ଗୁହାରି କରୁଛି କି ତାଙ୍କୁ ବିକ୍ରି କର ନାହିଁ । ଏହି ବିରାଟ ମାଛ ସତେ ଯେପରି କହୁଛି ତାକୁ ଯେଉଁଠାରୁ ଆଣିଥିଲ ସେଠାରେ ଛାଡ଼ି ଦିଅ । ଏହି ବିଶାଳ ମାଛକୁ ମାଛ ଧରାଳି ଧରି ତାଙ୍କ ସ୍କୁଟିରେ ବିକ୍ରି କରିବାକୁ ନେଉଛନ୍ତି । ଏହି ମାଛ ଏବେ ତାର ପାଟି ପାକୁ ପାକୁ କରି ସତେ ଯେଭଳି ତାକୁ ରକ୍ଷା କରିବାକୁ କହୁଛି ଭଳି ଲାଗୁଛି । ଦୁନିଆରେ ଯେତେ ଜୀବ ଅଛନ୍ତି ସମସ୍ତେ ତାଙ୍କ ଜୀବନ ପ୍ରତି ଲୋଭ କରନ୍ତି । ସମସ୍ତଙ୍କର ନିଜ ଜୀବନ ପ୍ରତି ଲୋଭ ରହିଛି ।
Tt
ଏହି ବିଶାଳ ମାଛର ଓଜନ ପ୍ରାୟ ୪୦ କେଜି ହେବ । ଏହି ବିଶାଳ ମାଛ ତାର ଜୀବନ ବଞ୍ଚାଇବାକୁ ସତେ ଯେଭଳି ଅନେକ କଥା କହୁଥିବାର ମନେ ହେଉଛି । ଆଜିକାର ସ୍ୱାର୍ଥପର ଦୁନିଆରେ ଲୋକମାନଙ୍କର ଭଲ ଖାଇବା ହେଉଛି ମାଛ, ମାଂସ ଆଉ ଅଣ୍ଡା । ଲୋକମାନେ ଏହି ସବୁ ଖାଇବାକୁ ବହୁତ ପସନ୍ଦ କରନ୍ତି । ଲୋକଙ୍କର ପ୍ରିୟ ଖାଦ୍ୟ ମାଛ, ମଟନ୍, ଚିକେନ ଆଉ ଅଣ୍ଡା । ଆଜି ଏହି ମାଛ ଆଉ ବଞ୍ଚିପାରିବ ନାହିଁ । ଏହି ମାଛକୁ ମାଛ ଧରାଳି ବିକ୍ରି କରିଦେବ ଆଉ ଲୋକମାନେ ଏହାକୁ କିଣି କରି ଖାଇବେ ।
କେହିବି ମାଛର ଦୁଃଖ ବୁଝି ପାରୁ ନାହାଁନ୍ତି । ଏହି ମାଛର ଓଜନ ୪୦ କେଜି । ଏହି ୪୦ କେଜି ଓଜନର ମାଛ ପାଇ ମାଛ ଧରାଳି ପୁରା ଖୁସି । ଏହି ମାଛର ନାମ ହେଉଛି ବୁଦ ମାଛ । ବୌଦ୍ଧ ମହାନଦୀରେ ଏହି ବିରଳ ମାଛ ଧରା ଯାଇଛି । ଏହି ମାଛ ଜାଲରେ ଲାଗିଥିଲା । ଆଉ ଏହାପରେ ମାଛ ଧରାଳି ଏହାକୁ ଦେଖି ମାଛକୁ ଆଣିଥିଲେ । ଏବେ ଏହି ମାଛକୁ ବିକ୍ରି କରି ନେବା ପାଇଁ ନେବା ସମୟରେ ମାଛକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ଜମିଥିଲା । ବର୍ଷା ହେଲେ ଏହି ମାଛ ଆସିଥାନ୍ତି । ଏହି ମାଛ ଅତ୍ୟନ୍ତ ସୁଆଦିଆ ସେଥିପାଇଁ ଏହାର ଚାହିଦା ଅଛି ।